Home Tags Aradi news

Tag: aradi news

ଆରଡି : ଚାନ୍ଦବାଲି ବ୍ଲକର ଓଳଗ ପଞ୍ଚାୟତରେ ଥିବା ବୋଡକ ଉନ୍ନୀତ ଉ.ପ୍ରା ବିଦ୍ୟାଳୟରେ ଜନୈକ ଶିକ୍ଷକଙ୍କ ବଦଳିକୁ ନେଇ ବୋଡକଗାଁରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବିଦ୍ୟାଳୟରେ ଚକ୍ରଧର ଜେନା ଦୀର୍ଘବର୍ଷ ଧରି ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଗତକାଲି ଡେପୁଟେସନରେ ଚମ୍ପାସାହି ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ଅଭିଭାବକଙ୍କ ସମେତ ଗ୍ରାମବାସୀ ମାନେ ସେହି ଶିକ୍ଷକଙ୍କ ବଦଳି ଆଦେଶକୁ...
-କୂଳ ଲଂଘି ଚାଷଜମୀକୁ ମାଡିଲା ବନ୍ୟାଜଳ - ୧୭ଦିନ ହେଲା ଆଖଣ୍ଡଳମଣି-ଯାଜପୁର ମଧ୍ୟରେ ଯାତ୍ରୀବାହି ବସ ବନ୍ଦ -ଉଚ୍ଚ ଶିକ୍ଷାରୁ ବଞ୍ଚିତ ୨ଟି ଜିଲାର ୩୫ଛାତ୍ରଛାତ୍ର ଆରଡି : ଝଡ ବାତ୍ୟା ‘ଡାଏ’ର ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ୨ଦିନ ହେଲା ବୈତରଣୀନଦୀରେ ଜଳସ୍ତର ବଢିବାରେ ଲାଗିଛି। ଅନ୍ୟପଟେ ହଦଗଡ ଡ୍ୟାମରୁ ପାଣି ଛଡା ଯିବା ଓ ପୂର୍ଣ୍ଣିମା ଜୁଆର ଯୋଗୁ ସାଳନ୍ଦୀ ନଦୀରେ ପୁର୍ନବାର ବନ୍ୟା ଦେଖାଦେଇଛି। ଉଭୟ ନଦୀର...
ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଚଳିତ ବନ୍ୟାରେ ପ୍ରଭାବିତ ଓଳଗ, ନାନ୍ଦପୁର, ସୁନ୍ଦତପୁର ଓ ଆରଡି ପଞ୍ଚାତୟତରେ ବନ୍ୟା ବିପନ୍ନମାନଙ୍କୁ ସଂକ୍ରମିତ ରୋଗ ପ୍ରତିଷେଧକ ନିମନ୍ତେ ସଚେତନତା ଓ ଔଷଧ ବିତରଣ କାର୍ଯ୍ୟକ୍ରମ ଓଳଗ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି କ୍ଷୀତିଷ ସାମନ୍ତଙ୍କ ପୈାରହିତରେ ଡ. ସୁଧାକର ଖଟୁଆ, ଡ. ପ୍ରଭାଷ ରଞନ ପଣ୍ଡା, ଫାର୍ମାସିଷ୍ଟ ତାପସ ତରାଇ, ପ୍ରମୁଖ ଏହି ଶିବିରକୁ...
.-ଘର ଦାଣ୍ଡ ଓ ରୋଷଘରେ ଲହଡି ଭାଙ୍ଗୁଛି ବନ୍ୟାପାଣି .-ବିପନ୍ନଙ୍କୁ ମିଳିଲା ରନ୍ଧାଖାଦ୍ୟ .-ଗଛମୂଳେ ଚାଲିଛି ରୋଗୀଙ୍କ ଚିକିତ୍ସା .- ୧୦ଟି ବଦ୍ୟାଳୟ-ଅଙ୍ଗନବାଡି କେନ୍ଦ୍ର ପରିସର ବୁଡି ରହିଛି ବନ୍ୟାପାଣିରେ .-ମଙ୍ଗଳବାର ବଦ୍ୟାଳୟ ଖୋଲିବା ନେଇ ଆଶଙ୍କା! ଆରଡି ; ବୈତରଣୀ ନଦୀରେ ବନ୍ୟାଜଳ କମିଥିଲେ ମଧ୍ୟ ଅମାବାସ୍ୟା ଜୁଆର ଯୋଗୁ ସୋମବାର ୪ଟି ସ୍ଥାନରେ ନଦୀବନ୍ଧ ବୁଡି ବନ୍ୟାଜଳ ପ୍ରବେଶ କରୁଛି। ଫଳରେ ଆରଡି ସମେତ ସୁନ୍ଦରପୁର, ଓଳଗ ଓ ନାନ୍ଦପୁର ପଞ୍ଚାୟତରେ ବନ୍ୟା...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी