Browsing Tag

budget19

ଆଜି ବଜେଟ : ଫଣି ପୁନରୁଦ୍ଧାର, ନିଯୁକ୍ତି, କୃଷି, ସଏଚଜିକୁ ମିଳିବ ଅଗ୍ରାଧିକାର

ଭୁବନେଶ୍ବର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି (ଶୁକ୍ରବାର) ଅପରାହ୍ନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଚଳିତବର୍ଷର ବଜେଟ ଗତ ବଜେଟ ଆକାର ତୁଳନାରେ ୧୦ ପ୍ରତିଶତ ବଢ଼ିବ ବୋଲି…
Read More...

ଆଗୁଆ ଆକଳନ : ଜିଡିପି ଅଭିବୃଦ୍ଧି ୮.୪% ଛୁଇଁବ

ଭୁବନେଶ୍ବର : ୨୦୧୮-୧୯ ବର୍ଷରେ ଓଡ଼ିଶାର ମୋଟ ଘରୋଇ ଉତ୍ପାଦ (ଜିଡ଼ିପି) ୮.୪ ପ୍ରତିଶତରେ ପହଞ୍ଚିବ ବୋଲି ଆଗୁଆ ଆକଳନ କରାଯାଇଛି। ୨୦୧୧-୧୨ ଆର୍ଥିକ ବର୍ଷଠାରୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ ବାର୍ଷିକ ୮.୧୦ ପ୍ରତିଶତ…
Read More...

ଆଜିଠାରୁ ବିଧାନସଭା : ୨୮ରେ ବଜେଟ

ଭୁବନେଶ୍ବର : ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଯାଉଥିବା ଚଳିତ ଅଧିବେଶନରେ ରହିଛି ୩୦ଟି କାର୍ଯ୍ୟ ଦିବସ। ଆସନ୍ତା ୨୮ରେ…
Read More...

ହାଲୱା ସମାରୋହରୁ ଆରମ୍ଭ ହେଲା ୨୦୧୯-୨୦ ସାଧାରଣ ବଜେଟର ମୁଦ୍ରଣ ପ୍ରକ୍ରିୟା

ନୂଆଦିଲ୍ଲୀ: ହାଲୱା ସମାରୋହରୁ ଆରମ୍ଭ ହୋଇଛି ୨୦୧୯-୨୦ ସାଧାରଣ ବଜେଟର ମୁଦ୍ରଣ ପ୍ରକ୍ରିୟା। ନୂଆଦିଲ୍ଲୀର ନର୍ଥ ବ୍ଲକ ଠାରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ…
Read More...

ମନ୍ତ୍ରୀ ପରିଷଦ ବୈଠକରେ ଚିଠା ବଜେଟ ପ୍ରସ୍ତାବ ଅନୁମୋଦିତ

ଭୁବନେଶ୍ୱର . - ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଚଳିତ ଆର୍ଥିକ ଚିଠା ବଜେଟ୍‌ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହାର ପରିମାଣ ଏକ ଲକ୍ଷ ଅଣଚାଳିଷ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଜୁନ୍‌ ୨୮ ତାରିଖରେ…
Read More...

ପ୍ରାକ ବଜେଟ୍ ବୈଠକ ଅନୁଷ୍ଠିତ ; ଜୁନ ୨୫ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଜୁନ ୨୫ତାରିଖରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବ । ଆସନ୍ତା ୨୮ ତାରିଖ ୨୦୧୯-୨୦ ଆର୍ଥିକ…
Read More...

ପ୍ରାକ୍‍ ବଜେଟ୍‍ ଆଲୋଚନାରେ ଯୁବ ଦକ୍ଷତା ଓ ନିଯୁକ୍ତି ବୃଦ୍ଧି ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସେବା ଭଳି ସାମାଜିକ ମୌଳିକ ଢାଞ୍ଚା କ୍ଷେତ୍ରରେ ସରକାରୀ ପୁଞ୍ଜିନିବେଶ ଲୋକମାନଙ୍କର ଜୀବନ ଶୈଳୀରେ ଉନ୍ନତି ଆଣିବାରେ ମୁଖ୍ୟ…
Read More...

ଜୁନ୍‌ ୨୫ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ, ଜୁନ ୨୮ ତାରିଖରେ ରାଜ୍ୟ ବଜେଟ୍‌

ଭୁବନେଶ୍ୱର - ଜୁନ୍‌ ୨୫ ତାରିଖରେ ନବଗଠିତ  ଓଡିଶା ବିଧାନ ସଭାର ପ୍ରଥମ ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଜୁନ ୨୬ ତାରିଖରେ…
Read More...

ଜୁଲାଇ ୫ରେ ସାଧାରଣ ବଜେଟ : ଜନତାଙ୍କ ମତାମତ ଲେଡିଲେ ସରକାର

ନୂଆଦିଲ୍ଲୀ :୨୦୧୯-୨୦ କେନ୍ଦ୍ର ବଜେଟରେ ଅଧିକ ସଂଖ୍ୟାରେ ଅଂଶଗ୍ରହଣ ଓ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ସରକାର ଜନସାଧାରଣଙ୍କଠାରୁ ମତାମତ ଲୋଡ଼ିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୫ ତାରିଖରେ ବଜେଟ…
Read More...