Home Tags Biswakarma puja

Tag: biswakarma puja

ହିନ୍ଦୁ ଧର୍ମ ଅନୁଯାୟୀ ଭଗବାନ ବିଶ୍ୱକର୍ମାଙ୍କୁ ନିର୍ମାଣ ଏବଂ ସୃଷ୍ଟିର ଦେବତା ବୋଲି କୁହାଯାଇଥାଏ। ମାନ୍ୟତା ରହିଛି ଯେ, ଇନ୍ଦ୍ରପୁରୀ, ଦ୍ୱାରିକା, ହସ୍ତିନାପୁର, ସ୍ୱର୍ଗଲୋକ, ଲଙ୍କା ଆଦିର ନିର୍ମାଣ କରିଥିଲେ। ପ୍ରତିବର୍ଷ ବିଶ୍ୱକର୍ମା ପୂଜା ଭାଦ୍ରବ ମାସର କନ୍ୟା ସଙ୍କରାନ୍ତିରେ ପାଳନ କରାଯାଏ। ଏହି ଦିନରେ ପ୍ରଭୁ ବିଶ୍ୱକର୍ମାଙ୍କର ଜନ୍ମ ହୋଇଥିଲା। ତେଣୁ ଏହାକୁ ବିଶ୍ୱକର୍ମା ଜୟନ୍ତୀ ବୋଲି ମଧ୍ୟ କୁହାଯାଏ। ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଯନ୍ତ୍ରୀ ଏବଂ ବାସ୍ତୁକାରକ...
ବିଶ୍ବକର୍ମା ଅନ୍ୟ ଅର୍ଥରେ ବିଶ୍ବର ସୃଷ୍ଟି କର୍ତ୍ତା। ସେ ହେଲେ ସ୍ବର୍ଗର ଶ୍ରେଷ୍ଠ ଶିଳ୍ପୀ। ଓଡ଼ିଶାର ବଢ଼େଇ, କମାର, ତନ୍ତୀ ଇତ୍ୟାଦି ଜାତିର ଲୋ​‌କେ ହାତହତିଆରକୁ ପୂଜା କରୁଥିଲେ। ଆଧୁନିକ ଯୁଗରେ ନାନା ଶିଳ୍ପର ଅଭିବୃଦ୍ଧି ଘଟିଛି ପରିପ୍ରକାଶ। ତା’ ସଙ୍ଗେସଙ୍ଗେ ବିଶ୍ବକର୍ମା ପୂଜାର ପ୍ରସାର ସବୁଠାରେ ବଢ଼ିଚାଲିଛି। ସ୍ଥାନେସ୍ଥାନେ ନିର୍ମିତ ମୂର୍ତ୍ତି ପୂଜା ପରେ ଦୁଇ ତିନିଦିନ ରହୁଥିବାର ଦେଖାଯାଏ। ତା’ ଛଡ଼ା ଏହି ପୂଜା ଉପଲକ୍ଷେ...

ବହୁ ଚର୍ଚ୍ଚିତ ଖବର

Thursday, May 23, 2019
ଓଡ଼ିଆ | English | हिंदी