Home Tags Ganesh puja

Tag: ganesh puja

ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ସ୍ୱୟଂ ହିଁ ଏକ ମହତ୍ତ୍ୱପୂର୍ଣ୍ଣ ଓ ସେ ନିଜେ କଲ୍ୟାଣକାରୀ ଅଟନ୍ତି। ତାଙ୍କୁ ଆରାଧନା କଲେ ସମସ୍ତ କାମନା ପୂର୍ଣ୍ଣ ହୋଇଥାଏ। ଦାମ୍ପତ୍ୟ ଜୀବନର ସୁଖ ପାଇଁ, ପୁତ୍ର କାମନା ନିମନ୍ତେ, ଧନ ସମୃଦ୍ଧିର ବୃଦ୍ଧି, ହଠାତ୍‍ ଆସୁଥିବା ସମସ୍ୟା ପାଇଁ ଓ ଦୁଃଖର ନିବାରଣ ପ୍ରଭୁଙ୍କୁ ପୂଜା କଲେ ଦୂର ହୋଇଥାଏ। ଯେକୌଣସି ବ୍ୟକ୍ତିର ଅନିଷ୍ଟତାର ଆଶଙ୍କା, ସ୍ୱାସ୍ଥ୍ୟର ସମସ୍ୟା, ଆର୍ଥିକ କ୍ଷେତ୍ରରେ ଅସୁବିଧା...
ପ୍ରଭୁ ଗଣେଶ ମୂଷାକୁ ନିଜ ବାହନ କରିବାର କାରଣ ପଛରେ ଏକ ସୁନ୍ଦର କାହାଣୀ ଶାସ୍ତ୍ରରେ ରହିଛି। ଜାଣନ୍ତୁ ତାହା କଣ.... ଗଜମୁଖ ନାମରେ ଅସୁର ମାନଙ୍କର ଜଣେ ରାଜା ଥିଲା। ସେ ବହୁତ ଶକ୍ତିଶାଳୀ, ଧନବାନ ହେବା ସହିତ ଦେବତା ମାନଙ୍କୁ ନିଜ ଅଧୀନରେ ରଖିବାକୁ ଚାହୁଁଥିଲା। ପ୍ରଭୁ ଶିବଙ୍କ ଠାରୁ ବରଦାନ ପାଇବା ନିମନ୍ତେ ସେ ସର୍ବଦା ତପସ୍ୟା କରୁଥିଲା। ତେଣୁ ସେ ନିଜ ରାଜ୍ୟ, ଖାଦ୍ୟପେୟ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी