Home Tags Attack

Tag: attack

ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ତରଫା ପ୍ରେମ କରୁଥିବା ଜଣେ ଯୁବକ ପ୍ରେମରରେ ବିଫଳ ହେବାରୁ ପ୍ରେମିକାର ଭାଇକୁ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରେମିକାର ଭାଇକୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଫେରାର ହୋଇଯାଇଛି।...
ସୋର : ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ରଟିଣା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇର କଟୁରୀରେ ବଡ଼ ଭାଇ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗୁରୁତର ଆହତ ଥିବା ବଡ଼ ଭାଇଙ୍କୁ ଖଇରା ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇ ଚିକତ୍ସା କରାଯାଉଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।
କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଏକ ସିଟି ସ୍କୁଲରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଭିତରେ ସହପାଠିନୀଙ୍କୁ ନିର୍ମମ ଭାବେ ସହପାଠୀ ଛାତ୍ର ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଘର ଯାଜପୁର ବୋଲି ଜଣାପଡ଼ିଛି। ଛାତ୍ରୀ ଜଣକଙ୍କୁ ସେହି ସ୍କୁଲରେ ପଢୁଥିବା ଜଣେ ଛାତ୍ର ଶ୍ରେଣୀ କକ୍ଷରେ ହାଣି ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ...
ଟିଟିଲାଗଡ଼ : ଟିଟିଲାଗଡ଼ ସହରରେ ଏକ ଅଭାବନୀୟ ଘଟିଛି। ଜଣେ ବ୍ୟକ୍ତି ମଦ୍ୟପାନ କରି ଭଙ୍ଗା ବୋତଲରେ ନିଜ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଥିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆହତ ମହିଳା ଜଣକ ହେଲେ ଗୀତାଞ୍ଜଳି ସାହୁ। ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ଟିଟିଲାଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଜଳେଶ୍ବର : କୁକୁଡା ଖେଳ ଚାଲିଥିବା ବେଳେ ପୁଲିସ ଚଢାଉ କରିଥିଲେ। ଏହି ଘଟଣାରେ ପୁଲିସ ୬ଜଣଙ୍କୁ ଗିରଫ କରିଛି। ଏହାର ପ୍ରତିବାଦରେ ଗ୍ରାମ ଲୋକେ ପୁଲିସ ଭ୍ୟାନ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି। ଏପରି ଘଟଣା ରୁପସା ଜାମୁଡିହି ଗ୍ରାମରେ ଘଟିଛି। ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି।
ପୁରୀ : ଦୁର୍ବୃତ୍ତମାନେ ଜଣେ ଭକ୍ତଙ୍କ ତଣ୍ଟି କାଟି ଦେଇଛନ୍ତି। ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ଏହି ଘଟଣା ଘଟିଛି। ଭକ୍ତ ଜଣକ କଟକର ପ୍ରମୋଦ ଜେନା ବୋଲି ଜଣାପଡିଛି। ତାଙ୍କର ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାର ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପୁରୀ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, ପ୍ରମୋଦ ଶ୍ରୀମନ୍ଦିରରୁ ଦର୍ଶନ...
ବାଲେଶ୍ୱର : ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ନଇନ୍ତ୍ରଣପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାନଭାଇର ଶାବଳ ମାଡ଼ରେ ବଡ଼ଭାଇ ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ସଦର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ରବିବାର ଅପରାହ୍ନର ଏହି ଗ୍ରାମର ରବିନ୍ଦ୍ର ମହାନ୍ତିଙ୍କର ବଡ଼ ପୁଅ ମହେଶ୍ୱର ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ମନୋରମା ମହାନ୍ତି ବର୍ଷା କାରଣରୁ ଧାନ ନେଇ ଆସୁଥିଲେ। ଏହି...
ରାଉରକେଲା : ବିଲଡରଙ୍କ ଗାଡି ଉପରକୁ ଗୁଳିମାଡ ହୋଇଥିବାର ଅଭିଯୋଗ ହୋଇଛି। ବିଲ୍‌ଡର ହେଉଛନ୍ତି ଅନମୋଲ ସିଂ। ଗୁଳିମାଡରେ ଅନମୋଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କର ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡିଛି। ବିଲଡର ଜଣକ ଘରକୁ ଫେରୁଥିବା ବେଳେ ବେଲଡିହି ନିକଟରେ ତାଙ୍କ ଉପରକୁ ୧୦ରାଉଣ୍ଡ ଗୁଳିମାଡ କରାଯାଇଥିଲା। ଘଟଣାସ୍ଥଳରୁ ପୁଲିସ ୫ଟି ଖୋକା ଜବତ କରିଛି। ଏହାସହ ବ୍ରାହ୍ମଣୀତରଙ୍ଗ ପୁଲିସ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ମଧ୍ୟ...
ବୋଲଗଡ : ଖୋର୍ଦ୍ଧା ଜିଲା ବୋଲଗଡ ଥାନା ଅନ୍ତର୍ଗତ ଜରିପଡା ଗ୍ରାମର ରବୀନ୍ଦ୍ର ମହାରଣା ଓ ତାଙ୍କ ପୁଅ ଅଜୟଙ୍କୁ ବୁଧବାର ଦିନ କେତେକ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଉଭୟ ଗୁରୁତର ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ବୋଲଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ରବୀନ୍ଦ୍ର ଭୁବନେଶ୍ବର ‘ସମାଜ’ କାର୍ଯ୍ୟାଳୟର ଜଣେ କର୍ମଚାରୀ ଅଟନ୍ତି। ସୂଚନା ଅନୁଯାୟୀ, ବୁଧବାର ଦିନ ୧୨ଟା ସମୟରେ...
ସୋର : ବାଲେଶ୍ୱର ଜିଲାରେ ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାମ ପ୍ରମୋଦ ରାଉତ। ତାଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ଗ୍ରାମରେ। ଶନିବାର ରାତିରେ ଗୁଡ଼ଛକରେ ଭୁଜାଲିରେ ତାଙ୍କୁ ଚୋରା ମଦ ବେପାରି ଆକ୍ରମଣ କରିଥିଲେ। ପ୍ରମୋଦଙ୍କ ଦ୍ବାରା ପ୍ରକାଶିତ ସମ୍ବାଦ ଆଧାରରେ ମଦ ବେପାରୀଙ୍କୁ ପୁଲିସ ଗିରଫ କରିଥିଲା। ସେହି କାରଣରୁ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी