Home Tags Bhai Dooj

Tag: Bhai Dooj

ଭାଇ ଦୂଜ ପର୍ବ କାର୍ତ୍ତିକ ମାସ ଶୁକ୍ଲ ପକ୍ଷର ଦ୍ବିତୀୟା ତିଥିରେ ପାଳନ କରାଯାଏ। ଭାଇ ଦୁଜ ପର୍ବ ଭାଇ-ଭଉଣୀମାନଙ୍କୁ ସ୍ନେହ ଓ ପ୍ରେମର ପର୍ବ ଅଟେ। ଦୀପାବଳି ପର୍ବର ଦୁଇ ଦିନ ପରେ ଭାଇ ଦୂଜ ପର୍ବ ପାଳନ କରାଯାଏ। ଭଉଣୀମାନେ ଭାଇମାନଙ୍କର ଆୟୁ ବୃଦ୍ଧିର ପ୍ରାର୍ଥନା କରିଥାନ୍ତି। ଚଳିତ ବର୍ଷ ନଭେମ୍ବର ମାସ ୯ତାରିଖରେ ଭାଇ ଦୂଜ ପର୍ବ ପାଳନ କରାଯିବ। ଏହିଦିନ ଭଉଣୀମାନେ ଭାଇଙ୍କୁ...
ଭାଇ ଦୁଜ୍‍ର ପର୍ବ ଭାଇ ଭଉଣୀ ସଂପର୍କକୁ ସୁଦୃଢ କରିଥାଏ। ହିନ୍ଦୁ ଧର୍ମରେ ଭାଇ ଭଉଣୀର ସ୍ନେହ ପ୍ରତୀକର ଦୁଇଟି ପର୍ବ ପାଳନ କରାଯାଏ। ଗୋଟିଏ ରକ୍ଷା ବନ୍ଧନ ପର୍ବ, ଏହା ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଏ। ଏହି ପର୍ବରେ ଭାଇ ଭଉଣୀର ରକ୍ଷା କରିବାର ପ୍ରତିଜ୍ଞା କରିଥାଏ। ଅନ୍ୟ ପର୍ବଟି ହେଉଛି ଭାଇ ଦୂଜ। ଏଥିରେ ଭଉଣୀ ଭାଇର ଦୀର୍ଘାୟୁର ପ୍ରାର୍ଥନା କରିଥାଏ। ଭାଇ ଦୂଜ ପର୍ବ କାର୍ତ୍ତିକ ମାସର ଦ୍ୱିତୀୟାରେ ପାଳନ କରାଯାଏ।...
ଦୀପାବଳି ହିନ୍ଦୁମାନଙ୍କର ସବୁଠାରୁ ବଡ ପର୍ବ। ଦୀପାବଳି ପର୍ବ ୫ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ। ଏଥିରେ ଧନତେରସ, ଦୀପାବଳି, ଗୋବର୍ଦ୍ଧନ ପୂଜା, ଓ ଭାଈ ଦୂଜ ପାଳନ କରାଯାଇଥାଏ। ସବୁଠାରୁ ଶେଷରେ ଭାଈ ଦୂଜ ପାଳନ କରାଯାଇଥାଏ।ଭଉଣୀ ଭାଈମାନଙ୍କୁ ସ୍ୱାଗତ ସତ୍କାର କରି ଆୟୁଷ ବୃଦ୍ଧିର କାମନା କରିଥାନ୍ତି। କୁହାଯାଇଛି ଯେ, ଭାଇ ଏହିଦିନ ଭଉଣୀମାନଙ୍କ ଘରେ ଭୋଜନ ଗ୍ରହଣ କରିବା ସହ ତିଲକ ଲଗାଇଥାନ୍ତି। ଏପରି କରିବା...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी