Browsing Tag

deadbody

ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ଦିନ ତିରିଂ ଥାନା ଖେସେଲଡିହ ଗ୍ରାମ ନିକଟ ଜଙ୍ଗଲରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା କରିଥିବା…
Read More...

ନାଳରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ନାଳରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି। ବ୍ୟାଙ୍କ କର୍ମଚାରୀଙ୍କ ରକ୍ତାକ୍ତ ମୃତଦେହ ଝାଗରପୁର ନିକଟ ନାଳରୁ ଉଦ୍ଧାର କରାଯାଇଛି।…
Read More...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଉତ୍ତେଜନା ସୃଷ୍ଟି

ବୌଦ୍ଧ : ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଯୁବକଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି। ଯୁବକଙ୍କ ମୃତଦେହ ବାଉଁଶୁଣୀ ଥାନା ଅନ୍ତର୍ଗତ ଫାୟାର ଷ୍ଟେସନ ଛକ ନିକଟରେ ପଡି ରହିଛି। ଯୁବକ…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ତେଲକୋଇ : ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ଏପରି ଘଟଣା ତେଲକୋଇ ସ୍ଥିତ ଟୁଙ୍ଗୁରୁବାହାଳରେ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି…
Read More...

ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା : ଝାରସୁଗୁଡା ଜିଲା ଏନଏଚ ୪୯ ଠୁଙ୍ଗିଆଡେରା ନିକଟରେ ଜଣେ ଅପରିଚିତ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବେଳପାହାଡ଼ ପୁଲିସ ବ୍ୟକ୍ତି ଜଣକ ମୃତଦେହ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରିଛି।…
Read More...

ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ

ବଣାଇ : ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ତାମଡା ରେଞ୍ଜ ସଲଡେଗା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖା ଦେଇଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଛି।…
Read More...

ନାଳରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

କେନ୍ଦ୍ରାପଡା : କୁମୁରୁଣି ଗ୍ରାମ ନିକଟ ନାଳରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବାର ଦେଖାଯାଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣକ ଏକ କଳା ରଙ୍ଗର ପ୍ୟାଣ୍ଟ, କଳା ରଙ୍ଗର ଜ୍ୟାକେଟ…
Read More...

ଯୁବକଙ୍କୁ ପୋଡି ହତ୍ୟା ଅଭିଯୋଗ

ରାଇରଙ୍ଗପୁର : ଯୁବକଙ୍କୁ ପୋଡି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ସୋମବାର ସକାଳେ ଯୁବକଙ୍କ ମୃତଦେହ ମୟୁରଭଞ୍ଜ ଜିଲା ଟାଉନ ଥାନା ଦାଣ୍ଡବୋଷ ଗ୍ରାମ ନିକଟ ମୁଖ୍ୟରାସ୍ତା କଡରୁ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ରକ୍ତ…
Read More...

ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ରୁଙ୍ଗଟା ଖଣି ଅଫିସର୍ସ କଲୋନୀସ୍ଥିତ ଏକ ଘରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ସୁଜିତ ହେମ୍ବ୍ରମ ଓ ତାଙ୍କ ସ୍ତ୍ରୀ। ସୁଜିତ ଏକ…
Read More...

କୂଅରୁ ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଥାନା ଅଞ୍ଚଳରେ କୂଅରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ବେନ୍ତପୁର ପଞ୍ଚାୟତର ବାଦୀବାହାଳ ଗ୍ରାମର ଅମିନ ଗଡ଼ନାୟକ। କୂଅରୁ ଅମିନଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର…
Read More...