Home Tags Flood

Tag: flood

ଭୁବନେଶ୍ୱର : ତିତଲି ପରେ ବନ୍ୟା ପରିସ୍ଥିତିର ଏବେ ସୁଧାର ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ହୋଇ ନଥିବାରୁ ଗଂଜାମ, ଗଜପତି, ରାୟଗଡାରେ ବନ୍ୟା ସ୍ଥିତି ସ୍ୱାଭାବିକ ରହିଛି ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ରିଲିଫ କାର୍ୟ୍ୟ ରବିବାର ସଂଧ୍ୟା ସୁଦ୍ଧା ବନ୍ଦ କରାଯିବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ,...
ଲମତାପୁଟ/ ବଡ଼ସାହି/ ନୀଳଗିରି: ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଫଳରେ ଜଳ ଭଣ୍ଡାର ଗୁଡିକରେ ଜଳ ସ୍ତର ବଢିବାରେ ଲାଗିଛି। ବର୍ଷା ଯୋଗୁଁ କୋରାପୁଟ ଜିଲା ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପର ଜଲାପୁଟ ମୁଖ୍ୟ ଜଳଭଣ୍ଡାର ଓ ମାଛକୁଣ୍ଡ ଜଳଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବିଭାଗୀୟ ଅଧିକାରୀ ଜଲାପୁଟ ଜଳଭଣ୍ଡାରରୁ ୪ଟି ଗେଟ ଓ ମାଛକୁଣ୍ଡ ଜଳଣ୍ଡାରରୁ ୩ଟି ଗେଟ ଖୋଲି ଜଳ...
ବାଲେଶ୍ବର: ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଲେଶ୍ବର ଜିଲାର ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନି ଠାରେ ବିପଦ ସଙ୍କେତ ୫.୫୦ମିଟର ଥିବା ବେଳେ ଶୁକ୍ରବାର ସକାଳ ୬ଟା ସମୟରେ ୫.୮୦ମିଟର ଉପରେ ଜଳ ପ୍ରବାହିତ ହେଉଛି।। ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସ୍ବନ ଓ ଗଙ୍ଗାହାର ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି...

ବହୁ ଚର୍ଚ୍ଚିତ ଖବର

Sunday, March 24, 2019
ଓଡ଼ିଆ | English | हिंदी