Home Tags Ent. News

Tag: Ent. News

ମୁମ୍ବଇ : ଆୟୁଷ୍ମାନ ଖୁରାନଙ୍କ ଅଭିନୀତ ଭିନ୍ନ ଧରଣର ଚଳଚ୍ଚିତ୍ର  ‘ବଧାଇ ହୋ’  ବକ୍ସ ଅଫିସରେ ଭଲ ବ୍ୟବସାୟ କରି ଅପାର ସଫଳତା ଲାଭ କରିଛି। ଫଳରେ ‘ବଧାଇ ହୋ’  ୧୦୦ କୋଟି କ୍ଲବରେ ସାମିଲ ହୋଇ ପାରିଛି । ଅମିତ ଶର୍ମା ନିର୍ଦ୍ଦେଶିତ ‘ବଧାଇ ହୋ’ରେ ବିଭିନ୍ନ ଭୂମିକାରେ ଆୟୁଷ୍ମାନ ଖୁରାନାଙ୍କ ସହ ସାନ୍ୟା ମଲହୋତ୍ରା ଓ ନୀନା ଗୁପ୍ତା ଓ ଗଜରାଜ ରାଓ ଅଭିନୟ କରିଛନ୍ତି...
କଟକ: ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଓ ଶରତ କଟାରିଆଙ୍କ ନିର୍ଦେଶିତ ‘ସୁଇଧାଗା’ ଏ ସିନେମା ସପ୍ତାହରେ ମହାନଗରୀର ପ୍ରେକ୍ଷାଘରକୁ ଆସିଛି।  ଏହି ହିନ୍ଦୀ ସିନେମାଟି ଏକ ଚମତ୍କାର ମେଲୋଡ୍ରାମା ଏବଂ ଏଥିରେ ରହିଛି ଦରଜିପୁଅ ଓ ଏମ୍ବ୍ରୋୟଡୋରି କରୁଥିବା ଝିଅର କଥା। ଏହା ‘ୟଶ୍‍ରାଜ୍‍’ ବ୍ୟାନର୍‍ରେ ନିର୍ମିତ ଏବଂ ଏ ସିନେମାରେ ବରୁଣ ଧାୱନ୍‍ ଓ ଅନୁଷ୍କା ଶର୍ମା ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିଛନ୍ତି। ମୌଜି ନମାକ ଏକ ଯୁବ...
ଭୁବନେଶ୍ୱର : ଦର୍ଶକଙ୍କ ରୁଚି ଓ ପସନ୍ଦକୁ ଆଖିରେ ରଖି ଜୀ ସାର୍ଥକ୍‍ ଚାନେଲ ୨୪ ତାରିଖ (ସୋମବାର)ଠାରୁ ଆରମ୍ଭ କରିବାକୁ ଯାଉଛି ଭିନ୍ନସ୍ୱାଦର ମେଗା ଧାରାବାହିକ ‘ଜ୍ୱାଇଁ ନଂ ୱାନ୍‍।’ ଏହାର ପ୍ରସାରଣ ସୋମବାରରୁ ଶନିବାର ରାତି ୯.୩୦। ଏହି ଧାରାବାହିକର କାହାଣୀରେ ଅଛି ଅନେକ ନୂତନତା, କୌତୁହଳ ଯାହା ଦର୍ଶକଙ୍କୁ ପ୍ରଭାବିତ କରିବ। କାହାଣୀର ନାୟକ ଜଣେ ଧନୀ ବ୍ୟବସାୟୀ, ଯାହାଙ୍କ ବ୍ୟକ୍ତିତ୍ୱ ତାଙ୍କ ଚରିତ୍ରକୁ ଦର୍ଶାଏ।...
ଭୁବନେଶ୍ୱର : ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମ୍‍ କୁମାର’ ସୁଟିଂ ବେଳେ ପୁଣି ଅଘଟଣ। ଏହି ଚିତ୍ରର କିଛି ଦୃଶ୍ୟର ସୁଟିଂ ପାଇଁ ନାୟକ ଅନୁଭବ, ନାୟିକା ଶିବାନୀଙ୍କ ସମେତ ନିର୍ଦେଶକ ତାପସ ସରଘରିଆ, କ୍ୟାମେରାମ୍ୟାନ୍‍ ପ୍ରମୁଖ ଜମ୍ମୁ କାଶ୍ମୀର ଯାଇଥିଲେ। ସେଠାରେ ଥିବା ଦୁଧ୍‍ପଥ୍ରିରେ ଗତକାଲି ସୁଟିଂ ସାରି ଫେରୁଥିବାବେଳେ ପାହାଡ଼ ଉପରେ ଅନୁଭବ ଆସୁଥିବା ଗାଡ଼ିଟି ହଠାତ୍‍ ବ୍ରେକ୍‍ ଫେଲ୍‍ ହୋଇଯାଇଥିଲା। ତେବେ ଚାଳକ ଉକ୍ତ...
ନୂଆଦିଲ୍ଲୀ :  ‘ଲଭରାତ୍ରି’ ଚଳଚ୍ଚିତ୍ରକୁ ନେଇ ଅଡୁଆରେ ପଡିଛନ୍ତି ବଲିଉଡ ଅଭିନେତା ସଲମାନ ଖାଁ। ଚଳଚ୍ଚିତ୍ରର ଶିରୋନାମା ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗକୁ ଆଘାତ ଦେଉଥିବା ନେଇ ଅଭିଯୋଗ ହୋଇଛି। ଏଥିପାଇଁ ସଲମାନ ଓ ଚଳଚ୍ଚିତ୍ରରେ ଅଭିନୟ କରିଥିବା ୭ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ବିହାର ମୁଜାଫରପୁରସ୍ଥିତ ଏକ ଅଦାଲତ ନିର୍ଦେଶ ଦେଇଛନ୍ତି। ଚଳଚ୍ଚିତ୍ର ‘ଲଭରାତ୍ରି’ ଦୁର୍ଗାଦେବୀଙ୍କ ନବରାତ୍ରି ପୂଜା ଉପରେ ଆଧାରିତ। ପୂର୍ବରୁ ବିଶ୍ବ...
ମୁମ୍ବଇ: ଜଙ୍ଗଲୀ ପିକଚର୍ସ ଏବଂ କ୍ରୋମ ପିକଚର୍ସ ର ଆଗାମୀ ଫିଲ୍ମ ‘ବଧାଇ ହୋ’ର ଟ୍ରେଲର ମଙ୍ଗଳବାର ରିଲିଜ ହେବାକୁ ଯାଉଛି। କିନ୍ତୁ ଟ୍ରେଲର ପୂର୍ବରୁ ‘ବଧାଇ ହୋ’ର ନୂଆ ପୋଷ୍ଟର ସାମ୍ନାକୁ ଆସିଛି। ଏହି ପୋଷ୍ଟରରେ ଫିଲ୍ମରେ ଅଭିନୟ କରିଥିବା କଳାକାରମାନେ ପେଟ ଭିତରେ ବଢ଼ୁଥିବା ପିଲାଙ୍କ ଭଳି ଦେଖା ଯାଉଛନ୍ତି। ଏହି ମଜାଦାର ପୋଷ୍ଟକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ଫିଲ୍ମରେ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी