Home Tags Alcohol

Tag: alcohol

ଖୁଣ୍ଟା: ଖୁଣ୍ଟା ଅବକାରୀ ବିଭାଗ ଗୁରୁବାର ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶୁକ୍ରବାର ପୁଣି ୬ ଜଣଙ୍କ ନିକଟରୁ ୪୦ ଲିଟର ଦେଶୀ ମଦ ଜବତ କରି ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସାତଶୋଳ ଗ୍ରାମର  ମଙ୍ଗଲ ମୁର୍ମୁ(୪୦), ତାଙ୍କ ନିକଟରୁ ୪ ଲିଟର ଦେଶୀ ମଦ...
ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ଅବକାରୀ ବିଭାଗ ଦ୍ୱାରା ସିମୁଳିଆ ଥାନା ଜାମୁଝାଡ଼ି ପଞ୍ଚାୟତ ଝାଟିଆମାଳ ଗ୍ରାମରେ ଚଢଉ କରାଯାଇଛି। ଅଭିଯୁକ୍ତମାନେ ଦେଶୀ ମଦ ତିଆରି ପାଇଁ ୫୦୦ ଟିଣରେ ମଦ ପୋଚକୁ ଲୁଚାଇ ରଖିଥିଲେ। ଅବକାରୀ ବିଭାଗ ପୋଚ ଜବତ କରିବା ସହ ମଦ ତିଆରି ସରଞ୍ଜାମ ମଧ୍ୟ ଜବତ କରିଥିଲେ। ସୂଚନା ଅନୁଯାୟୀ, ମୋବାଇଲ ସ୍କ୍ୱାର୍ଡ଼ର ସୁପରିଟେଣ୍ଡେଣ୍ଟଙ୍କର ନିର୍ଦ୍ଦେଶ କ୍ରମେ ସୋର ଅବକାରୀ ସବ-ଇନ୍ସିପେକ୍ଟର...
ନବରଙ୍ଗପୁର: ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ କୋଡିଙ୍ଗା, କୋଷାଗୁମୁଡା ଏବଂ ନବରଙ୍ଗପୁର ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରାଯିବା ସହ ଦେଶୀ ମଦ ଜବତ କରଯାଇଛି। କୋଷାଗୁମୁଡା ଥାନା ଅନ୍ତର୍ଗତ ସିରାଗୁଡା ଗ୍ରାମର ଅର୍ଜୁନ ଭତ୍ରାଙ୍କ ଘରେ ଚଢଉ କରାଯାଇ ୯ ଲିଟର ଦେଶୀ ମଦ, କୋଡିଙ୍ଗା ଥାନା ଅନ୍ତର୍ଗତ ମୁଦିନାୟକଗୁଡା ଗ୍ରାମର ଧନଞ୍ଜୟ ପରଜାଙ୍କ ଠାରୁ ୭ ଲିଟର, ଗାଦବାଗୁଡା...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी