Home Tags Bird flue

Tag: bird flue

ପୁରୀ: ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଜିଲାର ତିନୋଟି ଗ୍ରାମରେ ଶୁକ୍ରବାର ପଶୁସମ୍ପଦ ବିଭାଗ ପକ୍ଷରୁ ୩୯୯ କୁକୁଡ଼ା ମାରି ପୋତାଯାଇଛି। କୁକୁଡ଼ା ମାଂସ ଓ ଅଣ୍ଡା ବିକ୍ରି ବନ୍ଦପାଇଁ ବ୍ରୟଲର ଫାର୍ମ ମାଲିକଙ୍କୁ ନୋଟିସ୍‍ ଜାରି କରାଯାଇଛି। ବାହାରକୁ କୁକୁଡ଼ା ଚାଲାଣ ଉପରେ କଟକଣା ଜାରି କରିଛି ଜିଲା ପ୍ରଶାସନ। ପ୍ରଭାବିତ ଗ୍ରାମଠାରୁ ୧କି.ମି ଅଞ୍ଚଳରେ ଥିବା ୭୬୦ କୁକୁଡ଼ାଙ୍କୁ ମାରି ପୋତିବା ପାଇଁ ସ୍ଥିର କରାଯାଇଛି। ଏହାଛଡ଼ା...
ପୁରୀ: ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକର ୩ଟି ଗ୍ରାମରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ମଲା କାଉଙ୍କ ନମୁନା ପରୀକ୍ଷା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଉପରେ ପ୍ରଶାସନ ନିଷେଧାଦେଶ ଜାରି କରିଛି। ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ୧୦ଦିନ ପାଇଁ ଅଣ୍ଡା ଦେବା ବନ୍ଦ କରାଯାଇଛି। ପଶୁସମ୍ପଦ ବିଭାଗ ପକ୍ଷରୁ ସେଠାକୁ ୧୦ଟି କୁଇକ୍‍ ରେସପନ୍ସ ଟିମ ପଠାଯାଇଛି।...
ପୁରୀ : ରାଜ୍ୟରେ ପୁଣି ବାର୍ଡଫ୍ଲୁ ଚିହ୍ନଟ ହୋଇଛି। ପୁରୀର କୃଷ୍ଣପ୍ରସାଦ ବ୍ଲକରେ କିଛି ଦିନ ହେବ କୁକୁଡ଼ା ମଡ଼କ ଦେଖାଯିବା ପରେ କୁକୁଡ଼ାମାନଙ୍କ ନମୂନାର ପରୀକ୍ଷଣ କରାଯାଇଥିଲା। ପରୀକ୍ଷାରୁ କୁକୁଡ଼ାମାନଙ୍କୁ ବାର୍ଡଫ୍ଲୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାରଠାରୁ ଏକ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ। ଏନେଇ ଏକ ୮ ଜଣିଆ ଟିମ୍ ଗଠନ କରାଯାଇଛି।...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी