Home Tags Anugul

Tag: anugul

ଅନୁଗୁଳ : ଅନଗୁଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ବରଗୌଣଆ ଗ୍ରାମର ଏକ ସାଢେ ୩ ବର୍ଷର ଶିଶୁ କନ୍ୟାକୁ ସେହି ଗ୍ରାମର ଜଣେ ୧୬ ବର୍ଷର ନାବାଳକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଶିଶୁ କନ୍ୟାର ପିତା ବନ୍ତଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଶନିବାର ରାତିରେ ଅଭିଯୋଗ ପାଇବା ପରେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି ।
ଅନୁଗୁଳ: ମହାବଳ ବାଘ ମହାବୀରର ମୃତଦେହ ପଞ୍ଚନାମା ଓ ବ୍ୟବଚ୍ଛେଦ ପରେ ବନ ବିଭାଗ ପକ୍ଷରୁ ପୋଡି ଦିଆଯାଇଛି । ମହାବୀରର ରହସ୍ୟଜନକ ମୃତ୍ୟୁ କାରଣ ଖୋଜି ବାହାର କରିବା ପାଇଁ ଶୁକ୍ରବାର ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଏବଂ ଡେରାଡୁନସ୍ଥିତ ଜାତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ଡବ୍ଲ୍ୟୁଆଇଆଇ ର ଟିମ ସାତକୋଶିଆରେ ପହଞ୍ଚି ଓଡ଼ିଶା ବନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ, ବାଘ...
ଅନୁଗୁଳ: ପାଳଲହଡ଼ା ବ୍ଲକ ଅନ୍ତର୍ଗତ ଆଲୁରୀ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପଞ୍ଚାୟତର ଅର୍ଜୁନଝରି ଗ୍ରାମରେ ଆଜି ଚାରି ବର୍ଷର ଦୁଇ ନାବାଳିକା ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠପଢ଼ା ସାରି ଘରକୁ ଫେରୁଥିବା ବେଳେ ଏକ କୂଅରେ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଖମାର ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଦୁଇ ଜଣକର ମୃତ୍ୟୁବରଣ ହୋଇଛି । ଦୁଇ ମୃତକଙ୍କ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी