Home Tags Durga puja

Tag: durga puja

କଟକ : କଟକ ସହରରେ ଦୁର୍ଗାପୂଜା ଭସାଣ ଉପଲକ୍ଷେ ଯାନବାହନ ନିୟନ୍ତ୍ରଣ ପାଇଁ କମିସନରେଟ ଟ୍ରାଫିକ ପୁଲିସ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି। ଏହି କଟକଣା ୨୧ତାରିଖ ସକାଳ ୬ଟା ବା ପ୍ରତିମା ବିସର୍ଜନ ହେବା ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଖ ସିଡିଏ ମାର୍କେଟ କମ୍ପେ୍ଲକ୍ସ ଛକଠାରୁ କୌଣସି ଯାନବାହନ ସିଧା ରାଣୀହାଟ ହିନ୍ଦ୍‍ ସିନେମା ଆଡକୁ ଯାଇପାରିବେ ନାହିଁ। ବମ୍ବେ ହୋଟେଲ ଛକ,...
କଟକ : ସହରର ଶକ୍ତିପୀଠଗୁଡିକ ଚଳଚଞ୍ଚଳ ହୋଇଉଠିଛି; ସୋମବାର ପୀଠେ ସପ୍ତମୀରେ ଆରମ୍ଭ ହୋଇଯାଇଛି ଦେବୀଙ୍କ ତ୍ରିଦିନାତ୍ମକ ପୂଜା। ରାତିପାହିଲେ ମଙ୍ଗଳବାର ପୀଠରେ ମହାଷ୍ଟମୀ ଓ ପରଦିନ ବୁଧବାର ସନ୍ଧିପୂଜାରେ ବଳିଦାନ। ବୁଧବାର ଦିବା ୧୨ଟା ୨ମିନିଟ୍‍ରୁ ସନ୍ଧିପୂଜା ଆରମ୍ଭ ହୋଇ ୧୨ଟା ୫୦ ମିନିଟ୍‍ରେ ସମାପନ ହେବ ଏବଂ ମହାନବମୀର ପ୍ରବେଶ ଘଟିବ। ଗୁରୁବାର ପୀଠେ ବିଶ୍ରାମ ଓ ଶୁକ୍ରବାର ସର୍ବତ୍ର ଦଶହରା। ବିମଳା ଶକ୍ତିପୀଠ ଏ ମହାନଗରୀରେ ଭରିରହିଥିବା...
କଟକ : ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଓ ସହର। ଜଗତଜନନୀ ମା’ଙ୍କ ଆବାହନ ପାଇଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୂଜାମଣ୍ଡପ ଓ ତୋରଣରେ ସହର ବଜାର ଝଲସୁଛି । କଟକରେ ମା’ଙ୍କ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ସୋମବାର ମଣ୍ଡପରେ ଦେବୀଙ୍କ ଷଷ୍ଠୀ ପୂଜା କରାଯାଉ ଥିବା ବେଳେ ପୀଠରେ ସପ୍ତମୀ ପୂଜା କରାଯାଉଛି। ଆସନ୍ତାକାଲି ମଣ୍ଡପରେ...
ଦଶହରା ଉତ୍ସବ ନବରାତ୍ରିଠାରୁ ଆରମ୍ଭ ହୋଇଥାଏ। କଟକର ଦଶହରା ପ୍ରସିଦ୍ଧି ଲାଭ କରିଥିବା ବେଳେ ଦେଶର ଅନ୍ୟାନ୍ୟ ସ୍ଥାନରେ ପାଳିତ ହେଉଥିବା ଦଶହରା ମଧ୍ୟ ଭିନ୍ନ ସ୍ବାତନ୍ତ୍ର୍ୟ ବହନ କରିଛି। ଏଥର ଦଶହରାରେ ଲମ୍ବା ସପ୍ତାହାନ୍ତ ଛୁଟି ମିଳୁଥିବା ବେଳେ ବାହାରକୁ ବୁଲିଯିବାର ଯୋଜନା କରନ୍ତୁ। ତେବେ ଆସନ୍ତୁ ଜାଣିବା ଶହରାରେ ବୁଲିଯିବାପାଇଁ ପ୍ରମୁଖ ୫ଟି ସ୍ଥାନ ସମ୍ପର୍କରେ - କଲକାତା ଦୁର୍ଗାପୂଜାରେ ବାହାରକୁ ଯିବା ପ୍ରସଙ୍ଗ ଆସିବା ମାତ୍ରେ ପ୍ରଥମେ...
କଟକ : ପୂଜା ପୂର୍ବରୁ କମିସନରେଟ ପୁଲିସ ଅପରାଧ ଦମନ ପ୍ରକ୍ରିୟା ଜାରି ରଖିଛି। ସହରାଞ୍ଚଳ ଓ ଜିଆରପିକୁ ମିଶାଇ ୩୬ଟି ପୁଲିସ ଜିଲାର ବିଭିନ୍ନ ସ୍ଥାନରେ ଚଢଉ କରି ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା କେତେକ ଗ୍ୟାଙ୍ଗକୁ ଧରିବା ସହ ୩ଟି ବନ୍ଧୁକ, ୧୭ ବୋମା, ଖଣ୍ଡା ଓ ଭୁଜାଲି ଜବତ କରିଛି ପୁଲିସ। ଏଥିସହ ଜୋର ଜବରଦସ୍ତ ଚାନ୍ଦା ମାଗିବା ଅଭିଯୋଗରେ ପୁଲିସ ୪ଜଣଙ୍କୁ...
କୋଲକାତା .- ଆସନ୍ତା ଦୁର୍ଗା ପୂଜା ପାଇଁ ପଶ୍ଚିମବଙ୍ଗ ସରକାର ବିଭିନ୍ନ ପୂଜା ମଣ୍ଡପମାନଙ୍କୁ ୨୮ କୋଟି ଟଙ୍କା ଉପହାର ଆକାରରେ ଦେବେ । ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ନେଇ ଘୋଷଣା କରିଛନ୍ତି । ଦୂର୍ଗାପୂଜା ଆୟୋଜନ କରୁଥିବା କମିଟିମାନଙ୍କୁ ସରକାର ୧୦ ହଜାରରୁ ୨୮ ହଜାର ପର୍ଯ୍ୟନ୍ତ ଟଙ୍କା ପ୍ରଦାନ କରିବେ । ପଶ୍ଚିମବଙ୍ଗ ସରକାରଙ୍କ ବିଭିନ୍ନ ବିଭାଗ ଏହି ଟଙ୍କା ପ୍ରଦାନ କରିବେ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी