Home Tags BJP

Tag: BJP

ଭୁବନେଶ୍ୱର : ରବିବାର ଠାରୁ ଭାରତୀୟ ଜନତା ପାର୍ଟି ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ରାଜ୍ୟର ସମସ୍ତ ସହର ଏବଂ ଗ୍ରାମରେ ଏହି ଯାତ୍ରା ଅନୁଷ୍ଠିତ ହେବ। ଏହି ଯାତ୍ରା ୭ ଦିନ ଧରି ଚାଲିବା ସହ ୧୭ ତାରିଖରେ ଶେଷ ହେବ ବୋଲି ଜଣାପଡ଼ିଛି। ଏହି ଯାତ୍ରାରେ ବିଜେପି ଜନତାଙ୍କ ନିକଟରେ ପହଞ୍ଚିବା ପାଇଁ ଚେଷ୍ଟା କରିବା ସହ ବହୁ ସ୍ଥାନରେ ଦଳ ୫୦୦୦ରୁ...
ଭୁବନେଶ୍ୱର : ବିଜେପିର ନୂଆ କାର୍ଯ୍ୟକ୍ରମ ‘ମୋ ଘର ବିଜେପି ପରିବାର’ର ଶୁଭାରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରୁ ଏହାର ଶୁଭାରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ବିଜେପିର ସବୁ କର୍ମୀ ଓ ନେତାଙ୍କ ଘରେ ବିଜେପି ପତାକା ଲଗାଯିବ।
ପୁରୀ : ଶନିବାର ପୁରୀରେ ଦୁଇ ଦିନିଆ ବିଜେପି ଅନୁସୂଚିତ ଜନଜାତି ରାଷ୍ଟୀୟ ମହାଅଧିବେଶନ ଆରମ୍ଭ ହୋଇ ଯାଇଛି । ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତମଙ୍କ ଦ୍ବାରା ଏହି ମହାଅଧିବେଶନ ଉଦଘାଟିତ ହୋଇଛି । ଏହି ମହାଅଧିବେଶନରେ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ ଓ ଜିଲାପରିଷଦ ଅଧ୍ୟକ୍ଷଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଛନ୍ତି । ଅସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା...
ଭୁବନେଶ୍ୱର : ପିପିଲି ପୀଡ଼ିତାକୁ ସଠିକ୍ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚୁଡିବନ୍ଧା ଅଭିଯାନ ଆରମ୍ଭ ହୋଇଛି । ଫଳରେ ବିଜେପି ମହିଳା କର୍ମୀମାନେ କିଛି ବିଜେଡି ବିଧାୟକଙ୍କ ଗେଟରେ ଚୁଡି ବାନ୍ଧିଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ନିକଟରେ ଥିବା ଏମ୍‌ଏଲ୍‌ଏ କଲୋନୀ ଭିତରକୁ ପ୍ରବେଶ କରିଥିଲେ ।...
ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାରେ ପୀଡିତାକୁ ନ୍ୟାୟ ନମିଳିବା ଅଭିଯୋଗରେ ବିଜେପି ମହିଳା ମୋର୍ଚ୍ଚା ଲାଲଚୁଡି ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଆସନ୍ତା ୧୪ ତାରିଖରେ ବିଜେପି ବାଲୁକା କଳା ଦ୍ୱାରା ଜନ ସଚେତନ ସୃଷ୍ଟି କରିବାକୁ ଯୋଜନା କରିଛି । ଏହା ସହ ୧୫ରେ ସବୁ ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ପ୍ରମୁଖ ମନ୍ଦିରରେ ପ୍ରାର୍ଥନା ସଭାର ଆୟୋଜନ ହେବ । ସେହିପରି ୧୭ରେ...
ଭୁବନେଶ୍ବର : ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତମା​‌ନେ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇ ଯାଇଛନ୍ତି। ଅଭିଯୁକ୍ତମାନଙ୍କୁ ଧରି ପିପିଲି ପୀଡିତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି। ଏହି ଘଟଣାରେ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ ଯେ, ପୀଡିତାଙ୍କୁ ଉଚିତ ନ୍ୟାୟ ମିଳିଛି। ମନ୍ତ୍ରୀଙ୍କର ଏହି ମନ୍ତବ୍ୟକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ ଚଳାଇଛି। ବୁଧବାର ଦିନ ବିଜେପି ମହିଳା ମୋର୍ଚ୍ଚା...
ଭୁବନେଶ୍ବର:ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ୧୨୦ ମିଶନକୁ ସାକାର କରିବାପାଇଁ ରାଜ୍ୟ ବିଜେପି ଏବେ ତା’ର ରଣକୌଶଳକୁ ତୀବ୍ର କରିଛି। କିଛିଦିନ ଧରି ଶିଥିଳ ପଡିଥିବା ବିଜେପି ସଙ୍ଗଠନ ଏବେ ନିର୍ବାଚନ ମୁହାଁ ହୋଇଛି। ଓଡ଼ିଶାକୁ ନିଜ ଅକ୍ତିଆରକୁ ନେବାପାଇଁ ଆସନ୍ତା ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ସୀମିତ ନରହି ମାସକ ପରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ...
ଭୁବନେଶ୍ବର: ପାଞ୍ଚଟି ରାଜ୍ୟରେ ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳ ତଥା ଜନାଦେଶକୁ ରାଜ୍ୟ ବିଜେପି ସ୍ବାଗତ କରିଛି। ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ଏହା ବିଜେପି ପାଇଁ ନୈରାଶ୍ୟଜନକ ଫଳାଫଳ ହୋଇଥିଲେ ହେଁ ଓଡ଼ିଶା କ୍ଷେତ୍ରରେ ଖୁବଶୀଘ୍ର ଏଭଳି ଏକ ଜନାଦେଶ ଫଳ ଆସିବ। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଯେଭଳି ସରକାର ବିରୋଧୀ ଜନମତ ପ୍ରତିଫଳିତ ହୋଇଛି ଓଡ଼ିଶାରେ ଠିକ୍ ବିଜେଡି ସରକାର ପାଇଁ ସେହି...
ଭୁବନେଶ୍ୱର: ଗୋଟିଏ ଦିନରେ ଦୁଇ ଜଣ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେବା ପରେ ବିଜେପି ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଅନ୍ୟମାନଙ୍କ ସହ ମିଶି କରି କାମ କରିବାର ଅଭ୍ୟାସ ସେମାନଙ୍କର ନାହିଁ । ଉଭୟ ଦଳର ନେତୃତ୍ବରେ କାମ କରି ପାରିଲେ ନାହିଁ ଏବଂ ସେଥିପାଇଁ ଦଳ ଛାଡିଛନ୍ତି । ସମୀର...
ଥିରୁଭାନନ୍ତପୁରମ : ମକରଭିଲାକୁ ତୀର୍ଥଯାତ୍ରା ଲାଗି କେରଳର ପ୍ରାଚୀନ ଶାବରୀମାଳା ମନ୍ଦିର ଶୁକ୍ରବାର ଖୋଲିବାକୁ ଯାଉଥିବା ବେଳେ ଏଠାରେ ସବୁ ବୟସର ମହିଳାଙ୍କ ପ୍ରବେଶ ସମ୍ଭବ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଉଦ୍ୟମ ବିଫଳ ହୋଇଛି। ସେ ଗୁରୁବାର ଡକାଇଥିବା ସର୍ବଦଳୀୟ ବୈଠକ ବିଶେଷ ଫଳପ୍ରସୂ ହୋଇପାରି ନାହିଁ। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‍ ଏବଂ ବିଜେପି ଏହି ବୈଠକ ଅଧାରୁ ଉଠି ଚାଲିଯିବା ସହ ଶାବରୀମାଳାକୁ ନେଇ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी