Browsing Tag

arrest

ଡକାୟତ ଯୋଜନା ପଣ୍ଡ ; ୭ କୁଖ୍ୟାତ ଅପରାଧୀ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ପୁଲିସ ସୋମବାର ବିଳମ୍ବିତ ରାତିରେ ଏକ ଅପରାଧୀ ଗ୍ୟାଙ୍ଗକୁ ଧରିଛି। ସେମାନେ ରଣ୍ଢା-ଟିକରଡା ରାସ୍ତାରେ ଏକ ନିର୍ମାଣଧୀନ କୋଠାରେ ଡକାୟତ ଯୋଜନା କରୁଥିଲେ। ସେତେବେଳେ ପୁଲିସ ଗ୍ୟାଙ୍ଗର…
Read More...

ବ୍ୟବସାୟୀଙ୍କ ନାଁରେ ମହିଳାଙ୍କ ବଳାତ୍କାର ଓ ଠକେଇ ଅଭିଯୋଗ

ସୋର : ବାଲେଶ୍ବର ଜିଲା ସୋର ଥାନା ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଓ ଲକ୍ଷାଧିକ ଟଙ୍କା ଠକିନେବା ଅଭିଯୋଗ ହୋଇଛି। ପୀଡିତା ମହିଳା ଏ ନେଇ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ…
Read More...

ହରିଣ ଶିଙ୍ଘ ଓ ଚମଡା ସହ ଦୁଇ ଗିରଫ

ନୀଳଗିରି : କୁଳଡିହା ଅଭୟାରଣ୍ୟ ରେଞ୍ଜ ଭାଲିଆପୋଷି ଗ୍ରାମରୁ ହରିଣ ଚମଡା ଓ ଶିଙ୍ଘ ଜବତ କରାଯାଇଛି। ଏହାସହ ଘଟଣାରେ ସଂପୃକ୍ତ ଦୁଇ ଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଶିକାରୀ ହେଉଛନ୍ତି ଲେବେ ମୁର୍ମୁ ଓ ପଣ୍ଡା…
Read More...

ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ୨ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲାରେ ଜଣେ ମହିଳା ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ଟାଉନ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବିଷ୍ଣୁଦତ୍ତ ବାରିକ ଓ ଜୟଦେବ ଗିରି।…
Read More...

ନକଲି ମଦ କାରଖାନା ଠାବ, ଦୁଇ ଗିରଫ

ବାଲେଶ୍ବର : ସିମୁଳିଆ ବାଲିଖଣ୍ଡ ସାହୁଖରଦା ଛକରେ ନକଲି ମଦ କାରଖାନା ଠାବ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ହେଲେ ସାହୁଖରଦା ଛକର ସୁରେଶ ମହାନ୍ତି ଓ ରୁଦ୍ରପ୍ରକାଶ ମହାନ୍ତି।…
Read More...

୩ ଅପରାଧୀ ଗିରଫ, ୬ଟି ବନ୍ଧୁକ ଜବତ

ସମ୍ବଲପୁର : ସମ୍ବଲପୁର ପୁଲିସ ୩ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ ଛଅଟି ପିସ୍ତଲ, ୬ଟି ଅଫୁଟା ଗୁଳି ସହ ଗୋଟିଏ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ମହମ୍ମଦ ସମଶେର (୩୪), ଦେବ ବାଗ (୨୪), ଓ…
Read More...

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଜ​‌ଣେ ଗିରଫ

ଫୁଲବାଣୀ : ବେଆଇନ ବନ୍ଧୁକ ରଖିବା ଅଭି​‌ଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଯୁବକ ଜଣକ ଫୁଲବାଣୀ ଅନ୍ତର୍ଗତ କେଲାପଡା ପଞ୍ଚାୟତ କରାଣ୍ଡିବାଲି ଗ୍ରାମର ବୋଲି ଜଣାପଡିଛି। ଫିଙ୍ଗିରିଆ ପୁଲିସ ଯୁବକଙ୍କ ନିକଟରୁ ବନ୍ଧୁକ ଜବତ…
Read More...

ବିସ୍ଫୋରକ ଜବତ ଘଟଣାର ତଦନ୍ତ ଆରମ୍ଭ

ବାଲେଶ୍ୱର : ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ୨ ଜଣିଆ ଓ କୋଲକତାରୁ ୩ ଜଣିଆ ଟିମ ବାଲେଶ୍ୱର ରୁପସା ଥାନାରେ ପହଞ୍ଚି ତଦନ୍ତ…
Read More...

ତେଲ ଚୋରି ଘଟଣାରେ ୩ ଗିରଫ

ପାରାଦୀପ : ଆଇଓସିଏଲ ପାଇପ ଲାଇନରୁ ତେଲ ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପାରାଦୀପ ସାମୁଦ୍ରିକ ଥାନା ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେଲ…
Read More...

ଚୋରି ଘଟଣାରେ ଜଣେ ଗିରଫ

ବାଲେଶ୍ୱର : ବାଲେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ଦୋକାନର ତାଲା ଭାଙ୍ଗି ୧ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଭୋଗରାଇ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Read More...