Browsing Tag

bus accident

ଯାତ୍ରୀବାହୀ ବସ୍‌ ଓଲଟି ୧୦ ଗୁରୁତର

ରେଢାଖୋଲ: ରେଢାଖୋଲ ଏନଏଚ୍‌ ୫୫ ଚାରମାଳ ଥାନା ନୂଆପଡା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଓଲଟି ୧୦ ଯାତ୍ରୀ ଗୁରୁତର ହୋଇଛନ୍ତି। ଭୁବନେଶ୍ବରରୁ ହୀରାକୁଦ ଯାଉଥିବା ଶୁଭମ୍ ନାମକ ବସ୍‌ଟି…
Read More...

ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ

ସାଲେପୁର: ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ। ସାଲେପୁରରେ ବାଇକ୍‌କୁ ଧକ୍କା ଦେଇ ଏକ ବସ୍ ବିଲକୁ ମାଡିଯାଇଛି। ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏବଂ ବସ୍ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।…
Read More...

କୁହୁଡି ହେଲା କାଳ: ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍ , ୨୦ ଆହତ

କଟକ: କୁହୁଡି ଯୋଗୁଁ ଓଲଟିଲା ଲକ୍ଷ୍ମୀ ବସ୍ । ଡିଭାଇଡରରେ ପିଟି ହୋଇ ବସ୍ ଟି ଓଲଟି ପଡିଛି। ଚୌଦ୍ବାର ଥାନା ନୁଆପାଟଣା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୦ଜଣ ଆହତ ହୋଇଛନ୍ତି।  ଲକ୍ଷ୍ମୀ ନାମକ ବସ୍‌ଟି…
Read More...

ପିକ୍‌ନିକ୍‌ ଯିବା ବେଳେ ଦୁର୍ଘଟଣା: ୩ ମୃତ

ନୟାଗଡ : ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା ହୋଇଛି।  ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ…
Read More...

ଦୁଇ ବସ୍‌ ମୁହାଁମୁହିଁ : ୪ ମୃତ ; ୭୦ ଆହତ

ତାମିଲନାଡ଼ୁ : ଆଜି ତାମିଲନାଡୁର କୁଡ୍ଡାଲୋର୍‌ ଜିଲାରେ ୨ଟି ବସ୍‌ ମୁହାଁମୁହିଁ ହେବା ଫଳରେ ୪ଜଣ ‌ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୭୦ଜଣ ଆହତ ହୋଇଛନ୍ତି ବୋଲି ପୁଲିସ୍‌ ପକ୍ଷରୁ ସୂଚନା…
Read More...

ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ, ୩ ମୃତ

ଗ୍ୱାଲିୟର: ଗତବର୍ଷର ଦୁର୍ଘଟଣା ପୁଣି ଫେରିଛି। ଗତବର୍ଷ କୋଭିଡ ସଂକ୍ରମଣ ବ୍ୟାପିବା ପରେ ପ୍ରବାସୀ ଶ୍ରମିକମାନେ ଜୀବନ ବିକଳରେ ନିଜ ନିଜ ସ୍ଥାନକୁ ବସ, କାର, ସଡକ ଓ ଟ୍ରେନ ଲାଇନରେ ଚାଲିିଚାଲି, ଏପରିକି ଡଙ୍ଗା କଣି…
Read More...

ଓଲଟିପଡ଼ିଲା ଯାତ୍ରୀବାହୀ ବସ୍, ୧୦ରୁ ଊର୍ଦ୍ଧ୍ୱ ଆହତ

ମହାକାଳପଡ଼ା: କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ବ୍ଲକର ଓରତ ଅଙ୍ଗୁଳାଇ ରାସ୍ତାର କୁମାରୁଣୀ ଛକ ନିକଟରେ ମଙ୍ଗଳବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ୧୦ରୁ ଊର୍ଦ୍ଧ୍ୱ…
Read More...

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ୪ ଗୁରୁତର 

ବୌଦ୍ଧ : ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିବା ମୁନଲାଇଟ୍‍ ନାମକ ଏକ ବେସରକାରୀ ଯାତ୍ରୀବାହୀ ବସ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ଖୁଂଟବନ୍ଧ କେନାଲ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡର ଏକ…
Read More...

ଓଲଟିଲା ଯାତ୍ରୀବାହୀ ବସ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ , ୩ ଆହତ

ବୌଦ୍ଧ : ବୌଦ୍ଧ ଜିଲା ମନମୁଣ୍ଡା ଥାନା ୫୭ ନମ୍ବର ଜାତୀୟ ରାଜପଥ ମସିଣାପଡାରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଦୁର୍ଘଟଣାରେ ୩ ଜଣ ଆହତ ହେବା ସହ ପ୍ରାୟ ୩୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।…
Read More...

ଆମପାଣି ଘାଟିରେ ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନବରଙ୍ଗପୁର/ପାପଡାହାଣ୍ଡି : କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଏକ ଘରୋଇ ବସ ଓଲଟି ପଡିଛି । ହେଲପର ସମେତ ଜଣେ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି ।…
Read More...