Browsing Tag

cricket

ହାପି ବାର୍ଥଡେ’ ସଚିନ ତେନ୍ଦୁଲକର

ଡେସ୍କ: ୫୧ ବର୍ଷରେ ପାଦ ଦେଇଛନ୍ତି ଭାରତର ବ୍ୟାଟିଂ କିମ୍ବନ୍ଦନ୍ତୀ ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର। ଆଜି ଏପ୍ରିଲ ୨୪ ବୁଧବାର ତାଙ୍କ ଜନ୍ମଦିନ। ଏଥିପାଇଁ ସଚିନଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି।…
Read More...

ଧୁଆଁଦାର ବ୍ୟାଟିଂ କଲେ ଏହି ଶିଶୁ ଖେଳାଳୀ: ସଚିନ୍‌‌ ଓ ମିତାଲି କଲେ ଭୁରି ଭୁରି ପ୍ରଶଂସା

ଜମ୍ମୁ-କାଶ୍ମୀର: ପୁଅଙ୍କ ସହିତ ଧୁଆଁଦାର ବ୍ୟାଟିଂ କରୁଛନ୍ତି ତୃତୀୟ ଶ୍ରେଣୀରେ ପଡୁଥିବା ଏହି ବାଳିକା। କ୍ରିକେଟ ମୈଦାନରେ ସବୁ ପ୍ରକାର ସଟ୍‌‌ ଖେଳି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଜମ୍ମୁ-କାଶ୍ମୀରର ବାସିନ୍ଦା…
Read More...

ନେପାଳ କ୍ରିକେଟ ଦଳକୁ ମିଳିଲା ୫ କୋଟି ଟଙ୍କା

କାଠମାଣ୍ଡୁ: ନେପାଳ କ୍ରିକେଟ ଦଳକୁ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ସେଠାକାର ସରକାର। ଟି୨୦ ବିଶ୍ବକପ୍‌ ନିମନ୍ତେ ପ୍ରସ୍ତୁତି ପାଇଁ ନେପାଳକୁ ଏହି ଅର୍ଥ ପ୍ରଦାନ କରାଯାଇଛି। ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…
Read More...

ପ୍ରଶଂସକଙ୍କ ଖାସ୍‍ ଇଚ୍ଛା ପୂରଣ କଲେ ଶୁବମନ୍‍ ଗିଲ୍‍; ଭାଇରାଲ ହେଲା କମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶୁବମନ୍‍ ଗିଲ୍‍ ପ୍ରଶଂସକଙ୍କ ହୃଦୟ ଜିତିବାରେ ଲାଗିଛନ୍ତି। ଏହାସହିତ ସୋସିଆଲ ମିଡ଼ିଆରେ ନିଜର କାର୍ଯ୍ୟକଳାପ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଇନଷ୍ଟାଗ୍ରାମରେ ଶୁବମନ୍‍…
Read More...

ପାକିସ୍ତାନ ପ୍ରଶଂସକଙ୍କୁ ଇର୍ଫାନଙ୍କ ସମାଲୋଚନା

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ୍‌ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତ ପରାସ୍ତ ହୋଇଥିଲା। ଭାରତ ପରାଜିତ ହେବା ପରେ ପାକିସ୍ତାନର ପ୍ରଶଂସକ ଭାରତୀୟ ଖେଳାଳିଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ କଟୁ…
Read More...

୨ୟ ଟେଷ୍ଟରେ ଭାରତର ବୃହତ୍‌ ବିଜୟ; ୨୯୨ରେ ଅଲ୍‌ ଆଉଟ୍ ଇଂଲଣ୍ଡ

ବିଶାଖାପାଟଣା: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯାଇଛି। ଏଥିରେ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି ଭାରତ। ଭାରତୀୟ ଦଳ ୩୯୯ର ବିଜୟ ଲକ୍ଷ୍ୟ…
Read More...

ନୂଆ ମନୋନୟନକାରୀ ନିଯୁକ୍ତି ପାଇଁ ବିଜ୍ଞାପନ ଦେଲା ବିସିସିଆଇ; କିଏ ହେବେ ବିଦା?

ନୂଆଦିଲ୍ଲୀ: ବିସିସିଆଇ ଜାତୀୟ ବରିଷ୍ଠ ପୁରୁଷ ମନୋନୟନ କମିଟିରେ ଏବେ ୫ ଜଣ ସଦସ୍ୟ ଅଛନ୍ତି। କାହାରି କାର୍ଯ୍ୟକାଳ ମଧ୍ୟ ପୂରଣ ହୋଇନାହିଁ। ଏହାସତ୍ତ୍ବେ ଜଣେ ମନୋନୟନକାରୀ ନିଯୁକ୍ତି ଲାଗି ବିସିସିଆଇ ତା’ର…
Read More...

ଓଡ଼ିଶା ପାଇଁ ଗୌରବର କଥା- ଜାତୀୟ ଦୃଷ୍ଟିହୀନ ମହିଳା ଟି୨୦ :ଫାଇନାଲରେ ଓଡ଼ିଶା

କଟକ ,  : ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ ମହିଳା ଟି୨୦ କ୍ରିକେଟ ଚମ୍ପିଆନସିପର ଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଗୁରୁବାର ଜିମ୍‌ଖାନ୍ନା ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୧୯ରନରେ…
Read More...

ଭାରତ-ଆଫ୍‌ଗାନିସ୍ତାନ ପ୍ରଥମ ଟ୍ବେଣ୍ଟି୨୦ – ଖେଳିବେ ନାହିଁ କୋହଲି, ରୋହିତଙ୍କ ଉପରେ ନଜର

ମୋହାଲି : ଜୁନ୍‌ରେ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପୂର୍ବରୁ ଅନ୍ତିମ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ ଯାଉଛି ଭାରତ। ଗୁରୁବାର ଭାରତ ଓ ଆଫ୍‌ଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦…
Read More...

ଋତୁରାଜ ବାଦ୍‌; କୋହଲି ଭାରତ ଫେରିଲେ

ନୂଆଦିଲ୍ଲୀ,  : ଆସନ୍ତା ୨୬ରୁ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳାରୁ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ଋତୁରାଜ ଗାଏକ୍‌ୱାଡ୍‌ ବାଦ୍‌ ପଡ଼ିଛନ୍ତି। ଋତୁରାଜଙ୍କ…
Read More...