Home Tags Banki mahostav

Tag: banki mahostav

କଳାପଥର(ବାଙ୍କୀ): ବାଙ୍କୀ ମହୋତ୍ସବର ତୃତୀୟ ସନ୍ଧ୍ୟା ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ସଭାପତି ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି କଚେରୀ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଯୁକ୍ତି ଓ କ୍ରୀଡ଼ା, ଯୁବସେବା ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ଯେ, ବାଙ୍କୀ ମାଟିର କଳା, ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜିବୀତ ଓ ଲୋକାଭିମୁଖି କରୁଛି ବାଙ୍କୀ ମହୋତ୍ସବ। ବାଙ୍କୀ ମହୋତ୍ସବ...
କଳାପଥର(ବାଙ୍କୀ) : ବୁଧବାର ଠାରୁ ଉଦ୍‍ଘାଟିତ ହୋଇଥିବା ବାଙ୍କୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ଗୁରୁବାର ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦ୍ୱିତୀୟ ସନ୍ଧ୍ୟାରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଙ୍କୀ ମାଟିର ବିରତ୍ୱ ଗାଥା ବଖାଣିବା ସହିତ ବର୍ଣ୍ଣମାଳାର ସୃଷ୍ଟ ଭୂମି ବାଙ୍କୀ ବୋଲି ଅଭିହିତ କରିଥିଲେ। ମୁଖ୍ୟ ବକ୍ତା...
କଳାପଥର(ବାଙ୍କୀ) :ବାଙ୍କୀର ଗଣପର୍ବ ବାଙ୍କୀ ମହୋତ୍ସବ ସ୍ଥାନୀୟ କଚେରୀ ପଡିଆରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‍ଘାଟିତ ହୋଇଯାଇଛି। ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଳିକ ଉତ୍ସବକୁ ଉଦ୍‍ଘାଟନ କରି କହିଥିଲେ ଯେ ବାଙ୍କୀ ଅତୀତରୁ ବର୍ତ୍ତମାନ ଯାଏଁ ଓଡିଶା ଏବଂ ଭାରତକୁ କଳା ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଦିଗ୍‍ଦର୍ଶନ ଦେଇ ଆସୁଛି। ବାଙ୍କୀ ମହୋତ୍ସବ ବାଙ୍କୀର ସଂସ୍କୃତି ଏବଂ କଳାକ୍ଷେତ୍ରରେ ଥିବା ନୈପୁଣ୍ୟତାକୁ ବହୁଗୁଣିତ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी