Home Tags Gopabandhu jyoti

Tag: gopabandhu jyoti

କଟକ : ମହାନ୍‍ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ମଣିଷ ରୂପୀ ଦେବତା ଥିଲେ। ଅନେକ ଅନୁଷ୍ଠାନ ତିଆରି କରି ସେ ନିଜେ ଏକ ଅନୁଷ୍ଠାନ ପାଲଟି ଯାଇଥିଲେ। ସର୍ବଜନାଦୃତ ‘ସମାଜ’ ଖବରକାଗଜର ପ୍ରତିଷ୍ଠାତା ଗୋପବନ୍ଧୁ ପୃଥିବୀର ମଣି ବୋଲି ଗୋପବନ୍ଧୁ ଜ୍ୟୋତିଯାତ୍ରାର ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟଅତିଥିଭାବେ ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ ମତବ୍ୟକ୍ତ କରିଛନ୍ତି। ଗୋପବନ୍ଧୁ ଜ୍ୟୋତିଯାତ୍ରା ଗୁରୁବାର ପୂର୍ବାହ୍ଣରେ କଟକ ସହର...
ପିପିଲି : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସୁଆଣ୍ଡୋ ସ୍ଥିତ ବାସଗୃହକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ କରାଯିବା ନିମନ୍ତେ ଦାବି ହୋଇଛି। ‘ସମାଜ’ ଅନୁଷ୍ଠାନ ପକ୍ଷରୁ ରାଜ୍ୟବ୍ୟାପି ପରିକ୍ରମା କରୁଥିବା ‘ଗୋପବନ୍ଧୁ ଜ୍ୟୋତି’କୁ ପିପିଲିର ଦାଣ୍ଡମୁକୁନ୍ଦପୁର ଠାରେ ସ୍ୱାଗତ କରାଯିବା ଅବସରରେ ଗୋପବନ୍ଧୁପ୍ରେମୀ ମାନେ ଏହି ଦାବି କରିଛନ୍ତି। ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ଠାରେ ‘ଗୋପବନ୍ଧୁ ଜ୍ୟୋତି’କୁ ସ୍ୱାଗତ...
କଟକ : ବ୍ରହ୍ମପୁରଠାରେ ‘ଗୋପବନ୍ଧୁ ଭବନ’ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ପୂଣ୍ୟତିଥି ଅବସରରେ ରାଜ୍ୟବ୍ୟାପି ପରିଭ୍ରମଣ କରିବାକୁ ଥିବା ‘ଗୋପବନ୍ଧୁ ଜ୍ୟୋତି ଯାତ୍ରା’ର ଶୁଭ ଉଦ୍‍ଘାଟନ ଅବସରରେ ଆଜି ସନ୍ଧ୍ୟାରେ ଗୋପବନ୍ଧୁ ଭବନ ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା ଘୋଷଣା...
କଟକ: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଆଜିଠାରୁ ‘ଗୋପବନ୍ଧୁ ଜ୍ୟୋତି’ ରାଜ୍ୟ ପରିକ୍ରମା କରିବ। ଏହି ଅବସରରେ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ପୁରୀ ଜିଲା ସୁଆଣ୍ଡୋରୁ ପବିତ୍ର ଜ୍ୟୋତି କଟକ ’ସମାଜ’ ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲା। ସେଠାରେ 'ସମାଜ' ପରିବାର ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଜ୍ୟୋତିକୁ ଭବ୍ୟ ସ୍ୱାଗତ କରିଥିଲେ। ଏହାପରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ଜ୍ୟୋତି ନିକଟରେ ଲୋକସେବକ ମଣ୍ଡଳର ସଭାପତି ତଥା...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी