Browsing Tag

deadbody

ପାଣି ଟାଙ୍କିରୁ ମୃତଦେହ ଉଦ୍ଧାର

କରଞ୍ଜିଆ : କରଞ୍ଜିଆ ବ୍ଲକ ଅନ୍ତର୍ଗତ ଭଅଁର ଗ୍ରାମରେ ରବିବାର ପୂର୍ବାହ୍ନରେ ଗୋଟିଏ ପାଣି ଟାଙ୍କି ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଭଅଁର ଗ୍ରାମର ଜଣେ ବାସିନ୍ଦାଙ୍କର ବୋଲି ଜଣାପଡ଼ିଛି।…
Read More...

କାର ଧକ୍କାରେ ଛାତ୍ରୀ ମୃତ

ବଲାଙ୍ଗୀର : କାର ଧକ୍କାରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣକ କଣ୍ଟାବାଞ୍ଜି ଥାନା ଧୁସମ୍ଭୁ ଗ୍ରାମର ବୋଲି ଜଣାପଡିଛି। ଦୁର୍ଘଟଣା ଘଟାଇଥିବା କାରକୁ ବଙ୍ଗମୁଣ୍ଡା ପୁଲିସ ଜବତ କରିବା ସହ ଡ୍ରାଇଭରଙ୍କୁ…
Read More...

ପାଣିରେ ବୁଡ଼ି ୩ ମୃତ

ସମ୍ବଲପୁର : ସମ୍ବଲପୁର ଜିଲା ଠେଲକୁଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ଜଣ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ଠେଲକୁଲି ଥାନା ଖେରୁଆଲ ନଦୀକୁ ଗୋଟିଏ ପରିବାରର…
Read More...

ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ହତ୍ୟା ସନ୍ଦେହ

ସୁବର୍ଣ୍ଣପୁର : ଜଣେ ବ୍ୟକ୍ତିଙ୍କର କ୍ଷତବିକ୍ଷତ ମୃତଦେହ ଠାବ କରାଯାଇଛି। ମୃତଦେହଟି ସୋନପୁର ଥାନା କଳାପଥର ଗ୍ରାମ ନିକଟ ଜଙ୍ଗଲରେ ପଡି ରହିଛି। ମୃତ ବ୍ୟକ୍ତି ଜଣକ କଳାପଥର ପୋଷ୍ଟ ଅଫିସର ପୋଷ୍ଟମ୍ୟାନ ବୋଲି ଜଣାପଡିଛି।…
Read More...

ରାସ୍ତାକଡରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଧର୍ମଗଡ : ରାସ୍ତାକଡରୁ ଜଣେ ଯୁବତୀଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। କୋକସରା ଥାନା ମିର୍ଜାପୁର ଗ୍ରାମରେ ଗ୍ରାମବାସୀମାନେ ଯୁବତୀଙ୍କ ମୃତଦେହ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ…
Read More...

ରେଳଧାରଣା ନିକଟରେ ପଡିରହିଛି ବ୍ୟକ୍ତିଙ୍କ ମୃତଦେହ

ରାଉରକେଲା : ରାଉରକେଲାରେ ଜଣଙ୍କ ଖଣ୍ତବିଖଣ୍ଡ ମୃତଦେହ ଦେଖିବାକୁ ମିଳିଛି। ତାଙ୍କ ବୟସ ପ୍ରାୟ ୫୫ରୁ ୬୦ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କ ମୃତଦେହ ବୁଧବାର ସକାଳ ରେଳଧାରଣା ନିକଟ ଟିସିଆଇ ଓଭରବ୍ରିଜରେ…
Read More...

ଧାନ ବିଲରେ ପଡି ରହିଛି ମହିଳାଙ୍କ ମୃତଦେହ

କଙ୍କଡାହାଡ : କଙ୍କଡାହାଡ ବ୍ଲକ ଡଙ୍ଗାପାଳ ଠାରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଦେଖିବାକୁ ମିଳିଛି। ମହିଳା ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଥିବା ସନ୍ଦେହ କରାଯାଉଛି। ଗ୍ରାମବାସୀ ଧାନ ବିଲରେ ମହିଳାଙ୍କ ମୃତ ଦେଖି…
Read More...

ରେଳ ଧାରଣାରେ ଯୁବକଙ୍କ ମୃତଦେହ

ବାରଙ୍ଗ : ସ୍ଥାନୀୟ ପୁରୀ କେନାଲ ରେଳ ପୋଲ ଧାରଣା ଉପରେ ସୋମବାର ସକାଳେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରେଳ ଧାରଣା ଉପରେ ମୃତଦେହ ପଡ଼ିଥିବା ଘଟଣା ବିଷୟରେ ସ୍ଥାନୀୟ ଲୋକେ ୯ଟା…
Read More...

ଦୁଇ ଦିନ ହେବ ପଡ଼ି ରହିଛି ନବବଧୂର ମୃତଦେହ, ବ୍ଲକ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକ ଅଞ୍ଚଳରେ ଦୁଇ ଧରି ଜଣେ ନବବଧୂର ମୃତଦେହ ପଡି ରହିଛି । ଏଭଳି ଅଭାବନୀୟ ଘଟଣା ବଣାଇ ବ୍ଲକ ଅଧ୍ୟକ୍ଷାଙ୍କ ଘରେ ଘଟିଛି । ବ୍ୟବଚ୍ଛେଦ ପରେ ଶାଶୁଘର ଲୋକେ ମୃତଦେହକୁ ନେବାକୁ ମନା କରି…
Read More...

ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା : ଝାରସୁଗୁଡ଼ା ବଡ଼ମାଲ ଥାନା ଅନ୍ତର୍ଗତ ବେହେରାପାଲ୍ଲୀ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଅକ୍ଷୟ ସାହୁ (୪୩)। ତାଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଦେଖି ଲୋକେ…
Read More...