Home Tags Face

Tag: face

ସାଧାରଣତଃ ଲୋକେ ନିଜ ମୁହଁରେ ଥିବା ବିଭିନ୍ନ ଦାଗ ପାଇଁ ଖୁବ ଚିନ୍ତିତ ଅଟନ୍ତି। ଏହାକୁ ମୁହଁରୁ ଦୂର କରିବା ପାଇଁ ଭିନ୍ନ ଭିନ୍ନ ଦାମୀ କ୍ରିମର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପାୟ ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ନିଜର ପିଇବା ପାଣିରେ କିଛି ଦ୍ରବ୍ୟ ମିଶାଇ ପିଇବା ଦ୍ୱାରା ମୁହଁରେ ଥିବା ବିଭିନ୍ନ ଦାଗରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ତାହା...
ମୁହଁର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ଅଟେ। କାରଣ ଏହା ଆମ ଆକର୍ଷଣ ବଢାଇଥାଏ। ମାତ୍ର ଆଜି କାଲି ସଭିଁଙ୍କ ପାଖରେ ସମୟର ଅଭାବ ହେତୁ ସେମାନେ ନିଜ ମୁହଁର ଠିକ ଭାବେ ଯତ୍ନ ନେଇପାରିନଥାଆନ୍ତି। ଦାଗ, ବ୍ରଣ ସଭିଁଙ୍କ ପାଇଁ ବିରାଟ ସମସ୍ୟା ପାଲଟିଛି। ନିଜ ପାଇଁ ଅଳ୍ପ ସମୟ ଦେଲେ ଆପଣ ସାଧାରଣ ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ତାହା କ’ଣ.... କଳା...
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଜାତକରେ ଗ୍ରହମାନଙ୍କର ସ୍ଥିତି ବ୍ୟକ୍ତି ଜୀବନରେ ବହୁ ପ୍ରଭାବ ପକାଇଥାଏ। ମାନ୍ୟତା ରହିଛି ଯେ, ଯେଉଁମାନଙ୍କର ଜାତକରେ ଗ୍ରହର ସ୍ଥିତି ଠିକ ନଥାଏ, ସେମାନଙ୍କୁ ଜୀବନରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆପଣ ହୁଏତ ଜାଣିନଥିବେ ବ୍ୟକ୍ତିର ମୁହଁରୁ ଜାତକରେ ଗ୍ରହର ସ୍ଥିତି ବିଷୟରେ ଜଣାପଡ଼ିଥାଏ। ଜାଣନ୍ତୁ ମୁହଁରୁ କିପରି ଏହା ଜଣାପଡ଼ିଥାଏ.... କିଛି ଲୋକଙ୍କର ଚକ୍ଷୁର ଚମକ ହଠାତ କମିଯିବା ସହ ହାଲିଆ ମଧ୍ୟ...
ବ୍ୟକ୍ତିଙ୍କ ମୁହଁରୁ ତାଙ୍କ ବ୍ୟକ୍ତିତ୍ବ ବିଷୟରେ ଜଣାପଡିଥାଏ। ଏହାସହ ମୁହଁରୁ ସ୍ବାସ୍ଥ୍ୟ ବିଷୟରେ ମଧ୍ୟ ଜାଣି ହୋଇଥାଏ। ମୁହଁ ଦେଖି ଜାଣି ହୋଇଥାଏ ଯେ, ବ୍ୟକ୍ତି ସୁସ୍ଥ କି ଅସୁସ୍ଥ। ବ୍ୟକ୍ତିଙ୍କ ମୁହଁ ରୋଗର ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ଏହି ବିଷୟରେ .. ଶୁଖିଲା ଓଠ : ଶୁଖିଲା ଓଠ ଓ ଚର୍ମ ଶରୀରରେ ଜଳୀୟ ଅଂଶ କମ୍ ହୋଇଯିବାର ସଙ୍କେତ ଦେଇଥାଏ। ଯଦି ଆପଣଙ୍କ ଓଠ ସବୁ...
ମୁହଁର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାକୁ ସଭିଏଁ ଇଚ୍ଛା କରିଥାଆନ୍ତି କାରଣ ଏହାଦ୍ୱାରା ହିଁ ସଭିଙ୍କର ଆକର୍ଷଣ ବଢିଥାଏ। ସଠିକ ଭାବେ ମୁହଁର ଯତ୍ନ ନ ନେବା ଦ୍ୱାରା ଏହା ମୁହଁକୁ ଶୁଷ୍କ କରିବା ସହ ବିଭିନ୍ନ ଦାଗ ମଧ୍ୟ ହୋଇଥାଏ। ଏହି କାରଣରୁ ବିଭିନ୍ନ ପ୍ରକାରର କ୍ରିମର ବ୍ୟବହାର ମଧ୍ୟ କରିଥାଆନ୍ତି। ମାତ୍ର କିଛି ଖାଦ୍ୟପଦାର୍ଥରେ ବ୍ୟବହାର ହେଉଥିବା ମସଲା ଖାଦ୍ୟରେ ଖାଇବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବଢିଥାଏ...
ମୁହଁକୁ ସୁନ୍ଦର କରିବା ପାଇଁ ଆପଣ ଅନେକ ପ୍ରକାର ଦ୍ରବ୍ୟର ବ୍ୟବହାର କରିଥାନ୍ତି। ମୁହଁ ଏକ ସମ୍ବେଦନଶୀଳ ଅଙ୍ଗ ଅଟେ। ତେଣୁ ମୁହଁରେ ଅଧିକ ଥଣ୍ଡା କିମ୍ବା ଗରମ ଦ୍ରବ୍ୟ ବ୍ୟବହାର କରିବା ଉଚିତ ନୁହେଁ। କିନ୍ତୁ ମୁହଁ କୁଣ୍ଡାଇ ହେବା, ପୋଡିବା ପରି ଲାଗିବା ଓ ଦାଗ ଦୂର କରିବା ପାଇଁ ଥଣ୍ଡା ଦ୍ରବ୍ୟର ବ୍ୟବହାର ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ପ୍ରାକୃତିକ ଦ୍ରବ୍ୟକୁ ଥଣ୍ଡା...

ବହୁ ଚର୍ଚ୍ଚିତ ଖବର

Sunday, March 24, 2019
ଓଡ଼ିଆ | English | हिंदी