Home Tags Damodar rout

Tag: damodar rout

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ନୂଆ ରାଜନୈତିକ ଦଳ ଗଠନ କରିବେ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ନୂଆ ଦଳ ଗଠନକୁ ଦାମ ଅସ୍ୱୀକାର କରିନାହାନ୍ତି। ଚଳିତମାସ ଶେଷ ଆଡ଼କୁ ଏହା ସ୍ପଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି। ଦାମ କହିଛନ୍ତି, ବିଜେଡିରୁ ବିତାଡ଼ିତ ଏବଂ ଅସନ୍ତୁଷ୍ଟ ଅନେକ ନେତା ନୂଆ ଦଳ ଗଠନ କରିବାକୁ କହୁଛନ୍ତି। ତେବେ ଦଳ...
ଭୁବନେଶ୍ୱର : ପଞ୍ଚଦଶ ବିଧାନସଭାରେ ଚତୁର୍ଥ ଥର ପାଇଁ ବିଧାୟକ ଦାମୋଦର ରାଉତଙ୍କ ଆସନ ବଦଳିବ। ୨୦୧୪ ନିର୍ବାଚନରେ ପାରାଦ୍ୱୀପ ବିଧାନସଭା ଆସନରୁ ନିର୍ବାଚିତ ହୋଇ ମନ୍ତ୍ରୀ ପଦ ପାଇବା ପରେ ସେ ମୁଖ୍ୟମନ୍ତ୍ରୀ ବସୁଥିବା ଧାଡିର ତୃତୀୟ ଆସନରେ ବସୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଦୀପକୁମାର ଅମାତଙ୍କ ଆସନ ଥିଲା। ଶ୍ରୀ ଅମାତ ବାଚସ୍ପତି ହେବା ପରେ ଦାମଙ୍କ ଆସନ ବଦଳିଥିଲା। ତାଙ୍କୁୁ ମୁଖ୍ୟମନ୍ତ୍ରୀଙ୍କ ପାଖ...
ଭୁବନେଶ୍ୱର: ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡ. ଦାମୋଦର ରାଉତ ବିଜେଡିରୁ ବହିଷ୍ମୃତ ହେବା ପରେ ଓଡ଼ିଶାର ରାଜନୀତି ଊଷ୍ମ ହେବାରେ ଲାଗିଛି। ଦଳବିରୋଧୀ କାର୍ଯ୍ୟ ଯୋଗୁଁ ଡା ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସେହିପରି ବିଭିନ୍ନ ଦଳ ତରଫରୁ ମଧ୍ୟ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଆସିବାରେ ଲାଗିଛି। ଆଜି ସକାଳୁ ବିଜେଡିର ପୂର୍ବତନ ନେତା ତଥା...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी