Home Tags Act

Tag: act

ଲକ୍ଷ୍ମୀପୁର : ଦ୍ରୁତ ଗତିରେ ଯାଉଥିବା ଏକ ଟାଟା ମେଜିକ ବାଇକକୁ ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ଘଟିଥିବା ଜଣ ବ୍ୟକ୍ତି ବଇକରେ ଯାଉଥିବା ଜଣାପଡିଛି । ଟାଟା ମେଜିକରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଦୁର୍ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖୀରୀ ଜିଲାରେ ଘଟିଛି । ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖୀରୀ ଜିଲାର...
ଗୁଣ୍ଟୁର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ସୋମବାର ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ଏକ ସ୍କୁଲ ବସ ଓଲଟି ପଡିବାରୁ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ଚିକିତ୍ସା ପାଇଁ ମାଚାର୍ଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ସୂଚନା ଅନୁଯାୟୀ ବସରେ ୫୨ ଜଣ ଛାତ୍ରଛାତ୍ରୀଙ୍କ ବ୍ୟତୀତ ସ୍କୁଲ...
ହରଭଙ୍ଗା: ବିଜେପୁର ବିଧାୟିକା ରୀତା ସାହୁଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ବିଧାୟିକା ରୀତା ସାହୁଙ୍କ ସମେତ ଅନ୍ୟ ୫ ଜଣ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ହାଇସ୍କୁଲ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ବେଳେ ଗାଡିରେ ବିଧାୟିକାଙ୍କ ସମେତ ତାଙ୍କ ପୁଅ,...
ରାଉରକେଲା: ରାଉରକେଲା ଡିଏଭି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଏକ ଡମ୍ପର ଗାଡି ଓଭର ଟେକ କରିବା ବେଳେ ଏକ ବାଇକୁ ଧକ୍କା ଦେଇଥିଲା। ଫଳରେ ବାଇକ ଡମ୍ପର ତଳେ ପଶି ଯାଇଥିଲା...
ବସ୍ତା: ବାଲେଶ୍ବର ଜିଲା ରୂପସା ଷ୍ଟେସନ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣ ଘଟିଛି । ହାବଡା ଦୂରନ୍ତ ଏକ୍ସପ୍ରେସରେ କଟି ୪୦ବର୍ଷର ବ୍ୟକ୍ତି ଓ ତାଙ୍କ ୪ବର୍ଷର ପୁଅର ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ହେଲେ ପତ୍ରାଜୁ ପ୍ରଧାନ (୩୬) ଓ ତାଙ୍କ ପୁଅ ପୂର୍ବ ପ୍ରଧାନ(୪) । ସେମାନଙ୍କ ଘର ଯାଜପୁର ଜିଲାରେ ବୋଲି ପୁଲିସ କହିଛି । ଏହି ଘଟଣାରେ ରେଳବାଇ ପୁଲିସ...
ନୂଆଦିଲ୍ଲୀ: ହରିୟାଣାର ଅମ୍ବାଲା-ଚଣ୍ଡିଗଡ଼ ଜାତୀୟ ରାଜପଥରେ ଶନିବାର ଭୋର ପ୍ରାୟ ୪ଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାର କାରଣ ଘନ କୁହୁଡି ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଏହି ଦୁଇଟି ଗାଡି ଛଣ୍ଡିଗଡରୁ ବୃନ୍ଦାବନ ଯାଉଥିଲେ । ରାସ୍ତାରେ ଗାଡି ଖରାପ...
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କଙ୍ଗଡ ଜିଲାର ଲଙ୍ଗ ନିକଟରେ ଏକ ବସ ଓଲଟି ପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବାଗତ ପାଇଁ ଏକଲବ୍ୟ କମ୍ପୁଟର ସେଣ୍ଟର ଛାତ୍ରଛାତ୍ରୀମାନେ ଏହି ବସରେ ଧର୍ମଶାଳ ଯାଉଥିଲେ । ରାସ୍ତାରେ ଲଙ୍ଗ ନିକଟରେ ବସଟି ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ ୩୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନିକଟରେ କୌଣସି ମେଡିକାଲ ନଥିବା କାରଣରୁ ଘଟଣାସ୍ଥଳରେ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी