Home Tags Accident at jajpur

Tag: accident at jajpur

ଯାଜପୁର ଟାଉନ : ଯାଜପୁର ସଦର ଥାନା ଅନ୍ତର୍ଗତ ବାରୁହାଁ ନିକଟରେ ସଡ଼କ ଦୁର୍ଘଟଣାରେ ଭଣଜା ମୃତ ମାମୁଁ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ମୃତକ ରସୁଲପୁର ଜୋକଡ଼ିଆ ଗ୍ରାମର ରାଜେନ୍ଦ୍ର ବିଶ୍ୱାଳ । ସେମାନେ ବରି ଯିବା ସମୟରେ ପଛପଟୁ ଟ୍ରକ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଭଣଜାର ମୃତ୍ୟୁ ହୋଇଥିବା ବେଳେ ମାମୁଁ ଚିକିତ୍ସାଧୀନ ଅଛନ୍ତି।
ଯାଜପୁର : ଯାଜପୁର ବରୁହାଁ ଛକ ନିକଟରେ ଜିପ୍‍ ଓ ବାଇକ୍‍ ମଧ୍ୟରେ ଏକ ସଡକ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବାଳାଶ୍ରମ ପଡିଆରେ ହେଉଥିବା ଜଗନ୍ନାଥ ଚେତନା ଅଧିବେଶନ କାର୍ଯ୍ୟକ୍ରମରେ ଆସିଥିବା ଜିପ୍‍ ଫେରୁଥିବା ସମୟରେ ବରୁହାଁ ଛକ ନିକଟରେ ଦୁର୍ଘଟଣାଗସ୍ତ ହୋଇଥିଲା। ଦୁଇଜଣ ବାଇକ ଆରୋହୀ ୟୁସୁଫ୍‍ ଓ ଅସପକ୍‍ଙ୍କୁ ଜିପ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥା...
ଦାନଗଦି: ବଜାର ସାରି ଶ୍ରମିକ କଲୋନୀକୁ ଫେରୁଥିବା ୪ଜଣ ସହକର୍ମୀଙ୍କୁ ଧକ୍କାଦେଇ ଏକ ଦଶ ଚକିଆ ଟ୍ରକ୍‍ ମାଡିଯିବାରୁ ୩ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଜଣେ କର୍ମଚାରୀଙ୍କୁ ଗୁରୁତରଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ରାତି ପ୍ରାୟ ୯ଟା ୧୫ ସମୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ଟାଟା କାରଖାନାର ୪ନମ୍ବର ଫାଟକ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କାରଖାନା ସଂଲଗ୍ନ ଶିଳ୍ପାୟନର ଗୋପବନ୍ଧୁ...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी