Home Tags Bishes

Tag: Bishes

ହିନ୍ଦୁ ଧର୍ମରେ ଅନେକ ପରମ୍ପରା ଓ ମାନ୍ୟତା ରହିଛି। ସେଥି ମଧ୍ୟରୁ ଗୋଟିଏ ମାନ୍ୟତା ରହିଛି ଯେ, କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲେ ତାଙ୍କ ଶରୀରକୁ ପୋଡି ଶବ ସଂସ୍କାର କରିବା। ଶବ ସଂସ୍କାର ପରେ ତାଙ୍କ ଅସ୍ଥିକୁ ଗଙ୍ଗା ନଦୀରେ ପ୍ରବାହିତ କରାଯିବାର ମାନ୍ୟତା ରହିଛି। ଏପରି କରିବାର ଅନେକ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ .. ଧାର୍ମିକ କାରଣ : ଶାସ୍ତ୍ର...
ବର୍ତ୍ତମାନ ପରିସ୍ଥିତିରେ ଅଧିକାଂଶ ଅଭିଭାବକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିଜ ପିଲାଙ୍କୁ କୋଚିଂ ଦେଇ ବିଭିନ୍ନ ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରାଉଛନ୍ତି। ତେବେ ଏପରି ମଧ୍ୟ ବାପା-ମା’ ଅଛନ୍ତି, ଯେଉଁମାନେ ପିଲାଙ୍କୁ ଘରେ ପାଠ ପଢ଼ାଇ କୃତକାର୍ଯ୍ୟ କରାଇପାରୁଛନ୍ତି। ଏହିଭଳି ଏକ ଦମ୍ପତି ହେଲେ ପାଟଣାନିବାସୀ ରବିଶଙ୍କର ଓ ବୈଜୟିନ୍ତୀ। ସାଧାରଣ ପରିବାରର ଝିଅ ଥିଲେ ବୈଜୟିନ୍ତୀ, ସେସମୟରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ଅଧିକ...
ଆଜିକାଲି ମଧ୍ୟବିତ୍ତ ବର୍ଗର ବ୍ୟକ୍ତି ମଧ୍ୟ ବିମାନରେ ଯାତ୍ରା କରିବାର ସୌଭାଗ୍ୟ ପାଇପାରୁଛନ୍ତି। କିଛି ବର୍ଷ ତଳେ କିନ୍ତୁ କେବଳ ସମ୍ଭ୍ରାନ୍ତ ଓ ଧନିକ ବର୍ଗର ଲୋକ ହିଁ ବିମାନରେ ଯାତ୍ରା କରୁଥିଲେ। ବିମାନ ଟିକଟ୍ ଭଡ଼ା ଖୁବ୍ ମହଙ୍ଗା ଥିବା କାରଣରୁ ଅନ୍ୟ ବର୍ଗର ଲୋକେ ଏଥିରେ ଯାତ୍ରା କରିବା ସହଜ ନଥିଲା। ଭାରତରେ ପ୍ରଥମଥର ‘ଏୟାର ଇଣ୍ଡିଆ’ ବିମାନ ୧୯୩୨ ଅକ୍ଟୋବର ୧୬ରେ କରାଚିରୁ ମୁମ୍ବଇ...
ଉତ୍ତରପ୍ରଦେଶର ଛନ୍ଦୌସୀ ଅଞ୍ଚଳର ଫଡ଼ୟାଇ ବଜାର। ସ୍ଥାନୀୟ ଅଞ୍ଚଳର ୬୫ ବର୍ଷୀୟା ମଞ୍ଜୁଳା ଶର୍ମା ଅନେକ ବର୍ଷ ହେଲାଣି ଟ୍ରାନ୍ସପୋର୍ଟ ସଂସ୍ଥା ଚଳାଇ ଆସୁଛନ୍ତି। ଦୁଇ ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ତାଙ୍କ ହସଖୁସିର ସଂସାର ଆଗେଇ ଚାଲିଥିଲାବେଳେ ହଠାତ୍ ହୃଦ୍‌ଘାତରେ ତାଙ୍କ ସ୍ବାମୀ ପ୍ରାଣ ହରାଇଲେ। ପୂରା ପରିବାର ଚଳାଉଥିଲେ ମଞ୍ଜୁଳାଙ୍କ ସ୍ବାମୀ। ଏଭଳି ପରିସ୍ଥିତିରେ ସେ କ’ଣ କରିବେ ନିଜେ ଜାଣିପାରୁନଥିଲେ। ତେବେ ପିଲାଙ୍କ...
ଶାଶୂ-ବୋହୂ ସମ୍ପର୍କକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳେ। ପ୍ରାୟ ଅଧିକାଂଶ ଘରେ ରୀତିମତ କଳି ଝଗଡ଼ା ବିଭିନ୍ନ କାରଣରୁ ଲାଗିଥାଏ। ୨୦୧୬ରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ, ୬୫% ବୟସ୍କା ମହିଳା ନିଜ ବୋହୂଙ୍କ ବିପକ୍ଷରେ କହିଲାବେ​‌େ​‌ଳ ନିଜ ଝିଅଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ଅନ୍ୟପାଖେ ୨୧% କର୍ମଜୀବୀ ବୋହୂ ଏ ବାବଦରେ ମୁହଁ ନ ଖୋଲିବାବେଳେ ୪୫% ଗୃହିଣୀ ବୋହୂ କିନ୍ତୁ ଶାଶୂଙ୍କ ଅପପ୍ରଚାର କରିବାକୁ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी