Home Tags Gandhiji

Tag: gandhiji

ବିର୍ଲା ଭବନରେ କେଇ ମୁହୂର୍ତ୍ତ କେନ୍ଦ୍ରାପଡାର ଅଖ୍ୟାତ ପଲ୍ଲୀ ଜାଗୁଳିଆପଡାକୁ ଇତିହାସ ପୃଷ୍ଠାକୁ ଟାଣି ଆଣିଥିଲା। ୧୯୪୮ ଜାନୁଆରୀ ୩୦ତାରିଖ ସନ୍ଧ୍ୟା। ଦିଲ୍ଲୀର ବିର୍ଲା ଭବନରେ ଆୟୋଜିତ ପ୍ରାର୍ଥନା ସଭାକୁ ଜାତିର ଜନକ ମହାତ୍ମା ଗାନ୍ଧୀ ଯାଉଥିବା ବେଳେ ସମସ୍ତଙ୍କୁ ସ୍ତବ୍ଧ କରି ଗୁଳି ଫୁଟିଥିଲା। କେହି କିଛି ବୁଝିବା ପୂର୍ବରୁ ଗାନ୍ଧିଜୀ ନାଥୁରାମ ଗଡ୍‌ସେ ବନ୍ଧୁକରୁ ବାହାରିଥିବା ଗୁଳିରେ ରକ୍ତାକ୍ତ ହୋଇ ଟଳିପଡିଥିଲେ। ଭିଡର ସୁଯୋଗ ନେଇ...
୧୯୩୯ ନଭେମ୍ବର ୨୧ ସମୟର ଘଟଣା। ଉତ୍ତର ପ୍ରଦେଶର ମହୋବାଠାରେ ଏକ ଅନାଥାଶ୍ରମର ଶିଳାନ୍ୟାସ କରିବା ନିମନ୍ତେ ମହାତ୍ମା ଗାନ୍ଧୀ ଆସିବାର ସମସ୍ତ ପ୍ରସ୍ତୁତି ହୋଇସାରିଥାଏ। ସ୍ଥାନୀୟ ସମ୍ଭ୍ରାନ୍ତ ବ୍ୟକ୍ତି ପଣ୍ଡିତ ବୈଜନାଥ ତିୱାରୀ ୪ ଏକର ଜମି ଅନାଥାଶ୍ରମ ନିମନ୍ତେ ଦାନ କରିଥିଲେ। ତିୱାରୀ ପରିବାର ସପ୍ତାହେ ପୂର୍ବରୁ ମହାତ୍ମାଙ୍କ ଆଗମନ ନିମନ୍ତେ ପ୍ରସ୍ତୁତି ଚଳାଇଥାନ୍ତି। ଷ୍ଟେସନ୍‌ରୁ ଗାନ୍ଧିଜୀ କିପରି ଆସିବେ, କେଉଁଠି ରହିବେ ଓ କ’ଣ...

ବହୁ ଚର୍ଚ୍ଚିତ ଖବର

Sunday, March 24, 2019
ଓଡ଼ିଆ | English | हिंदी