Browsing Tag

fire

ଖରାରେ ଜଳିଗଲା ପୌରସଂସ୍ଥାର ଗାଡି

ଭବାନୀପାଟଣା: ଭବାନୀପାଟଣା ପୌରପରିଷଦ କାର୍ଯ୍ୟରେ ବ୍ୟବହୃତ ଟ୍ରାକଟର, ଟ୍ରଲି ଓ ପାନୀୟ ଜଳ ଯୋଗାଣ ଆଦି ଗାଡି ଗୁଡିକ ଜଳି ଯାଇଛି । ସବୁଦିନ ପରି ଭଳି ସୋମବାର ମଧ୍ୟ ସ୍ଥାନୀୟ ଗାନ୍ଧୀ ପାର୍କ ନିକଟରେ ଗାଡି ଗୁଡିକ ରଖା…
Read More...

ଅଗ୍ନିକାଣ୍ଡରେ ପାଞ୍ଚ ବଖରା ଭସ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗର ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡାରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ତିନୋଟି ପରିବାରର ପ୍ରାୟ ପାଞ୍ଚ ବଖରା ଘର ଭସ୍ମ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ…
Read More...

ଅଗ୍ନିକାଣ୍ଡରେ ୧୦ଟି ପରିବାର ସର୍ବସ୍ୱାନ୍ତ

ଚାନ୍ଦବାଲି: ବାତ୍ୟା ଫନିକୁ ୧୦ ଦିନ ନ ବିତିଥିବା ବେଳେ ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଅଭାବନୀୟ ଘଟଣା ଘଟିଛି । ନିଆଁ ଲାଗି ଗୋଟିଏ ଗାଁର ପ୍ରାୟ ୧୦ଟି ପରିବାର ସର୍ବସ୍ବାନ୍ତ ହୋଇ ଯାଇଛନ୍ତି । ସୂଚନାଯୋଗ୍ୟ, ଗତ…
Read More...

ମିଠା ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ପାଟକୁରାରେ ମଙ୍ଗଳବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ପାଟକୁରା ଡାକ୍ତରଖାନା ସମ୍ମୁଖରେ ଥିବା ମିଠା ଦୋକାନ ଓ ହୋଟେଲରେ ନିଆଁ ଲାଗି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି…
Read More...

ସୋରରେ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ସୋର  : ସୋରରେ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। ସିମୁଳିଆ କହ୍ନେଇବନ୍ଧା ତିରୁଆ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ମଙ୍ଗଳବାର ବିଳମ୍ବିତ ରାତିରେ…
Read More...

ଅଗ୍ନିକାଣ୍ଡରେ ୬ ବଖରା ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ବାଙ୍କୀ : ବାଙ୍କୀ ସ୍ଥିତ ତୁଳସୀପୁର ଗଉଡସାହିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ ହୋଇଯାଇଛି। ଏହାସହ ଲକ୍ଷାଧିକ ଟଙ୍କା ସମ୍ପତ୍ତି ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ…
Read More...

ରାମଲୀଳା ଚାଲିଥିବା ବେଳେ ଅଗ୍ନିକାଣ୍ଡ : ପେଣ୍ଡାଲ ସମେତ ୪ବଖରା ଧ୍ବଂସ

ବାଙ୍କୀ : ସାହାଡାପଦା ପାଇକ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ବଖରା ଜଳି ଯାଇଛି। ଗ୍ରାମରେ ରାମଲୀଳା ଚାଲିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ରାମଲୀଳା…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର

ଚୌଦ୍ବାର : ଶାଳଗାଁ ପଞ୍ଚାୟତ ନେଳିଆ ଗାଁରେ ଶୁକ୍ରବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୮ ବଖରା ଘର ସହ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି । ଫଳରେ ୩ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି ।…
Read More...

ଏସ୍‌ସିବି ପରିସରରେ ଥିବା ଓମ୍‌ଫେଡ୍‌ ପାର୍ଲରରେ ଅଗ୍ନିକାଣ୍ଡ

କଟକ : ଏସ୍‌ସିବି ପରିସରରେ ଥିବା ଓମ୍‌ଫେଡ୍‌ ପାର୍ଲରରେ ଅଗ୍ନିକାଣ୍ଡ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଅଗ୍ନିକାଣ୍ଡ ଯୋଗୁଁ ଓମଫେଡ୍‌ ପାର୍ଲରଟି ସଂପୂର୍ଣ୍ଣ ଜଳି ଯାଇଛି।…
Read More...

ପିଏନ୍ କଲେଜରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା : ଖାତା ଦେଖା ବେଳେ ପିଏନ୍ କଲେଜରେ ଅଘଟଣ ଘଟିଛି । ଗୁରୁବାର ସକାଳେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ସମୟରେ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଏକ କୋଠରୀରେ ହଠାତ ନିଆଁ ଲାଗି ଯାଇଥିଲା ।…
Read More...