Home Tags Chit Fund

Tag: Chit Fund

କଟକ: ଚିଟ୍‌ଫଣ୍ଡ୍‌ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ହୋଇଛି। କମିସନଙ୍କ କାର୍ଯ୍ୟକାଳ ୨୦୧୯, ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ସଂପର୍କରେ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୧୯, ଫେବୃୟାରୀ ୪ରେ ପୂରିବାକୁ ଯାଉଥିଲା। ତେବେ ତଦନ୍ତ ପ୍ରକ୍ରିୟା ସରି ନ ଥିବାରୁ କାର୍ଯ୍ୟକାଳ ବୃଦ୍ଧି ପାଇଁ...
କଟକ : ପୁଣି ୩ଟି ଚିଟଫଣ୍ଡ କମ୍ପାନୀର ସଂପତ୍ତି ବାଜ୍ୟାପ୍ତି ହେବ। ଏ ନେଇ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଉକ୍ତ କମ୍ପାନୀର ସଂପତ୍ତି ବାଜ୍ୟାପ୍ତି ନେଇ ମାମଲା ଦାୟର କରିବା ପାଇଁ ସ୍ୱତନ୍ତ୍ର ପ୍ରାଧିକୃତ ଅଧିକାରୀଙ୍କୁ ଗତ ୨୭ତାରିଖରେ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶ ଦେଇଛନ୍ତି। ତେବେ ଖୁବ୍‍ଶୀଘ୍ର ଏ ନେଇ ସ୍ୱତନ୍ତ୍ର ଡେଜିଗନେଟଡ କୋର୍ଟରେ ମାମଲା ଦାୟର ହେବ ବୋଲି ସ୍ୱତନ୍ତ୍ର ପିପି ସୁବ୍ରତ ମହାନ୍ତି ସୂଚନା ଦେଇଛନ୍ତି।...
ଆରଡି: ରାଜ୍ୟରେ ଚିଟଫଣ୍ଡ  ସଂସ୍ଥା ଉପରେ ସିବିଆଇ ଚଢାଉ ଜାରି ରଖିଥିବା ବେଳେ ଭଦ୍ରକ ଜିଲା ଆରଡିପୀଠରେ ଦୀର୍ଘବର୍ଷ ତଳେ ଖୋଲିଥିବା ସେଡିଲି ଇଣ୍ଡିଆ ନାମକ ଏକ ଚିଟଫଣ୍ଡ ସଂସ୍ଥା କୋଟିଏ ରୁ ଉର୍ଦ୍ଧ ଟଙ୍କା ନେଇ ଫେରାର ହୋଇଯାଇଛି । ଏନେଇ ଶହଶହ ଜମାକାରୀ  ଅଭିଯୋଗ କରିଛନ୍ତି।  ଜମାକାରୀଙ୍କ କହିବା ଅନୁଯାୟୀ ସେଡିଲି ଇଣ୍ଡିଆର ପରିଚାଳକ ଓ କାର୍ଯ୍ୟରତ କର୍ମଚାରୀମାନେ  ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଟଙ୍କା...
ଭୁବନେଶ୍ୱର : ନିର୍ମଳ ଇନଫ୍ରା ହୋମ୍‍ କର୍ପୋରେସନ ଲିମିଟେଡ଼ ନାମକ ସଂସ୍ଥାର ନିର୍ବାହୀ ନିର୍ଦେଶକ ନିରଞ୍ଜନ ସାକ୍‍ସେନାଙ୍କୁ ସିବିଆଇ ଗିରଫ କରିଛି। ତାଙ୍କୁ ମଧ୍ୟପ୍ରଦେଶର ଭୋପାଳରୁ ଗିରଫ କରାଯାଇଛି। ଅଧିକ ପଚରାଉଚରା ପାଇଁ ନିରଞ୍ଜନଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ଭୋପାଳରେ ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଥିବା ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କୁ ଶନିବାର ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ଝାରପଡାସ୍ଥିତ ଜେଲକୁ...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी