Home Tags Bomb blast

Tag: bomb blast

ଗଞ୍ଜାମ : ବୋମା ଫୁଟି ଜଣେ ନାବାଳକ ଆହତ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ଦିଗି ଗ୍ରାମରେ ଘଟିଛି। ଆହତ ନାବାଳକ ଜଣକ ନାରାୟଣ ସେଠୀ (୮)। ତାଙ୍କୁ ଉଦ୍ଧାର କରାଯାଇ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ ନାରାୟଣ ଖେଳୁଥିବା ସମୟରେ...
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲାର ଗୁରୁଜଙ୍ଗର ୧୮ ନମ୍ବର ୱାର୍ଡ଼ରେ ବୋମାମାଡ଼ ହୋଇଛି । ଶନିବାର ରାତିରେ ସ୍ଥାନୀୟ ବାସିନ୍ଦା ପ୍ରକାଶ ରାଉତରାୟଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୩ଟି ବୋମାମାଡ଼ କରିଥିଲେ । ପୂର୍ବରୁ ମଧ୍ୟ ତାଙ୍କ ବାଜପୁରସ୍ଥିତ ଘର ଓ ପାହାଡ଼ରେ ଥିବା ପ୍ରୋକିନ ମେସିନ ଉପରେ ବୋମାମାଡ଼ ହୋଇଥିବା ପ୍ରକାଶ ଅଭିଯୋଗ କରିଛନ୍ତି । ଏନେଇ ପ୍ରକାଶ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାକୁ...
ଭୁବନେଶ୍ବର : ପଥର ବନ୍ଧ ବସ୍ତିରେ ସିରିଜ ବୋମାମାଡ ହୋଇଛି। ଗୋଟିଏ ଘର ଉପରକୁ ଏକାଧିକ ବୋମାମାଡ ହୋଇଛି। ବୋମାମାଡରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି। ତେବେ ପୂର୍ବ ଶତ୍ରୁତାରୁ ଏହି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି। ବୋମାମାଡ ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ନୟାଗଡ: ଓଡଗାଁ ଥାନା ନିକଟରେ ବୋମା ମାଡ ହୋଇଥିବା ଅଭିଯୋଗ ହୋଇଛି । କେହି ଦୁର୍ବୃତ୍ତ ବୋମା ମାଡ କରି ଫେରାର ହୋଇଯାଇଛି । ଏଥିରେ ବାପା ଓ ପୁଅ ଦୁଇ ଜଣ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ବାପା ଓ ପୁଅଙ୍କୁ ଗିରଫ କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ ହୋଇଥିବା ସନ୍ଦେହ କରାଯାଉଛି । ଏହି...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी