Browsing Tag

baleswar news

୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ମିଲବାଡ଼ି ଅଞ୍ଚଳରେ ବୁଧବାର ପ୍ରାୟ ୩୦୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କା। ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ…
Read More...

ଗୋରୁ ବୋଝେଇ କଣ୍ଟେନର ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ସେରଗଡ଼ଠାରେ ଶନିବାର ଭୋର ସମୟରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧାରୁ ପଶ୍ଚିମବଙ୍ଗକୁ ଆଗପଛ ହୋଇ…
Read More...

ରେମୁଣା ବାଣ ବିସ୍ଫୋରଣ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବାଣ ବିସ୍ଫୋରଣ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲେ ଶ୍ରୀଧର ମହାନ୍ତି। ଶ୍ରୀଧରଙ୍କୁ ଶିଳ୍ପାଞ୍ଚଳ ପୁଲିସ ବଡ଼ସାହିରୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗତ ୩…
Read More...

୩ ମହଲାରେ ବିସ୍ଫୋରଣ, ଉଡ଼ିଗଲା ଘରର ଛାତ

ବାଲେଶ୍ୱର : ବାଲେଶ୍ୱରର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁର ଗାଁର କାଳିଚରଣ ମହାପାତ୍ରଙ୍କ ଘରର ତୃତୀୟ ମହଲାରେ ବୁଧବାର ବିଳମ୍ବିତ ରାତିରେ ବିସ୍ଫୋରଣ ଘଟି ଛାତ ଉଡ଼ିଯାଇଛି। ପ୍ରାୟ ରାତି ୨ଟାରେ ଏହି ବିସ୍ଫୋରଣ ହୋଇଥିଲା।…
Read More...

ଚୋରି ଅଭିଯୋଗରେ ୩ ଯୁବକଙ୍କୁ ନିସ୍ତୁକ ମାଡ଼

ବାଲେଶ୍ୱର : ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଶ୍ୟାମାରାଇପୁର ଗ୍ରାମରେ ଚୋରି କରିଥିବା ଅଭିଯୋଗରେ ତିନିଜଣ ଯୁବକଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,…
Read More...

ଚୋରା ମଦ ଜବତ, ୩ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ବାସୁଦେବପୁର ନିମିକି ରାସ୍ତା ସାହାସପୁରା ଛକରେ ରବିବାର ଚୋରା ମଦ ଜବତ ହୋଇଛି। ସେମାନେ ବାଇକରେ ମଦ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।…
Read More...

ନାଳକୁ ଖସିଲା କାର୍‍ , ୩ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ଦଇସଡ଼ା ପାଖରେ ରବିବାର ଭାରସାମ୍ୟ ହରାଇ ଏକ କାର୍‍ ନାଳକୁ ଖସି ପଡ଼ିଛି। ଫଳରେ କାରରେ ଥିବା ବାପା ଝିଅ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ସୋର…
Read More...

୩୦ ଲକ୍ଷର ବ୍ରାଉନସୁଗାର ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲା ଲୁଣିଆଯୋଡ଼ି ବ୍ରିଜ ମୁକେଶ୍ୱରଦ୍ୱାର ନିକଟରୁ ରବିବାର ୩୦୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ୩ ଜଣ ଗିରଫ ମଧ୍ୟ ହୋଇଛନ୍ତି। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩୦…
Read More...

ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ବାଲେଶ୍ୱର /ନୀଳଗିରି :ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବାବୁରାମ ସିଂ (୪୦)। ମିଳିଥିବା ସୂଚନା ଅନୁଯାୟୀ, ବାଘମରା ଗାଁର ବାବୁରାମ…
Read More...

୨୪ ଘଣ୍ଟା ବିତିଲା; ନିଖୋଜ ୩ ଛାତ୍ରଙ୍କ ପତ୍ତା ମିଳୁନି

ବାଲେଶ୍ୱର : ବାଲେଶ୍ୱର ରେମୁଣା ଥାନା ଅନ୍ତର୍ଗତ କାଠ ସଙ୍ଗଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଶନିବାର ସକାଳ ସମୟରେ ୩ ଜଣ ଛାତ୍ର ଘରୁ ବାହାରି ବିଦ୍ୟାଳୟକୁ ଯାଇ ଆଉ ଫେରିନାହାନ୍ତି। ୩ ଜଣ ଛାତ୍ର…
Read More...