Home Tags Automobile news

Tag: automobile news

ନୂଆଦିଲ୍ଲୀ : ରେସିଂ ବାଇକ କେଟିଏମ୍‍ ଡୁଏକ-୧୨୫କୁ ୩ମାସ ପୂର୍ବରୁ ଭାରତୀୟ ବଜାରରେ ପ୍ରବେଶ କରାଯାଇଥିଲା। କମ୍ପାନୀର ଏହା ପ୍ରଥମ ବାଇକ ଯାହାକୁ ୧୨୫ ସିସି ସେଗମେଣ୍ଟରେ ବଜାରକୁ ଛଡାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ବାଇକରେ ଲଗାତାର ବିକ୍ରୟ ହାର ହ୍ରାସ ପାଇବାରେ ଲାଗିଛି। ଏହି ବାଇକ୍‍ ଦେଖିବାକୁ କେଟିଏମ ଡୁଏକ୍‍ ୨୦୦ ପରି ସମାନ ରହିଥିବାରୁ ଲୋକମାନେ କିଣିବେ ବୋଲି କମ୍ପାନୀ ଆଶା ରଖିଥିଲା। ଏହି ବାଇକରେ କମ...
ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜକି ଇଣ୍ଡିଆ ନିଜର ଲୋକପ୍ରିୟ ମଡେଲ ହେଚବ୍ରେକ୍‍ ବଲେନୋର ନୂଆ ଭର୍ସନ ବଜାର ପ୍ରବେଶ କରାଯାଇଛି। ନୂଆ ବଲେନୋର ମୂଲ୍ୟ ୫.୪୦ ଲକ୍ଷ ଟଙ୍କା ରୁ ୮.୭୭ ଲକ୍ଷ ଟଙ୍କା ରହିଛି। କମ୍ପାନୀର ସୂଚନା ମୁତାବକ ଏହି ନୂଆ ବଲେନୋରେ ସୁରକ୍ଷା ସୁବିଧା ପାଇଁ ଡୁଆଲ ଏୟାରବେଗ୍ସ, ଏଣ୍ଟ୍ରି ବ୍ରେକିଂ ସିଷ୍ଟମ, ବୈଦୋତିକ ବ୍ରେକ ଫୋର୍ସ ଡିସଟ୍ରିଭୁସନ ଆଦି...
କାନବେରା : ଅଷ୍ଟ୍ରେଲିଆର ରାଜଧାନୀ କାନବେରା ଠାରେ ଆୟୋଜିତ ସମର ନାଇଟ୍ସ କାର ଫେଷ୍ଟିଭାଲରେ ଏକ ରେକର୍ଡ ସୃଷ୍ଟି ହୋଇଛି। ଏହି ଫେଷ୍ଟିଭାଲରେ ୧୨୬ଟି ଗାଡି ଏକା ସହ ଟାୟାର ଜାଳି ବିଶ୍ୱ ରେକର୍ଡ କରାଯାଇଥିଲା। କାର ଗୁଡିକ ଜଳିବା ସମୟରେ ଗାଡି ଗୁଡିକ ସ୍ଥିର ରହିଥିଲା, କେବଳ ଗାଡିର ଚକ ଗୁଡିକ ଘୁରିଥିଲା। ସମଗ୍ର ଅଞ୍ଚଳ ଧୂଆଁମୟ ହେବା ଫଳରେ କିଛି ସମୟ ସେଠାରେ ଥିବା ଦର୍ଶକ...
ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ନିଜର ସମସ୍ତ ମୋଟର ସାଇକେଲକୁ ଅପଡେଟ କରିବାରେ ଲାଗିଛି। କିଛି ବାଇକରେ ସୁରକ୍ଷାକୁ ନେଇ ବଦଳା ଯାଉଥିବାବେଳେ ଅନ୍ୟକିଛି ବାଇକର ଷ୍ଟାଇଲରେ ପରିବର୍ତ୍ତନ କରାଯାଉଛି। ବର୍ତ୍ତମାନ ବଜାଜ୍‍ ନିଜର ନୂଆ ମଡେଲ ବାଇକ ଭି-୧୫ର ବଜାର ପ୍ରବେଶ କରାଇଛି। ବଜାଜ୍‍ ଭି-୧୫ ପାୱାର ଅପ ୱାରିଏଣ୍ଟର ମୂଲ୍ୟ ୬୫,୭୦୦ ଟଙ୍କା ରହିଛି। ଏହି ବାଇକର ନାମ ଅନୁସାରେ ହିଁ...
ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ପ୍ଲାଟିନାର ୧୧୦ ନୂଆ ମଡେଲ ବାଇକ ଭାରତୀୟ ବଜାରରେ ପ୍ରବେଶ କରିଛି। ଏହି ବାଇକର ମୂଲ୍ୟ ୪୯,୧୯୭ ଟଙ୍କା ରହିଛି। ପ୍ଲାଟିନା ଭାରତୀୟ ବଜାରରେ ହିରୋର ପାସନ ପ୍ରୋ୧୧୦, ହୋଣ୍ଡା ସିଡି ୧୧୦ ଡ୍ରିମ ଡିଏକ୍ସ ଓ ଟିଭିଏସ୍‍ ରାଡେନ ଭଳି ବାଇକ ସହ ପ୍ରତିଯୋଗିତା କରିବ। ପ୍ଲାଟିନାର ଏହି ନୂଆ ମଡେଲ ବାଇକରେ ଟ୍ୟୁବଲେସ ଟାୟାର, ଡୁଆଲ...
ନୂଆଦିଲ୍ଲୀ : ଲୋକପ୍ରିୟ ଏବଂ ଆମେରୀକିୟ ଦାମୀ ବାଇକ କମ୍ପାନୀ ହାର୍ଲି ଡାଭିଡସନରେ ଭଲ ଅଫର ରହିଛି। ହାର୍ଲି ଡାଭିନସନର ଷ୍ଟ୍ରିଟ୍‍ ୭୫୦ ବାଇକରେ କମ୍ପାନୀ ଗ୍ରାହକ ମାନଙ୍କ ପାଇଁ ରିଆତି ଦେଇଛି। ଭାରତରେ ଏହି ବାଇକର ଖୁବ ଚାହିଦା ରହିଛି। କମ୍ପାନୀ ହାର୍ଲି ଷ୍ଟ୍ରିଟ୍‍ ୭୫୦ରେ ୮୧ ହଜାର ଟଙ୍କା ଏବଂ ହାର୍ଲି ଷ୍ଟ୍ରିଟ୍‍ ରୋଡରେ ୧ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ରିଆତି ରହିଛି। ସୂଚନାଯୋଗ୍ୟ ଯେ ହାର୍ଲି...
ଭୁବନେଶ୍ୱର : ହୋଣ୍ଡା ମୋଟର ସାଇକଲ୍‍ ଆଣ୍ଡ୍‍ ସ୍କୁଟର ଇଣ୍ଡିଆର ସବୁଠୁ ଲୋକପ୍ରିୟ ସ୍କୁଟର ଆକ୍ଟିଭା ବିକ୍ରି ୨ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି। ଉତ୍ସବ ଋତୁର ମଧ୍ୟ ଭାଗରେ କମ୍ପାନୀ ଏହି ସଫଳତା ହାସଲ କରିଛି ଯାହାକୁ ନେଇ ହୋଣ୍ଡା ଅତ୍ୟନ୍ତ ଉଲ୍ଲସିତ। ପ୍ରଥମ ଏକ କୋଟି ଆକ୍ଟିଭା ବିକ୍ରି କରିବାକୁ ହୋଣ୍ଡାକୁ ୧୫ ବର୍ଷ ସମୟ ଲାଗିଥିବାବଳେ ଆଉ ଏକ କୋଟି ଆକ୍ଟିଭା ମାତ୍ର ତିନି...
ନୂଆଦିଲ୍ଲୀ : ଆଲୋକର ପର୍ବ ଦୀପାବଳୀକୁ ନେଇ ବିଭିନ୍ନ ଅଟୋମୋବାଇଲ କମ୍ପାନୀ ନିଜର ବମ୍ପର ଅଫର ବଜାର ପ୍ରବେଶ କରାଇଛନ୍ତି। ଚଳିତ ବର୍ଷର ଦୀପାବଳୀ ଗ୍ରାହକ ମାନଙ୍କ ପାଇଁ ସମସ୍ତ କମ୍ପାନୀ ଭଲ ରିଆତି ଦେଉଥିବା ଦେଖିବାକୁ ମିଳିଛି। ବିଏମଡବ୍ଲ୍ୟୁ, ଜାଗୁଆର, ଅଡି, ଭଲଭୋ ଭଳି ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଦୀପାବଳୀ ଅବସରରେ ନିଜର କାର ଉପରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି ମିଳିଛି। ଅଡି : ଅଡି ଇଣ୍ଡିଆ...
ନୂଆଦିଲ୍ଲୀ : ଭାରତୀୟ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଦାମୀ କାରର ବିକ୍ରୟ ପାଇଁ ଲଣ୍ଡନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୬,୨୦୩ କୋଟି ଋଣ ନେଇ ଭାରତରୁ ପଳାୟନ କରିଥିବା ଏହି ବ୍ୟବସାୟୀଙ୍କ ଉପରେ କୋର୍ଟ ବାରମ୍ବାର ଚାପ ପକାଇବା ପରେ ମଧ୍ୟ ମାଲ୍ୟାଙ୍କ କୌଣସି ପ୍ରତିକ୍ରିୟା ନ ମିଳିବାରୁ ଲଣ୍ଡନ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମାଲ୍ୟାଙ୍କ ଛଅଟି ମହଙ୍ଗା କାରର ବିକ୍ରୟ କରିବାକୁ ଅଦାଳତ ନିର୍ଦ୍ଦେଶ...
ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ବଜାଜ୍‍ ପଲସର ନୂଆ ମଡେଲ ଏନଏସ୍‍୧୨୫ର ପୋଲାଣ୍ଡରେ ବଜାର ପ୍ରବେଶ କରାଇଛି। କମ୍ପାନୀ ଏହାର ମୂଲ୍ୟ ପିଏଲଏନ ୭,୯୯୯(୧.୫୯ ଲକ୍ଷ ଟଙ୍କା) ରହିଛି। ଆଗାମୀ ବର୍ଷ ଭାରତରେ ପଲସର୧୨୫ ଭାରତରେ ବଜାର ପ୍ରବେଶ କରାଯିବ ବୋଲି ସୂଚନା ମିଳିଛି। ଭାରତରେ ଏହାର ମୂଲ୍ୟ ୬୦,୦୦୦ ହଜାର ଟଙ୍କା ରହିବ। ବଜାରରେ ଏହାର ପ୍ରତିଯୋଗିତା ହୋଣ୍ଡା ସିବି ସାଇନ ଏବଂ ହିରୋ ଗ୍ଲାମର...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी