Browsing Tag

elephant attack

ହାତୀ ଆକ୍ରମଣରେ ଜଣେ ମୃତ ; ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ହାତୀପାହୁଲ ଗାଁରେ ହାତୀ ଘଉଡ଼ାଇବା ବେଳେ ଆଜି ସକାଳେ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ…
Read More...

ଦଳଛାଡି ଅଲଗା ହୋଇଥିବା ଦନ୍ତା ଘାତକ ସାଜିଛି: ଭାଙ୍ଗିଲା ୨ ବାଇକ, ସନ୍ଧ୍ୟା ହେଲେ ପଶୁଛି ଗାଁରେ

ଗୁରୁଡିଝାଟିଆ: ଦଳଠାରୁ ଅଲଗା ହୋଇଥିବା ଦନ୍ତାହାତୀ ଏବେ ଭୟାନକ ହୋଇଉଠିଛି। ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ କଖଡି-କପୁରସିଂ ରାସ୍ତାର ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲର ବରଦେଇ ଠାକୁରାଣୀ ନିକଟରେ ଦୁଇ ବାଇକ ଭାଙ୍ଗିଛି…
Read More...

ଚାଉଳ ଖାଇବାକୁ ଘର ଭାଙ୍ଗିଲା ହାତୀ, ମାଟି କାନ୍ଥ ତଳେ ଚାପି ହୋଇ ବୃଦ୍ଧା ମୃତ

କିର୍ମିରା: ଝାରସୁଗୁଡ଼ା ଜିଲା କିର୍ମିରା ବ୍ଳକ ଭୀମଯୋର ପଞ୍ଚାୟତ ଭଉଁରା ଗ୍ରାମରେ ମଙ୍ଗଳବାର ରାତି ପ୍ରାୟ ୩ଟା​‌ ରେ ହାତୀ ଏକ ଘର ଭାଙ୍ଗି ଦେବାରୁ ଘରେ ଶୋଇଥିବା ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକା ହେଉଛନ୍ତି ଯମୁନା…
Read More...

ହାତୀ ଆକ୍ରମଣରେ ବଡ଼ବାପା-ପୁତୁରା ମୃତ

ଢେଙ୍କାନାଳ: ହାତୀ ଆକ୍ରମଣରେ ଚାଲିଗଲା ବଡ଼ ବାପା ଓ ପୁତୁରାଙ୍କ ଜୀବନ। ଢେଙ୍କାନାଳ ସଦର ଅନ୍ତର୍ଗତ ଗଇଲୋଠାରେ ସୋମବାର ଏପରି ଅଭାବନୀୟ ଘଟଣା ଘଟିଛି। ମୃତକଦ୍ବୟ ହେଲେ ଗୁଣଦେଇ ଗ୍ରାମର ଫଗୁଆ ଦେହୁରୀ(୫୫) ଏବଂ ତାଙ୍କ…
Read More...

ହାତୀ ଆକ୍ରମଣରେ ୩ ମୃତ, ୪ ଆହତ

ପିପିଲି/ବଳଙ୍ଗା : ପୁରୀ ଜିଲାରେ ରବିବାର ସକାଳୁ ହାତୀଙ୍କ ଆତଙ୍କ ଦେଖାଯାଇଛି। ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ନିକଟବର୍ତ୍ତୀ ସଁପୁର ପଞ୍ଚାୟତର ରାଜତେଇ ଓ ନିକଟସ୍ଥ ଚନ୍ଦ୍ରାଦେଇପୁର ଗ୍ରାମରେ ହାତୀଙ୍କ ଉପଦ୍ରବ ସହ…
Read More...

ହାତୀ ଆକ୍ରମଣରେ ୧ ମୃତ, ଜଣେ ଗୁରୁତର

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ବସିଆପଡା ଅନ୍ତର୍ଗତ ଇଚ୍ଛାପଳ ଗ୍ରାମର ଜଣେ ବୃଦ୍ଧଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ନିରଞ୍ଜନ ଭୋଇ। ଅନ୍ୟପକ୍ଷରେ ଆଉ କିଛି ଦୂରରେ ଜଣେ ବୃଦ୍ଧା ମଧ୍ୟ…
Read More...

ହାତୀ ଆକ୍ରମଣରେ ଦୁଇ ମୃତ

ଆନନ୍ଦପୁର : ଆନନ୍ଦପୁରରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ମୃତକ ହଦଗଡ ହସ୍ତି ଅଭୟାରଣ୍ୟ ପାଖ ଗ୍ରାମର ବୋଲି ଜଣାପଡିଛି। ସୋସ ଥାନା କାନପୁର ଗ୍ରାମରେ ଜଣେ ମହିଳାଙ୍କୁ ହାତୀ ଦଳି ମାରି ଦେଇଛି। ଏହାସହ…
Read More...

ହାତୀ ଆକ୍ରମଣରେ ମହିଳା ମୃତ

ଭବାନୀପାଟଣା : ନର୍ଲା ଥାନା ଅନ୍ତର୍ଗତ ଶ୍ରୀପାଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳା ଜଣକ ପାଖ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲା। ହାତୀଟି…
Read More...

ହାତୀ ଆକ୍ରମଣରେ ୫ ମୃତ

ଅନୁଗୁଳ : ଅନୁଗୁଳ ତାଳଚେରର ଷଣ୍ଢ ଗାଁରେ ହାତୀ ଆକ୍ରମଣରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ହାତୀ ପଲ ବ୍ରାହ୍ମଣୀନଦୀ ପାର ହୋଇ ଷଣ୍ଢ ଗ୍ରାମରେ ପହଞ୍ଚିଥିଲେ। ସେଠାରେ ହାତୀ ପଲ ଘର ବାହାରେ…
Read More...

ହାତୀ ଆକ୍ରମଣରେ ଦମ୍ପତ୍ତି ମୃତ

ଢେଙ୍କାନାଳ : ହାତୀ ଆକ୍ରମଣରେ ଦମ୍ପତ୍ତିଙ୍କର ମୃତ୍ୟୁ ହୋଇଛି। ସେମାନେ ଯାତ୍ରା ଦେଖି ଦୁଧୁକାଟେଣୀରୁ ​‌​‌ନିଜ ଗାଁକୁ ଫେରୁଥିଲେ। ସେହି ସମୟ​‌‌ରେ କାଟେଣୀ କାଜୁ ଜଙ୍ଗଲ ପାଖରେ ହାତୀପଲଙ୍କ ହାବୁଡରେ ପଡି ଯାଇଥିଲେ।…
Read More...