Home Tags Congress

Tag: Congress

ନୂଆଦିଲ୍ଲୀ: ସାଂସଦ ପାଣ୍ଠି ଅପବ୍ୟବହାର ଅଭିଯୋଗ କରି କଂଗ୍ରେସ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଇସ୍ତଫା ଦାବି କରିବା ସହ ତାଙ୍କ ନାଁରେ ଏତଲା ଦାୟର କରିବାକୁ ଦାବି କରିଛି। ଭାରତୀୟ ମହାଲେଖାଗାରଙ୍କ ୨୦୧୮ ମସିହା ରିପୋର୍ଟକୁ ଆଧାର କରି କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେଵାଲା ଏବଂ ଗୁଜୁରାଟ ବିଧାୟକ ଶକ୍ତି ସିଂହ ଗୋହିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ୱାନ ଦେଇ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପଦରୁ...
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍ ମଧ୍ୟରେ ମେଣ୍ଟ ଚୂଡାନ୍ତ ହୋଇଛି। ବୁଧବାର ହୋଇଥିବା ମେଣ୍ଟ ଘୋଷଣା ଅନୁଯାୟୀ ରାଜ୍ୟର ୨୮ଟି ଲୋକସଭା ଆସନରୁ ୮ଟିରେ ଜେଡିଏସ୍ ପ୍ରାର୍ଥୀ ଦେବ ଅବଶିଷ୍ଟ ୨୦ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ। ତେବେ ଜେଡିଏସ୍ ୧୦ଟି ଆସନ ପାଇଁ ଆଶା ପ୍ରକାଶ କରିଥିବାବେଳେ ଏହାକୁ ୮ଟିରେ ସନ୍ତୁଷ୍ଟ ହେବାକୁ ପଡିଛି।
ନୂଆଦିଲ୍ଲୀ : ପ୍ରେମ ଓ ଯୁଦ୍ଧରେ ସବୁକିଛି ଶୁଣିବାକୁ ପଡିଥାଏ। ଏଥିରେ ରାଜନୀତି ବା କିପରି ବାଦ ପଡିବ। ଏଭଳି ଏକ ଘଟଣା ଗୁରୁବାର ପ୍ରେମ ଦିବସ ବା ଭ୍ୟାଲେଣ୍ଟାଇନ ଡେ ରେ ଦେଖିବାକୁ ମିଳିଛି। ଏହି ଅବସରରେ କଂଗ୍ରେସ ସମାଜିକ ଗଣମାଧ୍ୟମରେ ବିଜେପିକୁ ପ୍ରେମର ଭଙ୍ଗିରେ ତାତ୍ସଲ୍ୟ କରୁଥିବା ଦେଖିବାକୁ ମିଳିଛି। କଂଗ୍ରେସ ନିଜର ଟୁଇଟର ଆକାଉଣ୍ଟରେ ପ୍ରେମ କରନ୍ତୁ, ଘୃଣା ନୁହେଁର ଟ୍ୟାଗ କରି ବିଜେପି...
ମୁମ୍ବଇ : ଅଙ୍ଗୁରୀ ଭାବି ଭାବରେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶିଳ୍ପା ସିନ୍ଦେ କଂଗ୍ରେସରେ ଯୋଗ ଦେଇଛନ୍ତି। ମୁମ୍ବଇ କଂଗ୍ରେସ କମିଟି ଅଧ୍ୟକ୍ଷ ସଞ୍ଜୟ ନିରୁପମ ଉପସ୍ଥିତିରେ ଶିଳ୍ପା କଂଗ୍ରେସରେ ମିଶିଛନ୍ତି। ସେ କହିଛନ୍ତି କଂଗ୍ରେସ ହିଁ ପରିବର୍ତ୍ତନର ଏକମାତ୍ର ମାଧ୍ୟମ ଏବଂ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ହିସାବରେ ଦେଖିବାକୁ ଚାହୁଁଛି। ଅଭିନେତ୍ରୀ ଶିଳ୍ପା ସିନ୍ଦେ ବିବାଦୀୟ ରିଆଲିଟି ଶୋ ବିଗବସ୍‍-୧୧ ଜିତିଥିଲେ। ଶିଳ୍ପା ସିନ୍ଦେ ନିଜର ବିବାଦ ନେଇ...
ଭୁବନେଶ୍ୱର: ଗୋଟିଏ ମଞ୍ଚରେ ଗୋଲଡେନ ବାବାଙ୍କ ସହ ଭୁବନେଶ୍ବର ମେୟର କମ୍ବଳ ବାଣ୍ଟୁ ଥିବା ଫଟୋ ଭାଇରାଲ ହେବା ପରେ ବିଜେଡି ସହ ଗୋଲଡେନ ବାବାର ଲିଙ୍କ ଅଭିଯୋଗରେ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ବିଜେଡି ନେତାମାନଙ୍କ ସହ ଗୋଲଡେନ ବାବାର ସମ୍ପର୍କ ଥିବା ନେଇ ଏହି ଫଟୋରୁ ସ୍ପଷ୍ଟ ହେଉଛି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ଏହାକୁ ନେଇ ଛାତ୍ର କଂଗ୍ରେସ...
ଭୁବନେଶ୍ୱର: ଦେଶରେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି ଯେ ଧର୍ମ ଏବଂ ଜାତିବାଦକୁ ନେଇ ରାଜନୀତିକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ଯେଉଁ ଫଳାଫଳ ଆସିଛି ସେଥିରେ ଚାଷୀଙ୍କ ପ୍ରତିବାଦ ପ୍ରତିଫଳିତ ହୋଇଛି। ଓଡ଼ିଶାରେ ସରକାର ଚାଷୀଙ୍କୁ ଯେଭଳି ଉପେକ୍ଷା କରିଛନ୍ତି ଆଗାମୀ ନିର୍ବାଚନରେ ବିଜେଡିକୁ ଚାଷୀ ବିତାଡିତ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଛତିଶଗଡ,...
ରାୟପୁର : ଉଭୟ ବିଜେପି ଓ କଂଗ୍ରେସ ହେଉଛନ୍ତି ନାଗ ସାପ (ସାପନାଥ, ନାଗନାଥ)। ସେମାନଙ୍କ ସହିତ ବନ୍ଧୁତା କରିବା ବିପଜ୍ଜନକ। ଆମେ ବିରୋଧୀ ଦଳରେ ବସିବୁ ପଛେ ଏହି ଦୁଇ ଦଳ ସହିତ କୌଣସି ପରିସ୍ଥିତିରେ ମେଣ୍ଟ କରିବୁ ନାହିଁ ବୋଲି କହିଛନ୍ତି ବହୁଜନସମାଜ ପାର୍ଟି (ବିଏସ୍‍ପି) ମୁଖ୍ୟ ମାୟାବତୀ। ଛତିଶଗଡ଼ରେ ନିର୍ବାଚନ ପ୍ରଚାର ଚଳାଇଥିବା ମାୟାବତୀ ଶୁକ୍ରବାର ଏହି ଦୁଇ ଜାତୀୟ ଦଳକୁ ତୀବ୍ର ସମାଲୋଚନା...
ଭୋପାଳ: ମଧ୍ୟପ୍ରଦେଶରେ ୨୮ ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଶନିବାର ଘୋଷଣା ପତ୍ର ଜାରି କରାଯାଇଛି । ଏହି ଘୋଷଣା ପତ୍ରକୁ ଦଳ ପକ୍ଷରୁ ବଚନ ପତ୍ର ନାମ ଦିଆଯାଇଛି । ଏଥିରେ କୃଷକଙ୍କୁ ଋଣମୁକ୍ତ, ବେରୋଜଗାରୀ ଭତ୍ତା, ମହିଳା ସୁରକ୍ଷାକୁ ନେଇ ପ୍ରତିଶ୍ରୁତି ଦିଆଯାଇଛି । ୧୧୨ ପୃଷ୍ଠାର ଏହି ବଚନପତ୍ରରେ ୯୭୩ଟି ପ୍ରତିଶ୍ରୁତି ସାମିଲ ହୋଇଛି । କିନ୍ତୁ ସେଥିମଧ୍ୟରୁ ୭୫ଟି...
ସୁଆଣ୍ଡୋ : ସତ୍ୟବାଦୀ ବ୍ଲକ ରାୟଖଣ୍ଣି ପଞ୍ଚାୟତର ବଢେଇ କେରା ଗ୍ରାମରେ ରବିବାର ସନ୍ଧ୍ୟାରେ କଂଗ୍ରେସ ଦଳ ତରଫରୁ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁର୍ବତନ ପିପିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗ ଦେଇଥିଲେ । ସତ୍ୟବାଦୀରେ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ ସମସ୍ତଙ୍କୁ କଠୋର ପରିଶ୍ରମ କରିବାକୁ ପଡିବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ । ଯୁବକମାନେ ଆଗକୁ ଆଗେଇ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी