Home Tags Amit shah

Tag: amit shah

ନୂଆଦିଲ୍ଲୀ : ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ଦାୟର ମାମଲା ଉପରେ‌ ସୁପ୍ରିମକୋର୍ଟ ନିର୍ବାଚନ କମିସନ (ଇସି)ଙ୍କୁ ମଙ୍ଗଳବାର ନୋଟିସ ଜାରି କରି ଜବାବ ଲୋଡିଛନ୍ତି। ପରିସ୍ଥିତିକୁ ଚାହିଁ ଉପଯୁକ୍ତ ନିର୍ଦେଶ ଦେବା ନେଇ ଇସିଙ୍କ ନିକଟରେ ସ୍ବାଧୀନତା ରହିବା ଆବଶ୍ୟକ। ଇସିଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିବାକୁ ଆବେଦନକାରୀଙ୍କୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି...
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆସିଥିବା ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ସମ୍ପର୍କିତ ଅଭିଯୋଗଗୁଡିକ ଉପରେ ମଙ୍ଗଳବାର ନିର୍ବାଚନ ଆୟୋଗ (ଇସି) ନିଷ୍ପତ୍ତି ନେବେ। ଇସିଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ସୋମବାର ସନ୍ଧ୍ୟାରେ ଏହି ସମୟ ସୀମା ସମ୍ପର୍କରେ ଘୋଷଣା କରାଯାଇଛି। ଏହାର କିଛି ଘଣ୍ଟା ପୂର୍ବରୁ କଂଗ୍ରେସ ମୋଦୀ ଓ...
ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କାଶ୍ମୀର ସମସ୍ୟା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ସମାଲୋଚନା କରିଛନ୍ତି। ଗୁରୁବାର ବିଜେପିର ଏକ ଦଳିୟ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଶାହା ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ନେହେରୁଙ୍କ ଭୁଲ ନୀତି ପାଇଁ କାଶ୍ମୀର ସମସ୍ୟା ସମାଧାନ ହୋଇପାରୁ ନାହିଁ। ସେ ଆହୁରି କହିଛନ୍ତି ସରଦାର ପଟେଲ ହାଇଦ୍ରାବାଦ କାରଣ ସମାଧାନ କରିଥିଲେ କିନ୍ତୁ, ନେହେରୁଙ୍କ କାଶ୍ମୀର...
ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରୀ ୩ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ପୁରୀ ଗସ୍ତରେ ଆସିବେ । ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଧିବେଶନର ଅନ୍ତିମ ଦିନରେ ଅମିତ ଶାହା ଯୋଗ ଦେବେ । ଏନେଇ ସୋମବାର ପୁରୀରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ପ୍ରକାଶ କରିଛନ୍ତି । ସେହିପରି ଆସନ୍ତାକାଲି ଅମିତ ଶାହା ଏକ ଦିନିଆ ଓଡିଶାଗସ୍ତରେ ଆସି...
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରବିବାର ଦିଲ୍ଲୀ ଏମସରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କୁ ୧୫ ଦିନ ଯାଏଁ ଆଇସୋଲେସନରେ ରଖିବା ପାଇଁ ଏମସର ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଡିସଚାର୍ଜ ପରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ବେଡରେଷ୍ଟ ନେବାକୁ ତାଙ୍କୁ କୁହାଯାଇଛି । ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଅମିତ ଶାହଙ୍କ ଅସୁସ୍ଥ ହୋଇପଡିଥଲେ । ଡାକ୍ତରୀ ପରୀକ୍ଷାରୁ ସେ ଏଚ୧ଏନ୧ରେ ପୀଡିତ...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी