Home Tags Breaking news online

Tag: breaking news online

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟରେ ବରିଷ୍ଠ ବିଚାରପତିମାନଙ୍କ ଦ୍ୱାରା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଆସିଥିବା ଯୌନ ଉତ୍ପୀଡ଼ନ ମାମଲାର ବିଚାର ପ୍ରକ୍ରିୟା ନେଇ ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇବାରେ ଲାଗିଛି। ଏହି ମାମଲାରେ ପ୍ରଧାନ ବିଚାରପତିଙ୍କୁ କ୍ଲିନଚିଟ ଦେବା ପୂର୍ବରୁ ଅର୍ଥାତ ପ୍ରାୟ ଏକ ସପ୍ତାହ ପୂର୍ବରୁ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କୁ ଲେଖିଥିବା...
ଇଟାନଗର..- ଅରୁଣାଚଳପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ଚୋଓ୍ୱାନା ମେନ୍‌ଙ୍କ ଘରକୁ କିଛି ବିକ୍ଷୋଭକାରୀ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଅଣ ଆଦିବାସୀଙ୍କୁ ନାଗରିକ ମାନ୍ୟତା ଦିଆଯିବା ବିରୋଧରେ କିଛି ଆଦିବାସୀ ସଙ୍ଗଠନ ବିରୋଧ ପ୍ରଦର୍ଶନ କରୁଥିଲେ । ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଯୁଗ୍ମ କମିଟି  ଛଅଟି ବର୍ଗର ଲୋକଙ୍କୁ ସ୍ଥାୟୀ ପଟ୍ଟା ଦେବା ପାଇଁ  ପ୍ରସ୍ତାବ ଦେଇଥିଲେ । ଯେଉଁମାନେ ଅରୁଣାଚଳ ପ୍ରଦେଶର ନୁହନ୍ତି ମାତ୍ର ଅନେକ...
ଶ୍ରୀନଗର..- ଜାମ୍ମୁ କାଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ଡିଏସ୍‌ପି  ସହିଦ ହୋଇଛନ୍ତି । ଅମନ ଠାକୁର ନାମକ ଡିଏସ୍‌ପି ସହିଦ ହୋଇଛନ୍ତି । ରବିବାରରେ ଏକ ସୂଚନା ଆଧାରେ ସୁରକ୍ଷାକର୍ମୀ ଓ ପୁଲିସ ଅଞ୍ଚଳକୁ ଘେରାଉ କରିବା ସହ ଯାଞ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ଏହାପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । କୁଲଗାମର ତୁରିଗାମ ଅଞ୍ଚଳରେ ଏହି ଘଟଣା ଘଟିଛି...
ଓ୍ୱେଲିଂଟନ..- ନ୍ୟୁଜିଲାଣ୍ଡ ସଂସଦରେ ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି ।  ଏହି ନିନ୍ଦା ପ୍ରସ୍ତାବ ନ୍ୟୁଜିଲାଣ୍ଡ ସଂସଦରେ ନିର୍ବିରୋଧ ଭାବେ ଗୃହୀତ ହୋଇଥିଲା । ନ୍ୟୁଜିଲାଣ୍ଡର ଉପ ପ୍ରଧାନମନ୍ତ୍ରୀ  ଓ୍ୱିନଷ୍ଟୋନ ପିଟରସ୍‌ ଏହି ନିନ୍ଦା ପ୍ରସ୍ତାବକୁ ଆଗତ କରିଥିଲେ । “ ଆମେ ଏହି ଆକ୍ରମଣକୁ ନିନ୍ଦା କରୁଛୁ , ଏହି ଦୁଃଖଦ ସମୟରେ ଆମେ ଭାରତ ସରକାରଙ୍କ ସହ ଅଛୁ ” ବୋଲି ପିଟରସ୍‌ କହିଛନ୍ତି ।...
ନୂଆଦିଲ୍ଲୀ ..-  ଆମେରିକାର ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା ସଂସ୍ଥା ଲକ୍‌ହିଡ୍‌ ଭାରତ ପାଇଁ  ନୂତନ ଧରଣର ଏଫ୍‌-୨୧ ଯୁଦ୍ଧ ବିମାନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଛି । ଏଥିରେ ଅନେକ ପ୍ରକାରର ସ୍ୱତନ୍ତ୍ର ବୈଶିଷ୍ଟ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।  ଭାରତର ଟାଟା ଆଡଭାନସ୍‌  ସିଷ୍ଟମସ୍‌ ସହ ମିଶି କରି ଲକ୍‌ହିଡ୍‌ ଏହି ଯୁଦ୍ଧ ବିମାନ ପ୍ରସ୍ତୁତ କରିବ ବୋଲି ସୂଚନା ଦେଇଛି । ଲକ୍‌ହିଡ୍‌...
ନୂଆଦିଲ୍ଲୀ …-  ପାକିସ୍ତାନ ଯୁଦ୍ଧ ଆରମ୍ଭ କରିଛି । ଆମେ ତାକୁ ଶେଷ କରିବୁ ବୋଲି ପୂର୍ବତନ ସେନା ମେଜର  ଜେନେରାଲ୍‌ ଜିଡି  ବକ୍ସି କହିଛନ୍ତି । ପୁଲୁଓ୍ୱାମା ଆକ୍ରମଣରେ  ୪୦ ଜଣ ସିଆର୍‌ପିଏଫ୍‌ ସହିଦ ହେବାପରେ ଏହା ପାକିସ୍ତାନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ  ପୂର୍ବତନ ମେଜର ଜେନେରାଲ୍‌ ଗଗନଦୀପ ବକ୍ସି କହିବା ସହ ଏହା କେବଳ ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ ଏହା ଯୁଦ୍ଧ ବୋଲି ସେ କହିଛନ୍ତି...
ନୂଆଦିଲ୍ଲୀ ..- ସିଦ୍ଧୁଙ୍କ ପାଇଁ ଇମରାନ୍‌ଙ୍କ ବନ୍ଧୁତା ପ୍ରଥମେ ବୋଲି  ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି । ସିଦ୍ଧୁ ପାକିସ୍ତାନ ଓ ଇମରାନ୍‌ଙ୍କ ସହ ବନ୍ଧୁତା ପ୍ରଥମେ କହୁଥିବା ବେଳେ ଦେଶ ତା’ ପରେ ବୋଲି ଭାବୁଛନ୍ତି ବୋଲି କେଜ୍ରିଓ୍ୱାଲ ପ୍ରକାଶ କରିଛନ୍ତି । ସିଦ୍ଧୁଙ୍କ ବକ୍ତବ୍ୟ ସାରା ଦେଶ ବାସୀଙ୍କୁ କ୍ଷୁବ୍ଧ କରିଛି। ପୁଲୁଓ୍ୱାମା ଆକ୍ରମଣପରେ ସିଦ୍ଧୁ ଏହା ଅଳ୍ପ କିଛି ଲୋକଙ୍କର କାମ । ଏଥିପାଇଁ ସାରାଦେଶକୁ...
ବେଜିଂ ..- ଚୀନ ପୂର୍ବରୁ ଟିଭିରେ ଖବର ଉପସ୍ଥାପନା ପାଇଁ  ପ୍ରଥମ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସିଂ ବା ଏଆଇ ଉପସ୍ଥାପକ ତିଆରି କରିଥିଲା ।  ଏବେ ଚୀନ୍‌ ଏଆଇ ମହିଳା ଟିଭି ଉପସ୍ଥାପିକା ତିଆରି କରିଛି। ଏହି ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସିଂ ଉପସ୍ଥାପିକ ନାମ ‘ଜିନ୍‌ ଜିଆଓମେଙ୍ଗ ’ ରଖାଯାଇଛି । ୨୦୧୮ ମସିହାରେ ତିଆରି କରାଯାଥିବା ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସିଂ ଉପସ୍ଥାପକ କ୍ୟୁଇ ହାଓ ପ୍ରାୟ ୩ହଜାର୪୦୦ଟି ଖବର ପାଠ କରିଥିଲେ ।...
ନୂଆଦିଲ୍ଲୀ ..- ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜୈଶ –ଏ- ମହମ୍ମଦ ଦିଲ୍ଲୀରେ ଏକ ବଡ ଧରଣର ଆକ୍ରମଣ କରିବାପାଇଁ ଯୋଜନା କରିଥିଲା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ଏକାଠି ହୋଇ ଜୈଶ –ଏ- ମହମ୍ମଦର ଆତଙ୍କବାଦୀମାନେ ଏହି ଯୋଜନା କରିଥିଲେ । ଏହି ଆକ୍ରମଣରେ ଜୈଶ –ଏ- ମହମ୍ମଦ, ଜାମ୍ମୁ-କାଶ୍ମୀରର ଯୁବକମାନଙ୍କୁ ସାମିଲ କରିବା ପାଇଁ ଚେଷ୍ଟା କରିଥିଲା । ଏଥିପାଇଁ ସେଠାକାର ଯୁବକମାନଙ୍କୁ...
ନୂଆଦିଲ୍ଲୀ ..- ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ବିବାଦୀୟ ମନ୍ତବ୍ୟ ଦେଇ ପୂର୍ବତନ କ୍ରିକେଟିୟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ବିବାଦରେ ଫସିଛନ୍ତି । ଏହାପରେ କଂଗ୍ରେସରୁ ତାଙ୍କୁ ବିରୋଧ କରାଯିବା ଆରମ୍ଭ ହେଲାଣି । ନବଜୋତ ସିଂ ସିଦ୍ଧୁଙ୍କୁ  କଂଗ୍ରେସର ବରିଷ୍ଠ ନେତା ଦିଗ୍‌ ବିଜୟସିଂ ଏକ ପରାମର୍ଶ ଦେଇଛନ୍ତି । ସିଦ୍ଧୁଙ୍କୁ ତାଙ୍କ ସାଥୀ ଇମରାନ୍‌ ଭାଇକୁ ବୁଝାଇଦେବା ପାଇଁ ସେ  ପରାମର୍ଶ...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी