Home Tags Baliyatra

Tag: baliyatra

କଟକ : ଦୀର୍ଘ ୪ ଦିନ ହେଲାଣି କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି। ବାଲିଯାତ୍ରା ଦେଖିବା ପାଇଁ ଦର୍ଶକଙ୍କ ବେଶ ଭିଡ଼ ଜମୁଛି। ବିଭିନ୍ନ ପ୍ରକାରର ଆସବାବପତ୍ର ,ଖାଦ୍ୟ ଷ୍ଟଲ ଓ ଦୋଳି ନିକଟରେ ଲୋକେ ବେଶ ମଜା ନେଉଛନ୍ତି। କାଲି ରବିବାର ହୋଇଥିବାରୁ ବାଲିଯାତ୍ରାରେ ପ୍ରବଳ ଜନସମାଗମ ହୋଇଥିଲା। ବାଲିଯାତ୍ରାର ତୃତୀୟ ଦିନରେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ବିଭିନ୍ନ ଫୁଡ଼ ଷ୍ଟଲ ଉପରେ ଚଢଉ...
କଟକ : ଆଜି ଠାରୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। ଚଳିତବର୍ଷ ପାଖାପାଖି ୧୩ ଶହରୁ ଅଧିକ ଷ୍ଟଲ ଖୋଲିବ। ଏହି ଷ୍ଟଲରେ ସମସ୍ତ ପ୍ରକାର ସାମଗ୍ରୀ ମିଳିବ। ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ଦାମୀ ବୈଦ୍ୟୁତିକ ଉପକରଣ ମଧ୍ୟ ମିଳିବ। ଏହାସହ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ ମଧ୍ୟ ମିଳିବ। ବାଲିଯାତ୍ରା ପଡିଆରେ ବାଲୁକା କଳାର ବିଭିନ୍ନ...
କଟକ: ଐତିହାସିକ ବାଲିଯାତ୍ରା ଆଉ ମାତ୍ର ସପ୍ତାହେ ବାକି ରହିଥିବା ବେଳେ ପ୍ଲଟ ଆବଣ୍ଟନକୁ ନେଇ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । ଶୁକ୍ରବାର ପୁଣି ଥରେ ପ୍ଲଟ ଆବଣ୍ଟନକୁ ଅଧାରୁ ବର୍ଜନ କରିଛନ୍ତି ବ୍ୟବସାୟୀ ସଂଘ । ପ୍ରଶାସନ ଆବଣ୍ଟନ ନିୟମକୁ ବାରମ୍ବାର ବଦଳାଉ ଥିବାରୁ ବ୍ୟବସାୟୀ ସଂଘ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହ ସହ ପ୍ଲଟ ପାଇଥିବା ବ୍ୟବସାୟୀଙ୍କୁ ପ୍ଲଟ ଫେରାଇ...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी