Home Tags Entertainment news

Tag: entertainment news

ମୁମ୍ବଇ : ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର ‘ନୋଟବୁକ୍’ର ଗୀତ ‘ମେ ତାରେ’ ସୋମବାର ମୁକ୍ତିଲାଭ କରିଛି। ସଲମାନ ଏହି ଗୀତର କଣ୍ଠଦାନ କରିଛନ୍ତି। ଗୀତଟି ମୁକ୍ତିଲାଭ କରିବା ମାତ୍ରେ ଦର୍ଶକ ମାନେ ଏହାକୁ ବେଶ୍ ପସନ୍ଦ କରିଛନ୍ତି। ତିନି ମିନିଟର ଏହି ଗୀତରେ ସଲମାନ କଣ୍ଠଦାନ କରିଥିଲାବଳେ ବିଶାଳ ମିଶ୍ରା ଏହି ଗୀତର ସଂଙ୍ଗିତ ନିର୍ଦେଶନା ଦେଇଛନ୍ତି। ଏହାର ଗୀତ ରଚନା କରିଛନ୍ତି...
ମୁମ୍ବଇ: କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ(କୋଲାର ଗୋଲ୍ଡ ଫିଲ୍ଡ)- ୧’ର ସଫଳତା ପରେ ଏବେ ଏହାର ଦ୍ୱିତୀୟ ଭାଗ କେଜିଫ୍‍-୨ ନିର୍ମାଣ ହେବ। ଗତକାଲି ଚଳଚ୍ଚିତ୍ରର ମହୁରତ୍‍ ହୋଇଥିଲା। କେଜିଏଫ୍‍-୧ ଭଳି ଏହାର ଦ୍ୱିତୀୟଭାଗରେ ମଧ୍ୟ ସୁପରଷ୍ଟାର ୟଶ୍‍ ଏବଂ ଶ୍ରିନିଧି ସେଟ୍ଟି ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଚଳଚ୍ଚିତ୍ରର ମହୁରତରେ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ୟଶ୍, ଶ୍ରିନିଧି ସେଟ୍ଟୀ, ଅନନ୍ତ ନାଗ ଏବଂ ଅଚ୍ୟୁତ କୁମାର ଉପସ୍ଥିତ ଥିଲେ। ଚଳଚ୍ଚିତ୍ରଟିକୁ...
ମୁମ୍ବଇ : ନୱାଜ ଉଦ୍ଦିନ୍‍ ସିଦ୍ଧିକି ଓ ସାନ୍ୟା ମଲହୋତ୍ରାଙ୍କ ଅଭିନୀତ ଚଳଚ୍ଚିତ୍‍ର ଶୁକ୍ରବାର(୧୫ମାର୍ଚ୍ଚ) ମୁକ୍ତିଲାଭ କରିଛି। ରିତେଶ ବର୍ମାଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ନୱାଜ ଉଦ୍ଦିନ୍‍ ସିଦ୍ଧିକି ଓ ସାନ୍ୟା ମଲହୋତ୍ରାଙ୍କ ମଧ୍ୟରେ ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରଟିକୁ ପ୍ରଥମ ଦିନ ଦର୍ଶକମାନେ ବେଶ୍‍ ପସନ୍ଦ କରିଥିବା ଜଣାପଡିଛି। ଜଣେ ସଂଘର୍ଷରତ ରୋଡସାଇଡ୍ ଫଟୋଗ୍ରାଫର୍ ଉପରେ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ଏଥିରେ...
ମୁମ୍ବଇ : ଟେଲିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘ୟେ ହେଁ ମହବତେ’ ବନ୍ଦ ହେବାକୁ ଥିବା ଖବର ଅନେକ ଦିନ ହେବ ଚର୍ଚ୍ଚା ହେଉଛି। ଏହି ଧାରାବାହିକର ଲିଡ ଜୋଡୀ ଦିବ୍ୟଙ୍କା ତ୍ରିପାଠୀ ଏବଂ କରଣ ପଟେଲ ଏନେଇ କୌଣସି ସୂଚନା ଦେଇନାହାନ୍ତି କିମ୍ବା ଏହାର କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ। ରିପୋର୍ଟ ଅନୁସାରେ ଧାରାବାହିକର ଟିଆରପି ବଢାଇବା ପାଇଁ ନିର୍ମାତା ମାନେ ଏଭଳି ମିଥ୍ୟା ପ୍ରଚାର...
ମୁମ୍ବଇ : ବଲିଉଡ୍ କଳାକାର ସରମାନ୍ ଯୋଶୀ ଅଭିନୀତ ହଲିଉଡ ଚଳଚ୍ଚିତ୍ର ‘ଦ ଲିଷ୍ଟ ଅଫ୍ ଦିଜ୍ ଚଳିତ ମାସ ୨୯ ରେ ମୁକ୍ତିଲାଭ କରିବ। ବହୁ ଚର୍ଚ୍ଚିତ ଖ୍ରୀଷ୍ଟିଆନ୍ ମିସନାରୀ ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ଉପରେ ଆଧାରିତ ହୋଇଛି ଏହି ଚଳଚ୍ଚିତ୍ର। ପୂର୍ବରୁ ଚଳଚ୍ଚିତ୍ରର ଟ୍ରେଲର୍ ମୁକ୍ତିଲାଭ କରିଥିବା ବେଳେ ଏବେ ଚଳଚ୍ଚିତ୍ରର ଆଉ ଏକ ପୋଷ୍ଟର ମୁକ୍ତିଲାଭ କରିଛି। ଏହି ପୋଷ୍ଟରରେ ସର୍ମନ ଯୋଶୀ ନଜର...
ମୁମ୍ବଇ : ପୁଲୱାମା ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଏଥିରେ ସହିଦ ହୋଇଥିବା ଯବାନମାନଙ୍କ ପରିବାରକୁ ଅନେକ ଲୋକ ସହାୟତାର ହାତ ବଢାଇଛନ୍ତି। ବଲିଉଡ଼ର ଅନେକ କଳାକାର ମଧ୍ୟ ସହିଦ ହୋଇଥିବା ଯବାନମାନଙ୍କ ପରିବାରକୁ ସହାୟତାର ହାତ ବଢାଇଛି। ବଲିଉଡର ପୂର୍ବତନ ଅଭିନେତ୍ରି ରବିନା ଟଣ୍ଡନ ସହିଦଙ୍କ ପରିବାରକୁ ସହାୟତାର ହାତ ବଢାଛନ୍ତି। ସେ ଏକ କାର୍ଯ୍ୟକ୍ରମରେ ସହିଦ ପରିବାରର ପିଲାଙ୍କର ପଢା ଖର୍ଚ୍ଚ ବହନ କରିବା କଥା କହିଛନ୍ତି। ସେହିପରି ବଲିଉଡ଼...
ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣ ଘଟଣାରେ ବିବାଦୀୟ ମନ୍ତବ୍ୟ ଦେଇ ସିଧୁଙ୍କୁ ଆଲୋଚନାର ଶରବ୍ୟ ହେବାକୁ ପଡିଛି। ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ହାସ୍ୟରସ କାର୍ୟ୍ୟକ୍ରମ ‘ଦି କପିଲ ଶର୍ମା ଶୋ’ରେ ନିୟମିତ କଳାକାର ଥିବା ସିଧୁଙ୍କୁ ହଟାଇବା ପାଇଁ ବଲିଉଡ ପ୍ରଯୋଜକ ଅଶୋକ ପଣ୍ଡିତ ସଲମାନଙ୍କୁ ନିବେଦନ କରିଛନ୍ତି । କପିଲା ଶର୍ମା ଶୋକୁ ପ୍ରଯୋଜନା ଦେଉଥିବା ସଲମାନ ଖାନଙ୍କୁ ଅଶୋକ ପଣ୍ଡିତ ଟ୍ବିଟ କରି ଲେଖିଛନ୍ତି-...
ମୁମ୍ବଇ : ବଲିଉଡ୍‌ର ଜଣାଶୁଣା ଗାୟକ ସୋନୁ ନିଗମ ଅସୁସ୍ଥ ହୋଇ ପଡିଛନ୍ତି। ଏବେ ସେ ନେପାଳର କାଠମାଣ୍ଡୁରେ ଥିବା ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୋନୁଙ୍କ ପିଠିରେ ଯନ୍ତ୍ରଣା ଅନୁଭବ ହୋଇଥିବାରୁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସାଳୟର କର୍ପୋରେଟର କମ୍ୟୁନିକେସନ ଡେପୁଟି ଜେନେରାଲ ମ୍ୟାନେଜର ଆରପି ମେନାଲି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସୋନୁଙ୍କୁ ଡାକ୍ତରଖାନାର ଭିଆଇପି ଲଜରେ ଭର୍ତ୍ତି କରାଯାଇଛି। ରିପୋର୍ଟ...
ମୁମ୍ବଇ : ରୋହିତ ସେଟ୍ଟିଙ୍କ ‘ସିମ୍ବା’ ଚଳଚ୍ଚିତ୍ରର ଶେଷ ଭାଗରେ ତାଙ୍କ ନିର୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର କିଛି ଝଲକ୍ ଦେଖିବାକୁ ମିଳିଥିଲା। ସିମ୍ବାରେ ରଣବୀର ସିଂ, ସାରା ଅଲୀ ଖାନ୍ ଓ ଅତିଥି କଳାକାର ଭାବେ ସିଂହମ୍ ଅଜୟ ଦେବଗନ୍ ଦେଖାଦେଇଥିଲେ। ସୂର୍ଯ୍ୟବଂଶୀରେ ମୁଖ୍ୟ ଭୂମିକାରେ ଖିଲାଡି ଅକ୍ଷୟ କୁମାର ଓ ଅତିଥି କଳାକାର ଭାବେ ଅଜୟ କାମ କରିଛନ୍ତି ବୋଲି ୟୁନିଟ୍ ତରଫରୁ ପ୍ରକାଶ। ରୋହିତ୍...
ମୁମ୍ବଇ : ରଣବୀର ସିଂହ ଓ ଆଲିୟା ଭଟ୍ଟ ଅଭିନୀତ ଚଳଚ୍ଚିତ୍ର ‘ଗଲି ବୟ’ ୧୪ ଫେବୃଆରୀ 'ଭାଲେନଟାଇନ୍ସ ଡେ'ରେ ମୁକ୍ତିଲାଭ କରିବ। ଏହାର ଟ୍ରେଲର ଜାନୁଆରୀ ୦୯ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ନିର୍ଦେଶନାର ଭାର ସମ୍ଭାଳିଛନ୍ତି ଜୋୟା ଅଖ୍‍ତର୍‍। ଚଳଚ୍ଚିତ୍ର ‘ଗଲି ବୟ’ର ଟ୍ରେଲରରେ ରଣବୀର ସିଂହ ଗରିବରୁ ଧନୀ ହେଉଥିବା ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରରେ ଆଲିୟା ଭଟ୍ଟ ଓ କଲ୍‍କୀ କୋଚଲିନ ମଧ୍ୟ ମହତ୍ତ୍ୱପୂର୍ଣ୍ଣ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी