Home Tags Fish

Tag: fish

ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ସୋନ ନଦୀରେ ଅନେକ ସଂଖ୍ୟାରେ ମାଛ ମରି ଭାସୁଥିବା ଜଣାଡପଡ଼ିଛି। ସୂଚନା ଅନୁଯାୟୀ, ପତ୍ରିପାଳ ଓ ଗନିପୁର ପଞ୍ଚାୟତ ପାଖ ନଦୀରେ ମାଛ ମରି ଭାସୁଥିବାରୁ ନଦୀ ଜଳ ଦୂଷିତ ହୋଇପଡ଼ିଛି। ତେବେ କେଉଁ କାରଣରୁ ମାଛ ମଡ଼କ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ନଦୀରେ ବିଷ ପ୍ରୟୋଗ ହୋଇଥିବାରୁ ଏପରି ଘଟିଥିବା ସ୍ଥାନୀୟ ଲୋକେ...
ମାଛ ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ହେଲେ କ’ଣ ଆପଣ ଜାଣନ୍ତି, ସ୍ମୃତି ଶକ୍ତି ବଢାଇବାରେ ମାଛ ସହାୟକ ହୋଇଥାଏ। ଖାଦ୍ୟରେ ସପ୍ତାହରେ ୨ କିମ୍ବା ୩ ଥର ମାଛ ଖାଉଥିବା ଶିଶୁଙ୍କ ସ୍ବୃତିଶକ୍ତି ପ୍ରଖର ହୋଇଥାଏ। ମାଛରେ ଥିବା ଓମେଗା-୩-ଏସ୍‌ ଫ୍ୟାଟି ଏସିଡ୍‌ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ। ମାତ୍ର ସାଧାରଣତଃ ମାଛରେ କଣ୍ଟା...
ପିପିଲି: ବାତ୍ୟା "ତିତଲି' ଭୟଙ୍କର ରୂପ ନେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସମ୍ଭାବ୍ୟ ବାତ୍ୟାର ପ୍ରତିକୂଳ ପ୍ରଭାବ ମାଛ ବ୍ୟବସାୟ ଉପରେ ପଡିଛି । ବୁଧବାର ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ବଜାରରେ ଜଣେ ମାଛ ହୋଲସେଲର କିଲୋ ପ୍ରତି ୬୦ ଟଙ୍କା ଦରରେ ସାଢେ ୩ଟନ ରୋହି ମାଛ ବିକ୍ରି କରିଥିବା ସୂଚନା ମିଳିଛି । ଏଥିପାଇଁ ସାଧାରଣ...

ବହୁ ଚର୍ଚ୍ଚିତ ଖବର

Sunday, March 24, 2019
ଓଡ଼ିଆ | English | हिंदी