Home Tags Balabhadra majhi

Tag: balabhadra majhi

ନୂଆଦିଲ୍ଲୀ/ଭୁବନେଶ୍ବର : ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ପଦ୍ମ ଧରିଛନ୍ତି । ଶନିବାର ବିଧିବଦ୍ଧ ଭାବେ ବଳଭଦ୍ର ମାଝୀ ବିଜେପିରେ ଯୋଗ ଦେଇଥିବା ସୂଚନା ମିଳିଛି । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ , ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି...
ଭୁବନେଶ୍ବର : ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି ।  ଆସନ୍ତାକାଲି ମାର୍ଚ୍ଚ ୧୬ରେ ବଳଭଦ୍ର ମାଝୀ ବିଜେପିରେ ଯୋଗେ ଦେବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।
ନୂଆଦିଲ୍ଲୀ : ଅବିଭକ୍ତ କୋରାପୁଟ ଜିଲାର ତେଲ ସମନ୍ବିତ ବହୁମୁଖୀ ଜଳସେଚନ ପ୍ରକଳ୍ପ, ମଧ୍ୟ କୋଲାବ ଜଳସେଚନ ପ୍ରକଳ୍ପ, ନିମ୍ନ ବଂଶଧାରା ଓ ଉପର ବଂଶଧାରା ଜଳସେଚନ ପ୍ରକଳ୍ପର କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ମଞ୍ଜୁରୀ ପାଇଁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସୋମବାର କେନ୍ଦ୍ର ଜଳସଂପଦ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରିଛନ୍ତି। ନବରଙ୍ଗପୁର ସାଂସଦ ଦର୍ଶାଇଥିଲେ ଯେ ଗତ ଜୁନ ୨୦୧୭ରେ ତେଲ ସମନ୍ବିତ ବହୁମୁଖୀ...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी