Home Tags Flood in odisha

Tag: flood in odisha

ଟୋକିଓ : ଜାପାନ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ଭାରତର ପିଭି ସିନ୍ଧୁ ଓ ଏଚ.ଏସ.ପ୍ରଣୟ ସିଙ୍ଗଲ୍‍ସ ଇଭେଣ୍ଟରୁ ବିଦାୟ ନେଇଥିବାବେଳେ କିଦାମ୍ବି ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ ପ୍ରିକ୍ୱାର୍ଟର ମ୍ୟାଚରେ ୭ମ ସିଡ୍‍ ଶ୍ରୀକାନ୍ତ ୨୧-୧୫, ୨୧-୧୪ ଗେମରେ ହଂକଂର ଭିନସେଣ୍ଟ୍‍ ୱଙ୍ଗ୍‍ଙ୍କୁ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲରେ ଶ୍ରୀକାନ୍ତ ଦକ୍ଷିଣ କୋରିଆର ଲି ଡୋଙ୍ଗ୍‍ କିଉନ୍‍ଙ୍କୁ ଭେଟିବେ। ତେବେ...
.-ଘର ଦାଣ୍ଡ ଓ ରୋଷଘରେ ଲହଡି ଭାଙ୍ଗୁଛି ବନ୍ୟାପାଣି .-ବିପନ୍ନଙ୍କୁ ମିଳିଲା ରନ୍ଧାଖାଦ୍ୟ .-ଗଛମୂଳେ ଚାଲିଛି ରୋଗୀଙ୍କ ଚିକିତ୍ସା .- ୧୦ଟି ବଦ୍ୟାଳୟ-ଅଙ୍ଗନବାଡି କେନ୍ଦ୍ର ପରିସର ବୁଡି ରହିଛି ବନ୍ୟାପାଣିରେ .-ମଙ୍ଗଳବାର ବଦ୍ୟାଳୟ ଖୋଲିବା ନେଇ ଆଶଙ୍କା! ଆରଡି ; ବୈତରଣୀ ନଦୀରେ ବନ୍ୟାଜଳ କମିଥିଲେ ମଧ୍ୟ ଅମାବାସ୍ୟା ଜୁଆର ଯୋଗୁ ସୋମବାର ୪ଟି ସ୍ଥାନରେ ନଦୀବନ୍ଧ ବୁଡି ବନ୍ୟାଜଳ ପ୍ରବେଶ କରୁଛି। ଫଳରେ ଆରଡି ସମେତ ସୁନ୍ଦରପୁର, ଓଳଗ ଓ ନାନ୍ଦପୁର ପଞ୍ଚାୟତରେ ବନ୍ୟା...
ଭୁବନେଶ୍ୱର: ଚଳିତ ବନ୍ୟାରେ ରାଜ୍ୟର ତିନିଟି ଜିଲାର ୧୬ଟି ବ୍ଳକର ୯୦୦ରୁ ଊର୍ଦ୍ଧ୍ବ ଗ୍ରାମ ପ୍ରଭାବିତ ହୋଇଛି। ଏହାଦ୍ୱାରା ପ୍ରାୟ ୬.୫୫ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରାୟ ୫ହଜାର ଘର ଭାଙ୍ଗିଯାଇଛି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କେନ୍ଦ୍ରାପଡ଼ା ଜିଲା। ଏହି ଜିଲାର କେନ୍ଦ୍ରାପଡ଼ା, ଡ଼େରାବିଶ, ମାର୍ଶାଘାଇ, ମହାକାଳପଡ଼ା, ଗରଦପୁର, ପଟ୍ଟାମୁଣ୍ଡାଇ, ଆଳି, ରାଜନଗର ଓ ରାଜକନିକା ଆଦି ୯ଟି ବ୍ଲକ, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ପ୍ରଭାବିତ ହୋଇଛି।...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी