Home Tags Accident news

Tag: accident news

ବଲାଙ୍ଗୀର : ବଲାଙ୍ଗୀର ଜିଲା ସଇଁତଲା ଥାନା ଅନ୍ତର୍ଗତ କରେଳଧୁଆ ରେଳବାଇ ଓଭରବ୍ରିଜ ଭବାନୀପାଟଣା ଜାତୀୟ ରାଜପଥ ୨୬ ନିକଟରେ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇ ଜଳିଯାଇଥିବା ଜଣାପଡ଼ିଛି। ନିଆଁ ଲାଗିଯିବା ପରେ ଗାଡି ଛାଡି ଚାଳକ ଫେରାର ହୋଇଯାଇଥିଲା। ପୁଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଦୁର୍ଘଟଣା ପରେ ବହୁ ସମୟ ଧରି ରାଜପଥ ଜାମ ରହିଥିବା ସୂଚନା...
କୋଟଗଡ : କନ୍ଧମାଳ ଜିଲା କୋଟଗଡ ମଦାଙ୍ଗୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ମଟର ସାଇକେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମଟର ସାଇକେଲ( ନଂ ଓଡି ୧୮ ଡି ୧୨୩୮)ରେ କୋଟଗଡରୁ ବଜାର ସାରି ଶ୍ୱଶୁର ନିର୍ପୁ ମୁଠାମାଝୀ(୪୫)ଙ୍କୁ ବସାଇ ଜ୍ୱାଇଁ ଦାଉଦ ମୁଠାମାଝୀ ନିଜ ଗାଁ ସ୍ଲିନ୍ଦୁପଦର ଅଭିମୁଖେ ମଟର ସାଇକେଲରେ ଫେରିବା ସମୟରେ ମଦାଙ୍ଗୀ ନିକଟରେ...
କଳାହାଣ୍ଡି : କଳାହାଣ୍ଡି ଜିଲା  ଜୁନାଗଡ  ବ୍ଲକ ଅନ୍ତର୍ଗତ ଖୁରୁସେଲଗୁଡ଼ା ଗ୍ରାମରେ ଗତକାଲି ରାତି ୩ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ସୂଚନା ମିଳିଛି। ସେମାନେ ଏକ କାରରେ ବିଶାଖାପାଟଣାରୁ ଖୁସେଲଗୁଡ଼ା ଗାଁକୁ ଯାଉଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥର ଜରିଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ୫...
କଟକ : କଟକରୁ ଜଗତପୁର ଅଭିମ୍ମୁଖେ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଚାଲୁଥିବା ଅବସ୍ଥାରେ ମହାନଦୀ ପୋଲ ଉପରେ ଜଳିଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ଟ୍ରକ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।
ଘସିପୁରା : କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ଅର୍ଜୁନ ଚୁଖା ଗ୍ରାମରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ଅର୍ଜୁନ ଚୁଖା ଗ୍ରାମର ପୁରୁଷ ତମ ମାଟୀଙ୍କ ପୁଅ ସଞ୍ଜୟ ମାଝୀ। ସୂଚନା ମୁତାବକ, ସଞ୍ଜୟ ମାଝୀ ତାର ୨ ସାଙ୍ଗମାନଙ୍କ ସହିତ ନିଜ ସମ୍ପର୍କୀୟଙ୍କ ଘରକୁ ବାଇକ୍ ଯୋଗେ ଯାଇଥିଲେ। ଅପରାହ୍ମ ୩ଟା ସମୟରେ ବାଇକରେ ନିଜ ଘରକୁ...
ଧର୍ମଗଡ : କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର କନ୍ୟାଶ୍ରମ ନିକଟରେ ରାସ୍ତା କାମରେ ନିୟୋଜିତ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଆଉ ଦୁଇ ଜଣ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ମୃତ ଶ୍ରମିକଙ୍କ ନାମ ଗଙ୍ଗାଧର ପୁଝାରୀ(୪୫), ଗୁରୁତର ଶ୍ରମିକ ଜଣଙ୍କ ମକରନ୍ଦ ପୁଝାରୀ। ମକରନ୍ଦଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଛି। ତାଙ୍କୁ ଭବାନିପାଟଣା...
ନବରଙ୍ଗପୁର : ନବରଙ୍ଗପୁର ବିଜିରାଗୁଡା ନିକଟରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବାଇକରେ ଦ୍ରୁତଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଗଛକୁ ପିଟି ଦେଇବାରୁ ଏହି ଦୁଘଟଣା ଘଟିଛି। ବାଇକରେ ଯାଉଥିବା ସଞ୍ଜୟ ବିଷୋୟୀ ଓ ବସନ୍ତ ବିଷୋୟୀ କୁର୍ଲୁଘାଟି ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଗୁରୁତର ଆହତ ଦୁଇଜଣଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରଖାନାରେ...
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କେସିଙ୍ଗା ୨୬ନଂ ଜାତୀୟ ରାଜପଥର ରାଇସିଙ୍ଗିପୁର ନିକଟରେ ଗତକାଲି ରାତ୍ରି ୧୦ଟା ସମୟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ମୁତାବକ, ୨୬ନଂ ଜାତୀୟ ରାଜପଥର ରାଇସିଙ୍ଗିପୁର ରାସ୍ତା ପାଖରେ ଓଆର 0୮ସି ୬୫୨୫ ନଂ ଏକ ଟ୍ରକ ଠିଆ ହୋଇଥିଲାବେଳେ ପଛପଟୁ ଏକ ସ୍କୁଟି ନଂ(ଓଡି 0୮ ଏଫ୍ ୭୨୭୭) ଆସି ଟ୍ରକ ସହ ଧକ୍କା...
ଖପ୍ରାଖୋଲ : ବଲାଙ୍ଗୀର ଜିଲା ଖପ୍ରାଖୋଲ-ପାଟଣାଗଡ ରାସ୍ତା କପସିପାଲି ଗାଁ ନିକଟରେ ଶନିବାର ସକାଳେ ସଡ଼କ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ବେଳେ ୧୧ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ନୁଆପଡା ଜିଲା କୋମନାର ଏକ ସଂକିର୍ତ୍ତନ ଦଳ ପିକଅପ୍ ଗାଡ଼ିରେ ପାଟଣାଗଡରୁ ଫେରୁଥିବା ବେଳେ ଚାଳକ ଭାରସାମ୍ୟ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ...
ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲେଡିବନ୍ଧ ବୁଲାଣି ଠାରେ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ, କରିନପାରି ନୁଆପଡା ଗ୍ରାମର ବଳରାମ ପ୍ରଧାନ(୨୨) ମୋହନାରେ ରହି ମିସ୍ତ୍ରୀ କାମ କରୁଥିଲେ। ବଳରାମ କୌଣସି ଏକ କାର୍ଯ୍ୟରେ ଗୋବିନ୍ଦପୁର ଯାଉଥିବା ବେଳେ ଉକ୍ତ ବୁଲାଣିରେ ଭାରସାମ୍ୟ ରକ୍ଷା କରିନପାରି ନିଜ ଗାଡି(ଓଡି ୦୭ ଏଏ ୨୫୬୭) ଏକ ଗଛକୁ ଧକ୍କା ଦେଇ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी