Home Tags Gold

Tag: gold

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ବହୁ ମହତ୍ତ୍ୱ ରହିଛି। ଏହି ପବିତ୍ର ଦିନରେ କରାଯାଉଥିବା ସ୍ନାନ, ଦାନ, ଯଜ୍ଞ ଭଳି ବିଭିନ୍ନ କର୍ମର ବହୁ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ଚଳିତ ବର୍ଷ ଅକ୍ଷୟ ତୃତୀୟା ମେ ୭ତାରିଖରେ ପଡ଼ୁଛି। ମେ ୭ ତାରିଖ , ମଙ୍ଗଳବାର ଦିନ ଅକ୍ଷୟ ତୃତୀୟା ପାଳନ...
ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି। ପଗଡିରେ ସୁନା ବିସ୍କୁଟ ନେଇ ଆସୁଥିବା ଜଣେ ବ୍ୟକ୍ତି ସିଆଇଏସଏଫ୍‌ ହାତରେ ଧରାପଡିଛନ୍ତି। ତାଙ୍କୁ ଅଟକ ରଖାଯାଇଛି। ତାଙ୍କ ଠାରୁ ୬୧୦ଗ୍ରାମର ସୁନା ଜବତ ହୋଇଛି, ଯାହାର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ସୂଚନାଯୋଗ୍ୟ ଯେ, ବୁଧବାର ଭୋର ସମୟରେ ବ୍ୟକ୍ତି ଜଣକ ପଗଡି ଭିତରେ ସୁନା ବିସ୍କୁଟ ଲୁଚାଇ...
ଭୁବନେଶ୍ବର : ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି। ଜଣେ ମହିଳାଙ୍କ ନିକଟରୁ ପ୍ରାୟ ୭ଶହ ୭ଗ୍ରାମ ସୁନା ଜବତ ହୋଇଛି। ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୪ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ମହିଳା ଜଣକ ଦୁବାଇରୁ  ସୁନା ନେଇ ଆସୁଥିବା ବେଳେ ବିମାନ ବନ୍ଦରରେ ଧରାପଡିଥିଲେ। ତାଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡିଛି।  
ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ସୁନା ଜବତ କରାଯାଇଛି। ଲକ୍ଷାଧିକ ଟଙ୍କାର ଚୋରା ସୁନା ବିସ୍କୁଟ୍‌ ଓ ଦାମୀ ସିଗାରେଟ୍‌ ଧରି ସୋମବାର ଜଣେ ମହିଳା ନୂଆଦିଲ୍ଲୀରୁ ଭୁବନେଶ୍ବର ଆସୁଥିବାବେଳେ ବିମାନବନ୍ଦରରେ ସୀମାଶୁଳ୍କ ବିଭାଗର ଅଧିକାରୀଙ୍କ ହାତରେ ଧରାପଡିଥିଲେ। ତାଙ୍କ ନିକଟରୁ ୯୫୯.୯୯୦ ଗ୍ରାମ ଓଜନର ସୁନା ବିସ୍କୁଟ୍‌ ଜବତ କରାଯାଇଛି। ଜବତ ସୁନାର ମୂଲ୍ୟ ୩୩ ଲକ୍ଷ...
ନୂଆଦିଲ୍ଲୀ: ଥାଇଲାଣ୍ଡରେ ଆୟୋଜିତ ଇଗାଟ୍‌ କପ୍‌ ଭାରୋତ୍ତୋଳନ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ତାରକା ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ। ମିଳିଥିବା ସୂଚନାନୁଯାୟୀ ମୀରାବାଈ ୪୮ କେଜି ବିଭାଗ ସ୍ନାଚ୍‌ରେ ୮୨ ଓ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୦ ଏପରି ମୋଟ ୧୯୨ କେଜି ଭାର ଉଠାଇ ସ୍ବର୍ଣ୍ଣ ପଦକ ଜିିତିଛନ୍ତି। ୨୦୧୮ରେ ପିଠି ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ଅଧିକାଂଶ ପ୍ରତିଯୋଗିତାରେ ଭାଗ ନେଇନଥିବା ମୀରାବାଈ ଇଗାଟ୍...
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ସୋମବାର ଦିନ କଷ୍ଟମ ବିଭାଗ ପ୍ରାୟ ୧୭୦ଗ୍ରାମ୍‍ ସୁନା ଜବତ କରିଛନ୍ତି। ଜବତ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ୫୦ହଜାର ଟଙ୍କା ବୋଲି ସୂଚନା ମିଳିଛି। ଜଣେ ବ୍ୟକ୍ତି ମଳଦ୍ୱାରରେ କ୍ୱାଲାଲୁମ୍ପୁରରୁ ସୁନା ଆଣୁଥିଲେ। ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅଟକ ରଖାଯାଇଥିବା ବ୍ୟକ୍ତି ଜଣକ ଭାରତୀୟ ବଂଶୋଦ୍ଭବ ଅଟନ୍ତି। ତାଙ୍କ ଘର ତାମିଲନାଡୁ...
ନୂଆଦିଲ୍ଲୀ .- ସୁନା ଚୋରା ଚାଲଣ ପାଇଁ  ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । କେତେବେଳେ ସୁନା ପେଷ୍ଟ ତ କେତେବେଳେ ବ୍ୟାଗର ହ୍ୟାଣ୍ଡେଲ ଏପରି ସୁନା ଚୋରା ଚାଲାଣ କରିବା ପାଇଁ ଚେଷ୍ଟା କରୁଛନ୍ତି । କିଛି ଦିନ ତଳେଦିଲ୍ଲୀ ବିମାନ ବନ୍ଦରରେ ଅନ୍ତନଳୀର ତଳ ଭାବ ବା ମଳଦ୍ୱାର ନିକଟରେ ପ୍ରାୟ ଏକ କେଜି ସୁନାକୁ ଛୋଟ ଛୋଟ ଖଣ୍ଡରେ ଚୋରା ଚାଲାଣ...

ବହୁ ଚର୍ଚ୍ଚିତ ଖବର

Thursday, May 23, 2019
ଓଡ଼ିଆ | English | हिंदी