Home Tags Diwali

Tag: diwali

କଟକ : ଯୁବ ସମାଜସେବୀମାନେ ଗରିବମାନଙ୍କ ସହ ଦୀପାବଳି ପର୍ବ ପାଳନ କରିଛନ୍ତି। କଟକ ରେଳ ଷ୍ଟେସନରେ ଥିବା ଗରିବ ବ୍ୟକ୍ତିଙ୍କ ସହ ଦୀପ ଜଳାଇ ଏହି ପର୍ବ ବୁଧବାର ରାତି ୮.୩୦ଟାରେ ପାଳନ କରିଛନ୍ତି। ଯୁବପିଢିମାନେ ସେମାନଙ୍କୁ ଦୀପ ଜଳାଇବାକୁ ସମସ୍ତ ଦ୍ରବ୍ୟ ଯୋଗାଇ ଦେଇଥିଲେ। ତାପରେ ତାଙ୍କ ସହ ବାଣ ଫୁଟାଇ ଥିଲେ। ଏନେଇ ସେମାନେ ଖୁବ ଖୁସି ହୋଇଥିଲେ। ବାଣ ଫୁଟାଇବା ଓ ଦୀପ...
କାର୍ତ୍ତିକ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଏ । ଏହି ଦିନ ମା’ଲକ୍ଷ୍ମୀଙ୍କ ଆରାଧନା କରାଯାଏ । ଚଳିତ ବର୍ଷ ନଭେମ୍ବର ୭ ତାରିଖରେ ଦୀପାବଳି ପର୍ବ ପାଳନ କରାଯିବ । ଦୀପାବଳିର ବହୁ ପୂର୍ବରୁ ପ୍ରସ୍ତୁତ ଆରମ୍ଭ ହୋଇଯାଏ । ସୁଖ-ସମୃଦ୍ଧି ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ଦୀପାବଳି ପାଇଁ ଘର ସଫା ସୁତୁରା ନିଶ୍ଚୟ କରିଥାଆନ୍ତି । କାରଣ ଅପରିଷ୍କାର ଘରେ ମା’ଲକ୍ଷ୍ମୀ ବାସ...
ଧନତେରାସ ଦିନ ଧନର ଦେବତା କୁବେରଙ୍କୁ ପୂଜା କରାଯାଏ । ଭଗବାନ କୁବେରଙ୍କୁ ପୂଜା କରିବା ଦ୍ବାରା ଅପାର ଧନ ପ୍ରାପ୍ତିର ବରଦାନ ମିଳିଥାଏ । ଭଗବାନ କୁବେରଙ୍କୁ ସନ୍ତୁଷ୍ଟ କରିବା ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରାଯାଏ । ଏହା ସହ ଧନତେରାସ ଦିନ କିଣାକିଣି କଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । କେଉଁ ମନୋସ୍କାମନା ପୂରଣ ପାଇଁ ଧନତେରାସ ଦିନ କ’ଣ କିଣିବେ ଆର୍ଥିକ ଲାଭ...
ଦୀପାବଳିରେ ଘରେ ସୁଖଶାନ୍ତି ଓ ଧନ ବୃଦ୍ଧି ପାଇଁ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଏ। ଦୀପାବଳିରେ ଦୀପ ଦାନର ଅନେକ ମହତ୍ତ୍ବ ରହିଛି। ଘରର ସମସ୍ତ କୋଣରେ ଦୀପ ପ୍ରଜ୍ବଳନ କରାଯାଇଥାଏ। ଦୀପାବଳିରେ ସନ୍ଧ୍ୟା ସମୟରେ ମା’ ଲକ୍ଷ୍ମୀ ଓ ଗଣେଶଙ୍କର ପୂଜା କରାଯାଇଥାଏ। ଏହାପରେ ଘରର କୋଣମାନଙ୍କରେ ତେଲର ଦୀପ ପ୍ରଜ୍ବଳନ କରାଯାଏ। ଘରର କିଛି ଏପରି କୋଣ ରହିଛି, ଯେଉଁଠି ଦୀପାବଳି ଦିନ ଦୀପ ଜଳାଇବା ଦ୍ବାରା...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी