Home Tags Boat drowning

Tag: boat drowning

ଜଗତସିଂହପୁର: ମହାକାଳପଡ଼ାର ନିପାଣିଆ ନିକଟରେ ଡଙ୍ଗାବୁଡି ଘଟଣାରେ ମୃତକଙ୍କ ପରିବାରଙ୍କୁ ଅନୁକମ୍ପା ରାଶି ଦେବାକୁ ଯାଇ ମନ୍ତ୍ରୀ, ସାଂସଦ ଓ ବିଧାୟକ ହଟହଟ୍ଟା ହୋଇଛନ୍ତି । ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ଶୁକ୍ରବାର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ କୁଳମଣି ସାମଲ ଓ ଦେବାଶିଷ ସାମନ୍ତରାୟ ଜଗତସିଂହପୁର ଜିଲା ହସିଣା ଗାଁରେ ପହଞ୍ଚିଥିଲେ । ହେଲେ ଗ୍ରାମବାସୀମାନେ ୪ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ...
ମହାକଳାପଡା: ମହାନଦୀରେ ଡଙ୍ଗା ବୁଡି ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ଥିବା ୬ ବର୍ଷ ଶିଶୁକନ୍ୟା ଶୁଭସ୍ମିତା ସ୍ବାଇଁଙ୍କ ମୃତଦେହ ଉଦ୍ଧାର ଶୁକ୍ରବାର ଓଡ୍ରଫ ଟିମ ଉଦ୍ଧାର କରିଛନ୍ତି । ଏବେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ହୋଇଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି । ମୃତଦେହର ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ମେଡିକାଲକୁ ପଠାଯାଇଛି...
ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତର କେନ୍ଦୁଗଡା ଗ୍ରାମରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ଥିବା ୪ଜଣଙ୍କ ମୃତଦେହ ବୁଧବାର ଦିନ ଉଦ୍ଧାର ହୋଇଛି। ସୋମବାର ଦିନ ୭ଜଣ ବ୍ୟକ୍ତି ଚାଷ କାର୍ଯ୍ୟ ସାରି ଫେରୁଥିବା ବେଳେ ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଯାଇଥିଲା। ୩ଜଣ ପହଁରି କୂଳକୁ ଆସି ଯାଇଥିଲେ ମଧ୍ୟ ଅନ୍ୟ ୪ଜଣ ନିଖୋଜ ହୋଇ ଯାଇଥିଲେ। ଆଜି ସକାଳୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी