Browsing Tag

arrest

ଦଶପଲ୍ଲା ବାଇସିପଲ୍ଲୀ ଜଙ୍ଗଲରେ ଦନ୍ତାହାତୀ ମୃତ୍ୟୁ ଘଟଣା: ୬ ଗିରଫ

ନୟାଗଡ: ଦଶପଲ୍ଲା ବାଇସିପଲ୍ଲୀ ଜଙ୍ଗଲରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ୬ଜଣଙ୍କୁ ଗିରଫ ହୋଇଛନ୍ତି।  ୫ ଶିକାରୀ ଏବଂ ଜଣେ ହାତୀ ଦାନ୍ତ ବେପାରୀକୁ ଗିରଫ କରାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ ୨୫…
Read More...

ପୁଣି ରାଜଧାନୀରେ ଧରାପଡ଼ିଲା ଚୋରା ବନ୍ଧୁକ ; ୨ ଗିରଫ

ଭୁବନେଶ୍ୱର : ପୁଣି ରାଜଧାନୀର ଖଣ୍ଡଗିରି ଘାଟିକିଆରୁ ଚୋରା ବନ୍ଧୁକ ଧରାପଡିଥିବା ନେଇ ବୁଧବାର ଜଣାପଡ଼ିଛି। ସମ୍ପୃକ୍ତ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛ। ଗିରଫ ହୋଇଥିବା ୨ ଯୁବକଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ…
Read More...

ନାବାଳିକା ଅପହରଣ ଅଭିଯୋଗରେ ଜଣେ ଗିରଫ

ଗଡ଼ମଧୁପୁର  :  କଟକ ଜିଲା ଜେନାପୁର ଥାନା ଅନ୍ତର୍ଗତ ଅଣ୍ଟିଆ ପଂଚାୟତ ବାଉଁଶଅଂଟା ଗ୍ରାମର ମହେନ୍ଦ୍ର ମଳିକ(୨୦) ପି. ରାଘୁନାଥ ମଳିକକୁ ଜେନାପୁର ପୁଲିସ ନାବାଳିକା ଅପହରଣ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବା…
Read More...

ହନିଟ୍ରାପରେ ଫସି ଥିବା ସେନା କର୍ମଚାରୀ ଗିରଫ

ନୂଆଦିଲ୍ଲୀ : ହରିୟାଣା ଏସଟିଏଫ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ (ଏମଏସ) ର ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି। ମହେଶ କୁମାର ନାମକ ଏହି କର୍ମଚାରୀ ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍ (ପିଆଇଓ) ଦ୍ୱାରା ହନି…
Read More...

ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ଅଭିଯୋଗ: ବାରିପଦା ବିଧାୟକ ଗିରଫ, ଅଦାଲତରୁ ମିଳିଲା ଜାମିନ

ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଗିରଫ କରିଛି ପୁଲିସ । ପରେ ଏସଡ଼ିଜେଏମଙ୍କ ଅଦାଲତରୁ ତାଙ୍କୁ ଜାମିନ ମିଳିଛି । ପୁଲିସ ପ୍ରକାଶଙ୍କୁ ଗିରଫ କରିବା…
Read More...

କମିଶନରେଟ ପୁଲିସକୁ ବଡ଼ ସଫଳତା ; ୮ ଲୁଟେରା ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୁଲିସକୁ ଏକ ବଡ଼ ସଫଳତା ମିଳିଛି ବୋଲି ସୋମବାର ଜଣାପଡ଼ିଛି। ପୁଲିସ କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬୦ଟି ମୋବାଇଲ ଫୋନ, ୯ଟି…
Read More...

ଲକ୍‌ଡାଉନ ଉଲ୍ଲଙ୍ଘନ: ୫୩ ହଜାର ଗାଡ଼ି ଜବତ, ବନ୍ଧା ହେଲେଣି ୬୭୮୭

ଭୁବନେଶ୍ୱର: କରୋନା ଭୂତାଣୁକୁ ପ୍ରତିରୋଧ କରିବା ଲାଗି ସାରା ରାଜ୍ୟ ସମେତ ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଯେଉଁ ଜନତାଙ୍କ ପାଇଁ ଲକ୍‌ଡାଉନ କରାଯାଇଛି ସେଥିମଧ୍ୟରୁ ସାରା ଓଡ଼ିଶାର ବହୁ ଲୋକ ନିୟମ ଭାଙ୍ଗିଥିବା…
Read More...

୨୭ ଜୁଆଡ଼ି ଗିରଫ, ୧ ଲକ୍ଷରୁ ଅଧିକ ଟଙ୍କା ଜବତ

ପାରଳାଖେମୁଣ୍ଡି : ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ପୁଲିସ ବିଭିନ୍ନ ଜୁଆ ଆଡ୍ଡାରେ ଶନିବାର ରାତିରେ ଚଢାଉ କରି ୨୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ନିକଟରୁ ୧ଲକ୍ଷ ୩୧ହଜାର ୨୦୦ ଟଙ୍କା ,…
Read More...

୯୫ ଜୁଆଡ଼ି ଗିରଫ ; ସାଢେ ୪ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର : ବ୍ରହ୍ମପୁର ସହର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଜୁଆ ଆଡ୍ଡାରେ ପୁଲିସ ଚଢାଉ କରି ୯୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସାଢେ ୪ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି। ଏହାସହ ୨୪ଟି…
Read More...

ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଜୁଆଡ଼ି ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଭୀମରାଓପେଟାରେ ଏକ ଜୁଆ ଆଡ୍ଡା ଉପରେ ଟାଉନ ଥାନା ପୁଲିସ ଚଢାଉ କରି ୧୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ କରିଛି। ପ୍ରାୟ ୭ ଲକ୍ଷ ଟଙ୍କା, ୫ଟି ବାଇକ, ୧୬ ଟି…
Read More...