Home Tags Farmer suicide

Tag: Farmer suicide

ବିନିକା : ଚକଡା ପାଇଁ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ବିନିକା ବ୍ଲକ ସିଂହିଯୁବା ଗ୍ରାମର ଭୁତୁଲୁ କର୍ଣ୍ଣ। ଧାନ କାଟିବାକୁ ଯାଇଥିବା ବେଳେ ବିଲରେ ଥିବା ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ଗତବର୍ଷ ଚକଡା ଓ ମରୁଡି ଜନିତ କ୍ଷତି ପାଇଁ ସେ ସହାୟତା ପାଇ ନଥିଲେ। ଚଳିତ ବର୍ଷ ମୋଟ ୨ ଏକର ଜମିରେ ଚାଷ କରିଥିଲେ। ଚାଷ...
କଳାହାଣ୍ଡି: କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକର କେନ୍ଦୁମୁଣ୍ଡି ଗ୍ରାମରେ ଜଣେ ଚାଷୀ ଋଣଭାର ଚିନ୍ତାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଚାଷୀଙ୍କ ନାମ କୃପା ନାଏକ (୬୦)। ସେ ଆଇ.ଓ.ବି.ରୁ ୨୦ହଜାର ଓ ଏସ୍ ଏଚ୍ ଜି ଋଣ କରି ୪ ଏକର ଜମିରେ ଧାନ ଫସଲ କରିଥିଲେ। ବର୍ଷା ଅଭାବ ଯୋଗୁଁ ମରୁଡି ହେବା ଫଳରେ ତାଙ୍କର ସମସ୍ତ ଧାନ ଫସଲ ନଷ୍ଟ ହୋଇ ଯାଇଥିଲା। ପରିବାର ଭରଣାପୋଷଣା...
କଳାହାଣ୍ଡି: କୋକସରାରେ ପୋଖରୀକୁ ଡେଇଁ ଜଣେ ଚାଷୀଙ୍କ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । କଳାହାଣ୍ଡି ଜିଲା କୋକସରା ବ୍ଳକ୍ ବନ୍ଧାବୁଟୁରା ପଞ୍ଚାୟତ ଅନ୍ତର୍ଗତ ତୁନ ଗ୍ରାମର ସୁଦର୍ଶନ ମାଝୀ (୬୦) ନାମକ ଜଣେ ଚାଷୀ ଋଣ ନେଇ ଚାଷ କରିଥିବା ବେଳେ ମରୁଡି ଓ ଚକଡା ପୋକ ଲାଗି ଫସଲ ନଷ୍ଟ ହୋଇ ଯାଇଥିଲା। ଫଳରେ ସେ କିପରି ଋଣ ସୁଜିବ...
ଢେଙ୍କାନାଳ ସଦର: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳବରକୋଟ ଗାଁରେ ବିଷପାନ କରି ଜଣେ ଭାଗଚାଷୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଭାଗଚାଷୀଙ୍କ ନାମ କୈଳାସ ନାହାକ (୫୫)। ସେ ଫସଲହାନି ଓ ଋଣଭାର ଯୋଗୁଁ ମାନସିକ ଚାପଗ୍ରସ୍ତ ହୋଇ ବିଷପାନ କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଆଠଗଡ ଡାକ୍ତରଖାନା ଓ ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।...
ଯାଜପୁର: ଜଣେ ଯୁବ ଚାଷୀ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଅଭୟପୁର ପଞ୍ଚାୟତର ଦିଗମ୍ବରପୁର ଗ୍ରାମର ଯୁବ ଚାଷୀ ଶିଶିର ଖଟୁଆଙ୍କ ମୃତଦେହ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଋଣ ସୁଝି ନପାରି ଆତ୍ମହତ୍ୟା କରିଥିବା ଜଣାପଡିଛି । ମଳିଥିବା ସୂଚନା ଅନୁଯାୟୀ, ଶିଶିର ପ୍ରାୟ ୪ରୁ୫ ଏକର ଜମିରେ ଚାଷ କରିବା ପାଇଁ ହାତ...
ଯାଜପୁର: ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗରାଜପୁରର ଜଣେ ଚାଷୀ ଋଣଭାର ସହ୍ୟ କରି ନ ପାରି ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତକ ଜଣକ ହେଲେ ଗୌରାଙ୍ଗ ବଳ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୌରାଙ୍ଗ ଚାଷ ପାଇଁ ବିଭିନ୍ନ ବ୍ୟାଙ୍କ ଓ ସଂସ୍ଥାରୁ ଟଙ୍କା ଋଣ ଆଣିଥିଲେ। ଋଣ ଟଙ୍କା ସୁଝି ନ ପାରିବାରୁ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी