Home Tags Dead body

Tag: dead body

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାରିପଦା ରାସଗୋବିନ୍ଦପୁରର ମଣଦା କନ୍ୟାଶ୍ରମରେ ମଙ୍ଗଳବାର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । କନ୍ୟାଶ୍ରମରେ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବା ତାଙ୍କୁ କେହି ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି...
ରାଉରକେଲା: ରାଉରକେଲା ବାସନ୍ତୀନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଗାଧୁଆ ଘରୁ ସନ୍ଦେହ ଜନକ ଅବସ୍ଥାରେ ଜଣେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧା ଜଣଙ୍କ ୬୨ ବର୍ଷିୟା ସରସ୍ୱତୀ ମହାରଣା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବୃଦ୍ଧାଙ୍କ ପୁଅ ଓ ବୋହୂ କିଛି ଦିନ ହେବ ବାହାରକୁ ଭ୍ରମଣରେ ଯାଇଥିବା ବେଳେ ବୃଦ୍ଧାଙ୍କ ପାଖରେ ତଙ୍କର...
ଅନୁଗୁଳ : ଅନୁଗୁଳ ବଅଁରପାଳ ଥାନା ମହିଧରପୁର ଗ୍ରାମରେ କୂଅରେ ପଡ଼ି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭୋଳାନାଥ ନାଏକଙ୍କ ଝିଅ ଶୋଭାମୟୀ ନାଏକ। ଶୁକ୍ରବାର ଭୋର ସମୟରେ ଏହି ଘଟଣା ଘଟିଛି। ସେ ମନ୍ଦିରକୁ ଯିବା ପାଇଁ ଫୁଲ ତୋଳିବା ସମୟରେ କୂଅ ଭିତରେ ଖସି ପଡ଼ିଥିଲେ। କୂଅରେ ପଡ଼ିବାର ଶବ୍ଦ ହେବା ସଙ୍ଗେ ସଙ୍ଗେ ଘର ଲୋକ ନିକଟକୁ ଯାଇଥିଲେ। ଏହାପରେ ତାଙ୍କୁ...
ନୂଆଦିଲ୍ଲୀ: ଗାଜିଆବାଦର ଇନ୍ଦିରାପୁରମ ଅଞ୍ଚଳରେ ଏକ ଘର ସମ୍ମୁଖରେ ଦୁଇ ଦିନରୁ ଏକ ମୃତଦେହ ପଡି ରହିଛି । ମୃତକଙ୍କ ପରିଚୟ ମିଳି ନ ଥିବାରୁ ଶେଷକୃତ୍ୟ ସମ୍ପନ୍ନ ହୋଇପାରି ନାହିଁ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଗାଜିଆବାଦର କାମନା ସୋସାଇଟିରେ ରହୁଥିବା ମର୍ଚାଣ୍ଟ ନେଭିରେ କାର୍ଯ୍ୟରତ ସୁଲତାନ୍ ଅହମ୍ମଦଙ୍କ ଆମେରିକାର ବୋଷ୍ଟନ ସହରରେ କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଥିଲା। ଏନେଇ ଅକ୍ଟୋବର ୧ ତାରିଖରେ ସୁଲତାନଙ୍କ ଦୁଇ...
ଅନୁଗୁଳ : ଅନୁଗୁଳ ଜରପଡ଼ା ଥାନା ତୁବେ ଗ୍ରାମ ନିକଟରେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଏକ ଢାବା ମାଲିକଙ୍କ ଭାଇ। ତିନି ଦିନ ପୂର୍ବରୁ ସେ ନିଖୋଜ ଥିବା ବେଳେ ସୋମବାର ଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପରିବାର ଲୋକେ ସୋମବାର ସକାଳେ ଘର ଠାରୁ ଅଳ୍ପ ଦୂରରେ ଥିବା ବଗିଚାକୁ ଯାଇଥିବା ବେଳେ ସେଠାରେ ଥିବା ଏକ କୂଅରୁ...
ବାଲେଶ୍ୱର : ବାଲେଶ୍ୱରର ଅଭଣା ହାଟ ଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଶଶିକାନ୍ତ ପାଣିଗ୍ରାହୀ। ସେ ଗୋପାଳପୁର କଲେଜର ଡ଼େମୋନଷ୍ଟ୍ରେଟର ଥିଲେ। ସେ ଗୁରୁବାର ସକାଳେ ଶୌଚ ହେବାକୁ ଯାଇଥିଲେ। ନିକଟରେ ଥିବା ଜଳାଶୟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଉଛି। ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी