ମହୁଲି ମଦ ଜବତ, ଜଣେ ଗିରଫ Pradeep Behera Oct 29, 2020 ପାଟଣା : ପାଟଣା ଥାନା ଅନ୍ତର୍ଗତ ରାଧାପୁର ଗ୍ରାମର ଘାସିରାମ ମାଝୀଙ୍କୁ ୨୦ ଲିଟର ମହୁଲି ମଦ ସହ ପାଟଣା ପୁଲିସ ଧରି ଥାନାକୁ ଆଣିଥିଲା। ଥାନାରେ ଏନେଇ ଏକ ମାମଲା ରୁଜୁ ସହ ଆସାମୀକୁ ନୋଟିସ ଦିଆଯାଇ ଛାଡି ଦିଆଯାଇଛି।… Read More...
ଅପହରଣ ପରେ ଯୁବତୀଙ୍କ ଦୁର୍ବ୍ୟବହାର, ନାବାଳକ ସମେତ ୩ ଗିରଫ Pradeep Behera Oct 16, 2020 ଫୁଲବାଣୀ : ନିଜ ସଂପର୍କୀୟ ଘରକୁ ଆସିଥିବା ଜନୈକା ଯୁବତୀକୁ ଜଣେ ନାବାଳକ ସମେତ ୩ ଜଣ ଜୋର ଜବରଦସ୍ତ ଅପହରଣ କରିନେଇ ଦୁର୍ବ୍ୟହବାର କରିବା ଅଭିଯୋଗରେ ଗୋଛାପଡ଼ା ପୁଲିସ୍ ୩ ଜଣକୁ ଗିରଫ କରିଛି। ନାବାଳକୁ ଜୁଭେନାଲ୍… Read More...
ଅବକାରୀ ଚଢଉ; ଦେଶୀ ମଦ ସହ ୨ ଗିରଫ Pradeep Behera Oct 13, 2020 ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ମହାଲ୍ଲିକପଡା ଏବଂ କୁମାରୀ ଭଳି ଦୁଇଟି ପୃଥକ ପୃଥକ ସ୍ଥାନରେ ଅବକାରୀ ବିଭାଗ ଚଢଉ କରି ୭ଲିଟର ଦେଶୀ ମହୁଲ ମଦ ଜବତ କରିଛି। ଏହି ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ… Read More...
ଦୁଇ ଲୁଟେରା ଗିରଫ ; ବାଇକ୍ ଓ ଚୋରୀ ମୋବାଇଲ ଜବତ Pradeep Behera Sep 28, 2020 ପିପିଲି : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଆତଙ୍କ ଖେଳାଇଥିବା ଏକ ହାଇୱେ ଲୁଟେରା ଗୋଷ୍ଠୀର ୨ ଜଣ ସଦସ୍ୟଙ୍କୁ ପିପିଲି ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଲୁଟ୍ରେ ବ୍ୟବହୃତ ଏକ ନମ୍ବର ବିହୀନ ଆପାଚି ବାଇକ୍ ସମେତ… Read More...
ଢାବାରୁ ୩୦ ଲିଟର ବିଦେଶୀ ମଦ ଜବତ, ମାଲିକ ଗିରଫ Pradeep Behera Sep 12, 2020 ବେତନଟୀ : ଢାବାରେ ଦେଶି-ବିଦେଶୀ ମଦ ବିକ୍ରି ନହେଲେ ତାହା ଢାବାରେ ଗଣତି ହୁଏନାହିଁ ବୋଲି ଢାବାମାଲିକମାନେ ବିଶ୍ୱାସ କରନ୍ତି। ୧୮ନଂ ଜାତୀୟ ରାଜପଥ ପାର୍ଶ୍ବରେ ଅନେକ ଢାବାରେ ଦିନ ରାତି ଦେଶି ଓ ବିଦେଶୀ ମଦ ଅବାଧରେ… Read More...
ଅବାଧ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୨ ଗିରଫ Pradeep Behera Sep 12, 2020 ରେଢ଼ାଖୋଲ : ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ଅଧିନସ୍ଥ ବଡମାଳ ରେଂଜର ରେଙ୍ଗାଳି ବଡମାଳ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଅବାଧ ହରିଣ ଶିକାର କିରଥିବା ଅଭିଯୋଗରେ ବନବିଭାଗ ୨ଜଣଙ୍କୁ ଗିରଫ କରିବା ସହ ଏକ ଦେଶୀ… Read More...
ନାବାଳିକାକୁ ଗଣବଳାତ୍କାର ଅଭିଯୋଗରେ ୩ ଗିରଫ Pradeep Behera Sep 8, 2020 ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୫ବର୍ଷର ନାବାଳିକାକୁ ଗଣବଳାତ୍କାର କରାଯିବା ଅଭିଯୋଗରେ ସ୍ଥାନୀୟ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ନରସିଂହପୁର… Read More...
ଦିଲ୍ଲୀରେ ଡ଼ାକ୍ତର ଚଳାଉଥିଲେ ଜାଲ କରୋନା ରିପୋର୍ଟ ପ୍ରସ୍ତୁତ ରାକେଟ; ୩ ଗିରଫ Pradeep Behera Sep 4, 2020 ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣର ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ ଦିଲ୍ଲୀ ପୁଲିସ କରୋନା ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି। କରୋନା ପରୀକ୍ଷାର ନକଲି ରିପୋର୍ଟ ପ୍ରସ୍ତୁତ ଏକ ଗ୍ୟାଙ୍ଗକୁ ଦିଲ୍ଲୀ… Read More...
ଆତଙ୍କବାଦୀ ଆକ୍ରମଣର ପର୍ଦ୍ଦାଫାସ ; ୫ ଆଇଏସଜେକେ ଆତଙ୍କବାଦୀ ଗିରଫ, ୨ଟି ଆମ୍ବୁଲାନ୍ସ ଓ ବଇକ୍ ଜବତ Pradeep Behera Sep 4, 2020 ଶ୍ରୀନଗର : ଚଳିତ ବର୍ଷ ମେ ମାସରେ ଶ୍ରୀନଗର ପାଣ୍ଡାଚ୍ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପର୍ଦ୍ଦାଫାସ ହୋଇଛି। ଏହି ଆକ୍ରମଣରେ ସାହାଯ୍ୟ କରିଥିବା ଆଇଏସଜେକେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହା ସହିତ ଦୁଇଟି… Read More...
ବିଦେଶୀ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ପାକିସ୍ତାନୀ ଯୁବକ ଗିରଫ Pradeep Behera Sep 2, 2020 ମଥୁରା: ହିନ୍ଦୁମାନଙ୍କର ସବୁଠାରୁ ପବିତ୍ର ସହର ମଥୁରାର ବୃନ୍ଦାବନରେ ଲଜ୍ଜାଜନକ ଘଟଣା ଘଟିଛି। ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ବୃନ୍ଦାବନରେ ଜଣେ ବିଦେଶୀ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି… Read More...