Browsing Tag

cricketworldcup

କ୍ରିକେଟ ବିଶ୍ବକପ୍ : ଭାରତ-ଆଫଗାନିସ୍ତାନ ମୁକାବିଲା , ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ସାଉଥମ୍ପଟନ୍: କ୍ରିକେଟ ବିଶ୍ବକପ ୨୦୧୯ର ୨୮ତମ ମ୍ୟାଚ ଶନିବାର ଇଂଲଣ୍ଡର ସାଉଥମ୍ପଟନର ହାମ୍ପସାୟାର ବାଉଲ୍ ଷ୍ଟାଡିୟମରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଭାରତର ଅଧିନାୟକ…
Read More...

କ୍ରିକେଟ୍ ବିଶ୍ବକପ୍ : ଇଂଲଣ୍ଡ ପାଇଁ ୨୩୩ ରନର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

ଟେଣ୍ଟବ୍ରିଜ(ଇଂଲଣ୍ଡ) : ଆଇସିସି କ୍ରିକେଟ ବିଶ୍ୱକପ୍-୨୦୧୯ର ୨୭ତମ ମ୍ୟାଚ୍ ଶୁକ୍ରବାର ଇଂଲଣ୍ଡର ହେଡିଂଲେଠାରେ ଘରୋଇ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଛି। ଏହି ମ୍ୟଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ…
Read More...

କୋହଲି ଭାଙ୍ଗିବେ ସଚିନଙ୍କ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ : ଦିନିକିଆ କ୍ରିକେଟରେ ରନ୍ ମେସିନ୍ ବିରାଟ କୋହଲି କୀର୍ତ୍ତିମାନ ପରେ କୀର୍ତ୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି। କୋହଲି ନିକଟରେ ଦିନିକିଆ କ୍ରିକେଟରେ ୧୧୦୦୦ ରନକୁ ଅତିକ୍ରମ କରିଛନ୍ତି। ରବିବାର ଚଳିତ…
Read More...

କ୍ରିକେଟ୍‍ ବିଶ୍ୱକପ୍‍ : ୱାର୍ଣ୍ଣରଙ୍କ ଶତକ ବଳରେ ରନ୍‍ର ପାହାଡ଼ ଛିଡ଼ାକଲା ଅଷ୍ଟ୍ରେଲିଆ, ବାଂଲାଦେଶ ପାଇଁ ୩୮୨ ରନର…

ଟ୍ରେଣ୍ଟବ୍ରିଜ୍ : କ୍ରିକେଟ୍ ବିଶ୍ଵକପ୍-୨୦୧୯ର ୨୬ତମ ମ୍ୟାଚ୍ ଗୁରୁବାର ଇଂଲଣ୍ଡ ଟ୍ରେଣ୍ଟବ୍ରିଜ୍ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ- ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ…
Read More...

ଶିଖର ଧଓ୍ୱନଙ୍କ ପାଇଁ ଗୌତମ ଲେଖିଲେ ଗମ୍ଭୀର ସନ୍ଦେଶ

ନୂଆଦିଲ୍ଲୀ . - ଆହତ ହେବାଯୋଗୁଁ ଭାରତୀୟ ବ୍ୟାଟସ୍‌ମ୍ୟନ ଶିଖର ଧଓ୍ୱନ ବିଶ୍ୱକପ୍‌ରେ ଖେଳିପାରିବେ ନାହିଁ । ତାଙ୍କୁ ଠିକ୍‌ ହେବା ପାଇଁ ଅନେକ ଦିନ ଲାଗିବ । ଏକ ବାଉନସ୍‌ ବଲ୍‌ ତାଙ୍କ ବୁଢା ଆଙ୍ଗୁଠିରେ ବାଜିବା ପରେ…
Read More...

କ୍ରିକେଟ୍ ବିଶ୍ଵକପ୍ : ନ୍ୟୁଜିଲାଣ୍ଡ ପାଇଁ ୨୪୨ ରନର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ବର୍ମିହାମ : କ୍ରିକେଟ୍ ବିଶ୍ଵକପ୍-୨୦୧୯ର ୨୫ତମ ମ୍ୟାଚ୍ ବୁଧବାର ଇଂଲଣ୍ଡ ବର୍ମିହାମର ଏଜବେଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି…
Read More...

ବିଶ୍ଵକପରୁ ବାଦ ପଡ଼ିଲେ ଶିଖର ଧାୱନ, ପନ୍ତ ଦଳରେ ସାମିଲ

ନୂଆଦିଲ୍ଲୀ: ଭାରତୀୟ ଓପନର ଶିଖର ଧାଓ୍ଵନ୍‌ ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ଶିଖର ଧାଓ୍ଵନଙ୍କ ସ୍ଥାନରେ ବାମ ହାତି ବ୍ୟାଟ୍ସମ୍ୟାନ ତଥା ୱିକେଟ କିପର ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି। ସୂଚନାଯୋଗ୍ୟ,…
Read More...

ବିଶ୍ୱକପ କ୍ରିକେଟ : ବର୍ଷା ପାଇଁ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ମ୍ୟାଚ ବିଳମ୍ବରେ ଆରମ୍ଭ, ଟସ୍ ଜିତି ନ୍ୟୁଜିଲାଣ୍ଡର…

ବର୍ମିହାମ : ଇଂଲଣ୍ଡର ବର୍ମିହାମର ଏଜବେଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ କ୍ରିକେଟ ବିଶ୍ଵକପ୍-୨୦୧୯ର ୨୫ ତମ ମ୍ୟାଚ ବୁଧବାର ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ବର୍ଷା ଯୋଗୁଁ ଏହି ମ୍ୟାଚ ପ୍ରାୟ ୧…
Read More...

କ୍ରିକେଟ୍ ବିଶ୍ଵକପ୍ : ଗୋଟିଏ ଇନିଂସରେ ୧୭ଟି ଛକା ମାରି ଦିନିକିଆରେ ରେକର୍ଡ଼ କଲେ ଇଅନ ମୋର୍ଗାନ୍

ମାଞ୍ଚେଷ୍ଟର : ଗୋଟିଏ ଇନିଂସରେ ୧୭ଟି ଛକା ମାରି ମଙ୍ଗଳବାର ଏକଦିବସୀୟ ମ୍ୟଚରେ ରେକର୍ଡ଼ କରିଛନ୍ତି ଇଂଲଣ୍ଡର ଅଧିନାୟକ ଇଅନ ମୋର୍ଗାନ। ମଙ୍ଗଳାବର ଇଂଲଣ୍ଡର ମାଞ୍ଚେଷ୍ଟର ଓଲଡ ଟାଫର୍ଟଠାରେ ଖେଳାଯାଇଥିବା ବିଶ୍ଵକପର ୨୪…
Read More...

ବିିଶ୍ୱକପ୍‍ କ୍ରିକେଟ୍‍ : ଇଂଲଣ୍ଡର ବିଶାଳ ସ୍କୋର, ଆଫଗାନିସ୍ତାନ ପାଇଁ ୩୯୮ରନର ବିଜୟ ଲକ୍ଷ୍ୟ

ଓଲଡ ଟାଫୋର୍ଟ : ଇଂଲଣ୍ଡର ମାଞ୍ଚେଷ୍ଟରର ଓଲଡ ଟାଫର୍ଟଠାରେ ମଙ୍ଗଳବାର ବିଶ୍ୱକପ କ୍ରିକେଟ ୨୦୧୯ର ୨୪ ତମ ମୁକାବିଲାରେ ଇଂଲଣ୍ଡ-ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ପ୍ରଥମେ…
Read More...