Home Tags Elephant deadbody

Tag: elephant deadbody

ବାଲେଶ୍ବର : କୁଲଡିହା ଅଭୟାରଣ୍ୟ ବାଲିଚୁଆ ପାହାଡରେ ଦୁଇଟି ହାତୀଙ୍କ ମୃତଦେହ ଠାବ କରାଯାଇଛି। ଏହାକୁ ବନ ବିଭାଗ ଠାବ କରିଥିବା ଜଣାପଡିଛି। ମୃତ ହାତୀ ଦୁଇଟିର ବୟସ ୩୦ରୁ ୪୦ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି। ଏହାକୁ ନେଇ ବନ ବିଭାଗ କର୍ମଚାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଏହାପରେ ଆରସିସିଏଫ ଓ ଏସିଏଫ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହାପରେ ହାତୀଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। ସୂଚନାଯୋଗ୍ୟ...
ଗଞ୍ଜାମ : ଭଞ୍ଜନଗରରେ ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ଦନ୍ତାହାତୀର ମୃତଦେହ ତାରାସିଂ ରେଞ୍ଜ ବାରଦଣ୍ଡା ଢେପସାହି କୋକଳବା ନାଳ ନିକଟରେ ଉଦ୍ଧାର କରଯାଇଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବନବିଭାଗର ତଦନ୍ତ ଆରମ୍ଭ ହୋଇଛି।
ଅନୁଗୁଳ : ଅନୁଗୁଳ ଜିଲାରେ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀ ଛୁଆର ମୃତଦେହ ଖମାର ରେଞ୍ଜ ଶଙ୍ଖମୂଳ ଜଙ୍ଗଲରୁ ଉଦ୍ଧାର ହୋଇଛି। ମୃତ ହାତୀ ଛୁଆର ବୟସ ୧ମାସ ହେବ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରାଉରକେଲା :  ଶୁକ୍ରବାର ଦିନ ମାଟି ତଳେ ପୋଡି ପୋତା ଯାଇଥିବା ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଲିସ ସନ୍ଦେହରେ ୩ଜଣଙ୍କୁ ଗିରଫ କରିଛି। ଅନ୍ୟ ୧୦ ଜଣ ଫେରାର ହୋଇଯାଇଛନ୍ତି। ଗ୍ରାମରେ ପଶି ଫସଲ ନଷ୍ଟ କରୁଥିବାରୁ ଲୋକମାନେ ହାତୀକୁ ମାରି ଦେଇଥିବା କୁହାଯାଉଛି। ହାତୀ ଆକ୍ରମଣରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଅଭି​‌ଯୋଗ ହୋଇଛି। ଏହି ଘଟଣା ରାଜଗାଙ୍ଗପୁର ଫରେଷ୍ଟ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी